- Advertisement -spot_img

CATEGORY

Home

ନୂଆ ବର୍ଷରେ ବନ୍ଦ ହେବ କି ନିର୍ବାଚନୀ ମାଗଣା ସଂସ୍କୃତି ?

ପଞ୍ଜାବ, ରାଜସ୍ଥାନ, ବିହାର, କେରଳ ଓ ପଶ୍ଚିମବଙ୍ଗର ଆର୍ଥିକ ସ୍ଥିତି ବେହାଲ ଝାଡ଼ଖଣ୍ଡ, କେରଳ, ଓଡ଼ିଶା, ତେଲେଙ୍ଗାନା ଓ ଉତ୍ତରପ୍ରଦେଶରେ ସବସିଡି ଖର୍ଚ୍ଚ ବୃଦ୍ଧି ଋଣରେ ପଞ୍ଜାବ ପ୍ରଥମ, ରାଜସ୍ଥାନ ଦ୍ୱିତୀୟ...

ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିରେ ଋତୁକାଳୀନ ନେତାଙ୍କ ପ୍ରବେଶ ସହଜ ହେବନାହିଁ

ନୂଆଦିଲ୍ଲୀ: ଆଉ କିଛିମାସ ପରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି । ଏହା ପୂର୍ବରୁ ଦଳଗୁଡ଼ିକରେ ପ୍ରବଳ ଉତ୍ତେଜନା ଦେଖାଦେବାର ସମ୍ଭାବନା ରହିଛି । ନିର୍ବାଚନ ଋତୁରେ ନେତାମାନେ ଅନେକ ସମୟରେ ଦଳ...

ନିର୍ବାଚନ ପୂର୍ବରୁ କମିଟି ଗଠନ କଲା ବିଜେପି, ଦଳକୁ ଫେରିବାକୁ ଅସନ୍ତୁଷ୍ଟ ନେତାଙ୍କ ସହ ଆଲୋଚନା କରିବ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପାଇଁ ବିଗୁଲ୍ ବାଜିଛି । କଂଗ୍ରେସ ମେଣ୍ଟର ବୈଠକ ପରେ ଆଜି ବିଜେପି ଲୋକସଭା ନିର୍ବାଚନ ପାଇଁ ରଣନୀତିକୁ ନେଇ ଏକ ବୈଠକ କରିଛି । ଏହି...

ଆସନ ବୁଝାମଣା ନେଇ ଫର୍ମୁଲା ପ୍ରସ୍ତୁତ ହେଉଥିବାବେଳେ କଂଗ୍ରେସ-ଆପ୍‌ର ବାକ୍ ଯୁଦ୍ଧ

ନୂଆଦିଲ୍ଲୀ: ବିରୋଧୀ ଇଣ୍ଡି ମେଣ୍ଟରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି । ଗୋଟିଏ ପଟେ ଆସନ ବଣ୍ଟନ ଫର୍ମୁଲା ବାହାର କରାଯାଉଥିବାବେଳେ ଅନ୍ୟପକ୍ଷରେ ମେଣ୍ଟର ସହଯୋଗୀ ଦଳଗୁଡ଼ିକ ପରସ୍ପର ସହ ତୀବ୍ର...

ଆଜିର ଦିନରେ ଆରମ୍ଭ ହୋଇଥିଲା ଭାରତ ରତ୍ନ ପୁରସ୍କାର, କିପରି ଦିଆଯାଉଛି ଏହି ସମ୍ମାନ

ନୂଆଦିଲ୍ଲୀ: ୧୯୫୪ ମସିହା ଜାନୁଆରୀ ୨ ତାରିଖ ଆଜିର ଦିନରେ ଭାରତର ପ୍ରଥମ ରାଷ୍ଟ୍ରପତି ଡ. ରାଜେନ୍ଦ୍ର ପ୍ରସାଦ ଭାରତ ରତ୍ନ ପ୍ରତିଷ୍ଠା କରିଥିଲେ । ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ହେଉଛି...

ପ୍ରେସ୍‌ ରେଜିଷ୍ଟ୍ରେସନ ବିଲ ପ୍ରକୃତରେ ଗଣମାଧ୍ୟମକୁ ‘ସ୍ୱାଧୀନ’ କରିବ କି ?

ଏହି ଆଇନଦ୍ୱାରା ସମ୍ବାଦ କ୍ଷେତ୍ରରେ କ'ଣ ପରିବର୍ତ୍ତନ ହେବ ନୂଆଦିଲ୍ଲୀ: ଭାରତର ସ୍ୱାଧୀନତା ଆନ୍ଦୋଳନରେ ପ୍ରେସର କେତେ ବଡ଼ ଭୂମିକା ରହିଛି ତାହା ଆମେ ସମସ୍ତେ ଜାଣୁ । ସ୍ୱାଧୀନତା ପରଠାରୁ ଅଧିକାଂଶ ଚିନ୍ତାଧାରାର...

୨୦୨୪ରେ ସୁପ୍ରିମକୋର୍ଟରେ ବିଚାରାଧୀନ ୧୧ଟି ମାମଲାର ଶୁଣାଣି ହେବ !

ଦେଶର ଦିଗକୁ ପ୍ରଭାବିତ କରିବ ଏହି ମାମଲା ଏଗୁଡ଼ିକ ମଧ୍ୟରେ ରହିଛି ଜ୍ଞାନବାପି, ନିର୍ବାଚନରେ ମାଗଣା ମାମଲା ନୂଆଦିଲ୍ଲୀ: ୨୦୨୪ରେ ଏଭଳି ୧୧ଟି ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି ଓ ନିଷ୍ପତ୍ତି ସୁପ୍ରିମକୋର୍ଟରେ ହେବାର...

ଅଯୋଧ୍ୟାର ନିଷ୍ପତ୍ତି, ଧାରା- ୩୭୦, ସମଲିଙ୍ଗୀ ବିବାହ ପ୍ରସଙ୍ଗରେ କ’ଣ କହିଲେ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼

ନୂଆଦିଲ୍ଲୀ: ସଂଘର୍ଷର ଦୀର୍ଘ ଇତିହାସ ଏବଂ ବିଭିନ୍ନ ଦୃଷ୍ଟିକୋଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଅଯୋଧ୍ୟା ମାମଲାରେ ସହମତିରେ ରାୟ ଦେବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ କହିଛନ୍ତି...

ହିଟ୍ ଆଣ୍ଡ ରନ୍ ମାମଲା ନୂଆ ଆଇନରେ କ’ଣ ଅଛି ଯାହା ଡ୍ରାଇଭରଙ୍କ ହୋସ ଉଡ଼ାଇ ଦେଇଛି ?

ନୂଆଦିଲ୍ଲୀ: ୟୁପି, ବିହାର, ମଧ୍ୟପ୍ରଦେଶ, ରାଜସ୍ଥାନ, ଗୁଜରାଟ. ସବୁ ରାଜ୍ୟର ଟ୍ରକ୍ ଡ୍ରାଇଭର ଓ ଟ୍ରାନ୍ସପୋର୍ଟ ଅପରେଟରମାନେ ଆନ୍ଦୋଳନ ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି । ଏହାର କାରଣ ହେଉଛି 'ହିଟ୍ ଆଣ୍ଡ ରନ୍'...

ରାଜନୀତିର ଖେଳ ଦିଲ୍ଲୀରୁ ଆମେରିକା ପର୍ଯ୍ୟନ୍ତ, ୨୦୨୪ରେ ଦୁନିଆକୁ ଏହି ପ୍ରଶ୍ନର ଉତ୍ତର ଦରକାର

ନୂଆଦିଲ୍ଲୀ: ୨୦୨୪ ବର୍ଷ ଆରମ୍ଭ ହୋଇଛି । ୨୦୨୩କୁ ସମଗ୍ର ଦେଶରେ ଉତ୍ସବ ପାଳନ ସହ ବିଦାୟ ଦିଆଯାଇଛି । ନୂଆ ବର୍ଷ ବହୁତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି । ଚଳିତ ବର୍ଷ...

Latest news

- Advertisement -spot_img