- Advertisement -spot_img

CATEGORY

ରାଜନୀତି

ଏମଏସପିକୁ ନେଇ କଂଗ୍ରେସର ଦୋମୁହାଁ ରାଜନୀତି

ସେତେବେଳେ ୟୁପିଏ ସରକାର ସି୨+୫୦%ର ଫର୍ମୁଲାକୁ ପ୍ରତ୍ୟାଖ୍ୟାନ କରିଥିଲେ ଏବେ କଂଗ୍ରେସ ଏମଏସପିର ଆଇନଗତ ଗ୍ୟାରେଣ୍ଟି ଦେବାକୁ ପ୍ରତିଶ୍ରୁତି ଦେଉଛି ନୂଆଦିଲ୍ଲୀ: ଏମଏସପିକୁ ନେଇ ଆଇନ ଆଣିବା ଦାବିରେ କୃଷକମାନେ ଆନ୍ଦୋଳନ କରୁଛନ୍ତି।...

୨୦୨୨-୨୩ରେ ବିଜେପିକୁ ୭୨୦ କୋଟି ଦାନ

୪ ଜାତୀୟ ଦଳକୁ ମିଳିଥିବା ଚାନ୍ଦାଠାରୁ ୫ ଗୁଣ ୮୫୦ କୋଟି ଟଙ୍କାରୁ କଂଗ୍ରେସକୁ ମିଳିଛି ମାତ୍ର ୮୦ କୋଟି ଟଙ୍କା ନୂଆଦିଲ୍ଲୀ: ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ (ଏଡିଆର) ରାଜନୈତିକ ଦଳଗୁଡ଼ିକୁ...

ମୋଦି ସରକାରଙ୍କ ନିର୍ବାଚନୀ ବଣ୍ଡ କ’ଣ ଏବଂ ସୁପ୍ରିମକୋର୍ଟ କାହିଁକି ଏହାକୁ ବନ୍ଦ କଲେ ?

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର କିଛିମାସ ପୂର୍ବରୁ ସୁପ୍ରିମକୋର୍ଟ ୬ ବର୍ଷ ପୁରୁଣା ଇଲେକ୍ଟୋରାଲ ବଣ୍ଡ  ଯୋଜନାକୁ ବେଆଇନ ଘୋଷଣା କରିଛନ୍ତି। ଏଥିସହିତ ତୁରନ୍ତ ଏହା ମାଧ୍ୟମରେ ଦାନ ନେବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।...

ରାଷ୍ଟ୍ରପତି ମୁର୍ମୁଙ୍କ ରେଡ଼ିଓ ସାକ୍ଷାତ୍‍କାର: ସ୍ମୃତି ଇରାନୀ ଆଙ୍କର

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ବହୁମୁଖୀ ପ୍ରତିଭାରେ ସମୃଦ୍ଧ। ସେ ଜଣେ ଭଲ ବକ୍ତା ଏବଂ ଅନେକ ଭାଷାରେ ଭଲ ଭାବରେ କଥାବାର୍ତ୍ତା କରନ୍ତି। ଏବେ ତାଙ୍କର ନୂଆ ଭୂମିକା ସାମ୍ନାକୁ ଆସିଛି।...

ସିନ୍ଧିଆଙ୍କଠାରୁ ଆରମ୍ଭ କରି ଚୌହ୍ୱାନଙ୍କ ପର୍ଯ୍ୟନ୍ତ କଂଗ୍ରେସ ଛାଡ଼ିଥିବା ନେତାଙ୍କ ତାଲିକା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ତଥା କଂଗ୍ରେସ ରାଜକୁମାର ରାହୁଳ ଗାନ୍ଧୀଙ୍କ ଭାରତ ଯୋଡ଼ା ନ୍ୟାୟ ଯାତ୍ରା ମୁମ୍ବାଇରେ ପହଞ୍ଚିବା ପୂର୍ବରୁ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଶଙ୍କରରାଓ ଚୌହାନ ସୋମବାର ଦଳ ଛାଡ଼ି...

ରାଜ୍ୟରେ ଉପମୁଖ୍ୟମନ୍ତ୍ରୀ ନିଯୁକ୍ତି ଅସାମ୍ବିଧାନିକ ନୁହେଁ: ସୁପ୍ରିମକୋର୍ଟ

ଏହା କେବଳ ଏକ ପଦ, କୌଣସି ଅତିରିକ୍ତ ସୁବିଧା ନାହିଁ ନୂଆଦିଲ୍ଲୀ: ରାଜ୍ୟଗୁଡ଼ିକରେ ଡେପୁଟି ସିଏମ୍ ନିଯୁକ୍ତି ସମ୍ବିଧାନ ବିରୋଧୀ ନୁହେଁ ବୋଲି ସୋମବାର ସୁପ୍ରିମକୋର୍ଟ କହିଛନ୍ତି । ଏହା କେବଳ ବରିଷ୍ଠ ନେତାଙ୍କୁ...

ଦଙ୍ଗାର ନିର୍ବାଚନୀ ସଂଯୋଗ

୩୦ ବର୍ଷରେ ଦେଶର ରାଜନୀତିକୁ ବଦଳାଇ ଦେଲା ୭ ବଡ଼ ହିଂସା ୟୁପି-ଗୁଜରାଟ ଦଙ୍ଗାର ନାଭିକେନ୍ଦ୍ର ନୂଆଦିଲ୍ଲୀ: ଭାରତରେ ସାମ୍ପ୍ରଦାୟିକ ଉତ୍ତେଜନା ଏବଂ ନିର୍ବାଚନ ମଧ୍ୟରେ ସମ୍ପର୍କ ବର୍ଷ ବର୍ଷ ପୁରୁଣା। ଗତ...

ବିରୋଧୀ ଇଣ୍ଡି ମେଣ୍ଟରେ ଆସନ ବୁଝାମଣା କାହିଁକି ମୁଣ୍ଡବିନ୍ଧାର କାରଣ ପାଲଟିଛି ?

ନୂଆଦିଲ୍ଲୀ: ବିରୋଧୀଙ୍କ ଦୁଇ ଡଜନରୁ ଅଧିକ ଦଳ ଇଣ୍ଡି ମେଣ୍ଟ ନାମରେ ଏକତାର ବିଗୁଲକୁ ଜୋରସୋରରେ ଉଡ଼ାଇଥିଲେ ହେଁ ଲୋକସଭା ନିର୍ବାଚନ ପୂର୍ବରୁ ଏହା ଭାଙ୍ଗିଯିବାକୁ ବସିଛି। ବିଶେଷ କରି ବିହାର ମୁଖ୍ୟମନ୍ତ୍ରୀ...

ରାମଙ୍କ ନାମ ଓ ମୋଦିଙ୍କ କାମ, ବିଜେପିର ନିର୍ବାଚନ ଏଜେଣ୍ଡା ସ୍ପଷ୍ଟ

ନୂଆଦିଲ୍ଲୀ: ସପ୍ତଦଶ ଲୋକସଭା ଅଧିବେଶନର ଶେଷ ଦିନରେ ଶାସକ ବିଜେପି 'ରାମ କା ନାମ ଓ ମୋଦି କା କାମ' ଜରିଆରେ ଲୋକସଭା ନିର୍ବାଚନ ଲଢ଼ିବ ବୋଲି ସ୍ପଷ୍ଟ ହୋଇଛି। ଚଳିତ ଲୋକସଭାର...

ଲୋକସଭା ନିର୍ବାଚନ ପୂର୍ବରୁ ସାରାଦେଶରେ ଲାଗୁ ହେବ ସିଏଏ: ଅମିତ ଶାହା

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏକ ବଡ଼ ଘୋଷଣା କରିଛନ୍ତି। ନିର୍ବାଚନ ପୂର୍ବରୁ ସିଏଏକୁ ସମଗ୍ର ଦେଶରେ ଲାଗୁ କରାଯିବ ବୋଲି ଅମିତ ଶାହା...

Latest news

- Advertisement -spot_img