- Advertisement -spot_img

CATEGORY

Home

ଭାରତର ଶତ୍ରୁମାନଙ୍କୁ ଠିକ୍ ଭାବେ ଟାର୍ଗେଟ କରୁଛି ଏନଆଇଏ, ୨୦୨୩ର ତଥ୍ୟ ଚମତ୍କାର

ନୂଆଦିଲ୍ଲୀ: ୨୦୨୩ମସିହାରେ ଦେଶର ଶତ୍ରୁମାନଙ୍କ ବିରୋଧରେ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନ୍ଆଇଏ) ବଡ଼ କାମ କରିଛି । କେନ୍ଦ୍ରୀୟ ଏଜେନ୍ସି ଆତଙ୍କବାଦୀ, ଗ୍ୟାଙ୍ଗଷ୍ଟର, ଡ୍ରଗ୍ସ ଚୋରା ଚାଲାଣକାରୀ, ମାନବ ଚାଲାଣକାରୀ ଏବଂ ଜାତୀୟ...

ନ୍ୟାୟଯାତ୍ରାରୁ ୨୦୨୪ ଲଢ଼େଇ ପାଇଁ ବିଜୟ ସଞ୍ଜୀବନୀ ଖୋଜିବ କଂଗ୍ରେସ

କଂଗ୍ରେସ ପାଇଁ ୨୦୨୪ରେ କ୍ଷମତା ଚୂଡ଼ାନ୍ତ ହେବା ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ  ଦୀର୍ଘ ୧୦ ବର୍ଷ ଧରି କେନ୍ଦ୍ରରେ କ୍ଷମତାରୁ ଦୂରେଇ ରହିଥିବା ଏହି ପୁରାତନ ଦଳ ଏବେ ସବୁଠାରୁ...

‘ରାହୁଲ ଗାନ୍ଧି ଜଣେ ସାଧାରଣ ସାଂସଦ, ତାଙ୍କୁ ଅଧିକ ଧ୍ୟାନ ଦିଅନ୍ତୁ ନାହିଁ’

କଂଗ୍ରେସର ପୂର୍ବତନ ସାଂସଦ ଲକ୍ଷ୍ମଣ ସିଂହଙ୍କ ଆଶ୍ଚର୍ଯ୍ୟଜନକ ବୟାନ ନୂଆଦିଲ୍ଲୀ: ରାହୁଲ ଗାନ୍ଧୀ ଜଣେ ସାଧାରଣ ଦଳୀୟ କର୍ମୀ ଓ ସାଂସଦ ଏବଂ ତାଙ୍କୁ ଅଧିକ ଗୁରୁତ୍ୱ ଦିଆଯିବା ଉଚିତ ନୁହେଁ ବୋଲି କଂଗ୍ରେସର...

ଇଣ୍ଡି ମେଣ୍ଟରେ ଆସନ ବଣ୍ଟନକୁ ନେଇ ଘମାସନ ଆରମ୍ଭ

ଆସନ ବୁଝାମଣା ପୂର୍ବରୁ ଯେଉଁ ସ୍ଥିତି ଦେଖାଯାଉଛି, ନିର୍ବାଚନ ଆସିବାବେଳକୁ ଇଣ୍ଡି ମେଣ୍ଟ ଭାଙ୍ଗିବ ନାହିଁ ବୋଲି କହି ହେବ ନାହିଁ ନୂଆଦିଲ୍ଲୀ: ସ୍ୱାଧୀନତା ପରେ ଦୀର୍ଘଦିନ ଧରି ଏକଦଳୀୟ ଶାସନ ପରେ ଦେଶରେ...

ଏଥର ବିଜେପି କେତେ ଆସନ ପାଇବ ?

୨୦୨୪ ଲୋକସଭା ନିର୍ବାଚନରେ ବଡ଼ ପ୍ରଶ୍ନ କାହିଁକି ? ନୂଆଦିଲ୍ଲୀ: ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନରେ ନରେନ୍ଦ୍ର ମୋଦି ଫେରିବେ କି ନାହିଁ ତାହା ନୁହେଁ ବରଂ ଧମାକାଦାରଭାବେ ଫେରିବେ କି ନାହିଁ...

ନୂଆ ବର୍ଷରେ ଆସିବ କି କରୋନା ଲହର ?

ବିଶ୍ୱର ୪୦ଟି ଦେଶରେ ବ୍ୟାପୁଛି ଜେଏନ୍-୧ ଭାରିଏଣ୍ଟ ଦ୍ରୁତ ଗତିରେ ବଢ଼ୁଥିବା ସଂକ୍ରମଣକୁ ନେଇ ଲୋକଙ୍କ ମଧ୍ୟରେ ଭୟ ନୂଆଦିଲ୍ଲୀ: ଭାରତ ସମେତ ସମଗ୍ର ବିଶ୍ୱରେ କରୋନା ଭାଇରସର ନୂଆ ଓମିକ୍ରୋନ ସବ୍ ଭାରିଆଣ୍ଟ ଜେଏନ-୧ର...

ଆସନ ବଣ୍ଟନକୁ ନେଇ ଏହି ତିନି ଦଳଙ୍କ ଯୋଗୁ କଂଗ୍ରେସ ଚିନ୍ତାରେ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନକୁ ଆଉ ମାତ୍ର କିଛିମାସ ବାକି ରହିଛି । ବିରୋଧୀ ଇଣ୍ଡି ମେଣ୍ଟ ମଧ୍ୟ ମୋଦି ସରକାରଙ୍କୁ ଟକ୍କର ଦେବା ପାଇଁ ପୂରା ପ୍ରୟାସ ଚଳାଇଛି । ସମସ୍ତ...

ବୈବାହିକ ଦୁଷ୍କର୍ମ ଅପରାଧ ଶ୍ରେଣୀରେ ଆସିବ କି ?

୬ଟି ହାଇକୋର୍ଟର ଭିନ୍ନ ରାୟ, ଏବେ ଶୁଣାଣି କରିବେ ସୁପ୍ରିମକୋର୍ଟ ନୂଆଦିଲ୍ଲୀ: ବୈବାହିକ ଦୁଷ୍କର୍ମ ମାମଲାରେ ବିଭିନ୍ନ ହାଇକୋର୍ଟ ଭିନ୍ନ ଭିନ୍ନ ରାୟ ଦେଇଛନ୍ତି । ଏହି ମାମଲା ଏବେ ସୁପ୍ରିମକୋର୍ଟରେ ବିଚାରଧିନ...

ଲୋକସଭା ନିର୍ବାଚନରେ ୨୯୧ ଆସନରେ ଏକାକୀ ଲଢ଼ିବ କଂଗ୍ରେସ

୯ଟି ରାଜ୍ୟରୁ ୮୫ଟି ଆସନ ମାଗିବ କ୍ରଂଗ୍ରେସ ଜାନୁଆରୀ ୧୪ ପୂର୍ବରୁ ଆସନ ବୁଝାମଣା ସମ୍ଭବ ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ଇଣ୍ଡି ମେଣ୍ଟରେ ଆସନ ବୁଝାମଣା ପୂର୍ବରୁ ଶୁକ୍ରବାର-ଶନିବାର (ଡିସେମ୍ବର ୨୯-୩୦)...

ରାହୁଲଙ୍କ ନ୍ୟାୟ ଯାତ୍ରା କେତେ ଗୁରୁତ୍ୱପୂର୍ଣ୍ଣ: ପ୍ରତି ତୃତୀୟ ଆସନରେ କଂଗ୍ରେସ-ବିଜେପି ମଧ୍ୟରେ ସିଧାସଳଖ ମୁକାବିଲା

ନୂଆଦିଲ୍ଲୀ: ଭାରତ ଯୋଡ଼ୋ ଯାତ୍ରା ପରେ ରାହୁଲ ଗାନ୍ଧି ୧୪ ଜାନୁଆରୀ ୨୦୨୪ରେ ମଣିପୁରରୁ 'ଭାରତ ନ୍ୟାୟ ଯାତ୍ରା'ର ଶୁଭାରମ୍ଭ କରୁଛନ୍ତି । ଏହି ଯାତ୍ରାରେ ରାହୁଲ ଗାନ୍ଧି ୬୭ ଦିନରେ ୬୨୦୦...

Latest news

- Advertisement -spot_img