୨୪ରେ କୃଷକଙ୍କୁ ମିଳିବ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା
ବାଣିଜ୍ୟ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୪ ତାରିଖରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ଶୁଭାରମ୍ଭ ଉତ୍ତର ପ୍ରଦେଶର ଗୋରଖପୁରରୁ ଆନୁଷ୍ଠାନିକଭାବେ ଆରମ୍ଭ କରିବେ। ପିଏମ-କିଷାନ ପୋର୍ଟାଲରେ …