- Advertisement -spot_img

CATEGORY

Home

ଦକ୍ଷିଣ ଭାରତର ୫ ଟି ରାଜ୍ୟ, ୫୦ରୁ ଅଧିକ ଆସନ ଉପରେ ବିଜେପିର ନଜର

କ’ଣ ରହିଛି ମୋଦି-ଶାହାଙ୍କ ସ୍ୱତନ୍ତ୍ର ଯୋଜନା ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେପି ସେହିସବୁ ରାଜ୍ୟ ଉପରେ ନଜର ରଖିଛି, ଯେଉଁଠାରୁ ପୂର୍ବରୁ କୌଣସି ସଫଳତା ମିଳିନଥିଲା । ଭାରତର ୫ଟି ଦକ୍ଷିଣ...

ରାଜୀବ ଗାନ୍ଧିଙ୍କ ରେକର୍ଡ ଭାଙ୍ଗିବା ବିଜେପିର ସ୍ୱପ୍ନ, ୪୦ ବର୍ଷ ହେଲା କେହି ପହଞ୍ଚି ନାହାନ୍ତି

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ୪୦୦ରୁ ଅଧିକ ଆସନ ହାସଲ କରିବାକୁ ଲକ୍ଷ୍ୟ ରଖିଛି । ୪୦୦ରୁ ଅଧିକ ଲୋକସଭା ଆସନ ପାଇଁ କଠିନ ପରିଶ୍ରମ କରିବାକୁ...

କଂଗ୍ରେସର ‘ରାମ’ କେମିତି ବିଜେପି ପାଖକୁ ଆସିଲା ?

ରଥଯାତ୍ରାଠାରୁ ଆରମ୍ଭ କରି ଅଯୋଧ୍ୟାରେ ମନ୍ଦିର ନିର୍ମାଣ, ଜାଣନ୍ତୁ ସବୁକିଛି ନୂଆଦିଲ୍ଲୀ: ଅଯୋଧ୍ୟାରେ ନିର୍ମିତ ରାମ ମନ୍ଦିରରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ସମୟ ପାଖେଇ ଆସୁଥିବାବେଳେ ଏହାକୁ ନେଇ ରାଜନୈତିକ ଦଳଗୁଡ଼ିକ...

୧୯୮୬ରେ ରାଜୀବ ଗାନ୍ଧି ରାମ ମନ୍ଦିରର ତାଲା ଖୋଲିଥିଲେ, ପଢନ୍ତୁ କ’ଣ ରହିଛି ପୂରା କାହାଣୀ

ନୂଆଦିଲ୍ଲୀ: ଜାନୁଆରୀ ୨୨ ତାରିଖରେ ରାମ ମନ୍ଦିର ଉଦ୍‍ଘାଟନ ତାରିଖ ଧାର୍ଯ୍ୟ କରାଯାଇଛି । ଏହି ଉଦ୍‍ଘାଟନ ପୂର୍ବରୁ କଂଗ୍ରେସ ଓ ଭାରତୀୟ ଜନତା ପାର୍ଟି (ବିଜେପି) ମଧ୍ୟରେ ବାକ୍ ଯୁଦ୍ଧ ଲାଗି...

ରାଜଧାନୀର ବସ୍ତିମାନଙ୍କରେ ଶିଶୁ ଶ୍ରମିକଙ୍କ ପାଇଁ ସ୍କୁଲ ଖୋଲିବ

ଭୁବନେଶ୍ୱର: ରାଜ୍ୟର ସ୍କୁଲମାନଙ୍କରୁ ଅଧାରୁ ପାଠଛାଡ଼ିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି । ରାଜଧାନୀର ଏହି ପିଲାମାନେ ପାଠପଢ଼ିବା ପରିବେର୍ତ୍ତ ପରିବାର ଚଳାଇବା ପାଇଁ ଜରି ଗୋଟାଇବା ସହିତ ଭିକ୍ଷାବୃତ୍ତି କରୁଛନ୍ତି...

ଇଡି ଉପରେ ଆକ୍ରମଣ କରି ବାଂଲାଦେଶ ପଳାଇଲେ ଟିଏମସି ନେତା ଶାହାଜାହାନ ଶେଖ୍ ?

ଆଇବି ଓ ବିଏସଏଫର ସତର୍କ ସୂଚନା, ଲୁକ୍ ଆଉଟ୍ ନୋଟିସ୍ ମଧ୍ୟ ଜାରି ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ହୋଇଥିବା ରାସନ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶନିବାର ସକାଳେ ବନଗାଓଁ ପୌର ସଂସ୍ଥାର ପୂର୍ବତନ...

ନୀତୀଶ କୁମାର ଇଣ୍ଡି ମେଣ୍ଟରେ ନିଜର ଆଧିପତ୍ୟକୁ ମାନିବାକୁ ବାଧ୍ୟ କରିଛନ୍ତି

ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବଢ଼ୁଥିବା ବୟସ ଏବଂ ମାନସିକ ସ୍ଥିତିକୁ ନେଇ ଲୋକେ ଚିନ୍ତିତ ଅଛନ୍ତି । ଏଥିପାଇଁ ବିରୋଧୀମାନେ ତାଙ୍କୁ କଡ଼ା ସମାଲୋଚନା ମଧ୍ୟ କରୁଛନ୍ତି । କିନ୍ତୁ...

୨୦୨୪ରେ କାହାକୁ ମିଳିବ ବିଜେପି ଟିକେଟ, କେଉଁ ରାଜ୍ୟରେ ଚାଲିବ ମୋଦି-ଶାହଙ୍କ କଇଁଚି ?

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେପି ତା'ର କାର୍ଡ ଖୋଲିନାହିଁ । ବିଜେପି ଏଥର ୧୦ ପ୍ରତିଶତ ଭୋଟ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି । ଗତ ନିର୍ବାଚନରେ ବିଜେପି ୩୭.୩୬...

ସାମ୍ନାକୁ ଆସିଲା ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାର ପ୍ରକୃତ କାରଣ

ସତ କଥା କହିଲେ କଂଗ୍ରେସ ଅଧ୍ୟକ୍ଷ ଖଡ଼ଗେ ନୂଆଦିଲ୍ଲୀ: ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ବାହାରିବା ପଛର କାରଣ ସ୍ପଷ୍ଟ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ସରକାର...

ଟ୍ରାଫିକ୍ ଜାମରୁ ମୁକ୍ତି ପାଇବାକୁ କେନ୍ଦ୍ରର ‘ମାଷ୍ଟର ପ୍ଲାନ୍’

ନୂଆଦିଲ୍ଲୀ: ଦେଶର ଜନଗହଳିପୂର୍ଣ୍ଣ ସହରଗୁଡ଼ିକୁ ଟ୍ରାଫିକ୍ ଜାମ ସମସ୍ୟାରୁ ମୁକ୍ତ କରିବା ପାଇଁ କେନ୍ଦ୍ର ସଡ଼କ, ପରିବହନ ଓ ରାଜପଥ ମନ୍ତ୍ରାଳୟ ଏକ ଯୋଜନା ପ୍ରସ୍ତୁତ କରିଛି । ଏହା ଅଧୀନରେ ରାଜପଥ...

Latest news

- Advertisement -spot_img