- Advertisement -spot_img

CATEGORY

Home

ନୂଆବର୍ଷ@ ୨୦୨୪: ସୁପ୍ରିମକୋର୍ଟଙ୍କ ରାୟରେ ଏହି ୫ଟି ବଡ଼ ମାମଲାରେ ଆସିବ ଐତିହାସିକ ନିଷ୍ପତ୍ତି

ନୂଆଦିଲ୍ଲୀ: ୨୦୨୩ରେ ସୁପ୍ରିମକୋର୍ଟ ଅନେକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି, ଯାହା ରାଜନୈତିକ ଓ ସାମାଜିକ ସ୍ତରରେ ସୁଦୂରପ୍ରସାରୀ ପ୍ରଭାବ ପକାଇବ । ସେପଟେ ଆଗାମୀ ନୂଆବର୍ଷ ୨୦୨୪ରେ ସୁପ୍ରିମକୋର୍ଟରେ ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲାର...

ସୁପ୍ରିମକୋର୍ଟ ଚଳିତବର୍ଷ ୫୨ ହଜାର ମାମଲାର ସମାଧାନ କରିଥିଲେ ହେଁ ବର୍ଷ ବର୍ଷ ଧରି ବିଚାରାଧୀନ ମାମଲା ଏବେବି ବଡ଼ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ କରୁଥିବା ଧାରା-୩୭୦ ଉଚ୍ଛେଦ ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଅନୁମୋଦନ କରିବା ଏବଂ ସମଲିଙ୍ଗୀ ବିବାହକୁ ବୈଧତା ଦେବାକୁ ମନା କରିବା ସମେତ ୨୦୨୩ରେ ସୁପ୍ରିମକୋର୍ଟ...

କାଶ୍ମୀରରେ ଆତଙ୍କବାଦୀ ଘଟଣା କମିଛି କିନ୍ତୁ ଯବାନଙ୍କ ବଳିଦାନ ଥମିନାହିଁ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲ୍ଲାରେ ଆତଙ୍କବାଦୀଙ୍କ ଗୁଳିରେ ୪ ଜଣ ଯବାନ ସହିଦ ହୋଇଛନ୍ତି । ଗୁରୁବାର ଆତଙ୍କବାଦୀମାନେ ସେନାର ଦୁଇଟି ଗାଡ଼ି ଉପରକୁ ଆକ୍ରମଣ କରି ୩ ଜଣ ଯବାନଙ୍କୁ ଆହତ...

ଜାତିଗତ ସର୍ଭେକୁ ନେଇ ସନ୍ତୁଳିତ ଆଭିମୁଖ୍ୟ ଦେଖାଇବ ଆରଏସଏସ, ମାର୍ଚ୍ଚରେ ଆସିପାରେ ପ୍ରସ୍ତାବ

ନୂଆଦିଲ୍ଲୀ: ଜାତିଗତ ସର୍ବେକ୍ଷଣକୁ ବିରୋଧ କରିବାର କିଛିଦିନ ପରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ଗୁରୁବାର କହିଛି ଯେ ସମାଜର ସାମଗ୍ରିକ ବିକାଶ ପାଇଁ ଏଭଳି ପଦକ୍ଷେପକୁ ବ୍ୟବହାର କରାଯିବା ଉଚିତ ।...

କରୋନା : ଗୋଟିଏ ଦିନରେ ୬ ଜଣଙ୍କ ମୃତ୍ୟୁ

ବୁଷ୍ଟର ଟିକା ନେବାର ସମୟ ଆସିଲା କି ? ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) ପ୍ରାୟ ୭ ମାସ ତଳେ କୋଭିଡ୍-୧୯ ପାଇଁ ଜନସ୍ୱାସ୍ଥ୍ୟ ପରାମର୍ଶ ପ୍ରତ୍ୟାହାର କରିନେଇଥିଲେ ମଧ୍ୟ ଭୂତାଣୁ ଚାଲିଯିବାର...

ଇଣ୍ଡି ମେଣ୍ଟର କିଏ କେଉଁଠୁ ଲଢ଼ିବ

ୟୁପି ସମେତ ୫ଟି ବଡ଼ ରାଜ୍ୟରେ କଂଗ୍ରେସକୁ ୫୦ଟି ଆସନ ମିଳିବା କଷ୍ଟକର ମେଣ୍ଟରୁ ବାହାରିବେ ପିଡିପି ଓ ସିପିଏମ ନୂଆଦିଲ୍ଲୀ: ଭାରତୀୟ ମେଣ୍ଟ ୨୮ଟି ଦଳ ମଧ୍ୟରେ ଆସନ ବୁଝାମଣା ପାଇଁ...

୨୦୨୪ ପୂର୍ବରୁ ଉପରାଷ୍ଟ୍ରପତିଙ୍କ ନକଲ କରି ଇଣ୍ଡି ମେଣ୍ଟର ସେଲ୍ଫ ଗୋଲ୍ !

ନୂଆଦିଲ୍ଲୀ: ଉପରାଷ୍ଟ୍ରପତିଙ୍କ ମିମିକ୍ରିକୁ ଯୋଗୁ ସୃଷ୍ଟି ହୋଇଥିବା ବିବାଦକୁ ନେଇ ବିରୋଧୀ ଇଣ୍ଡି ମେଣ୍ଟ ପାଇଁ ସମସ୍ୟା ସୃଷ୍ଟି ହୋଇଛି । ସଂସଦର ସୁରକ୍ଷା ଉଲ୍ଲଂଘନ ପ୍ରସଙ୍ଗ ବିରୋଧୀଙ୍କ ପାଇଁ ଏକ ବଡ଼...

ନିର୍ବାଚନ କମିଶନର ଚୟନରେ ଆଉ ସାମିଲ ହେବେନି ପ୍ରଧାନ ବିଚାରପତି, ଲୋକସଭାରେ ପାରିତ ହେଲା ବିଲ୍

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଓ ନିର୍ବାଚନ କମିଶନରଙ୍କ ନିଯୁକ୍ତି ଓ ସେବା ସର୍ତ୍ତାବଳୀକୁ ନିୟନ୍ତ୍ରଣ କରିବା ପାଇଁ ଏକ ବିଲ୍ ଗୁରୁବାର ଲୋକସଭାରେ ପାରିତ ହୋଇଛି । ଗତ ଡିସେମ୍ବର...

ସଂସଦରେ ପାରିତ ହେଲା ୩ଟି ଫୌଜଦାରୀ ଆଇନ ବିଲ୍

ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିବାମାତ୍ରେ ଆଇନ ପରିଣତ ହେବ ନୂଆଦିଲ୍ଲୀ : ଗୁରୁବାର ରାଜ୍ୟସଭାରେ ତିନିଟି ଫୌଜଦାରୀ ଆଇନ ବିଲ୍ - ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନ୍ୟାୟ ସୁରକ୍ଷା କୋଡ୍ ଏବଂ ଭାରତୀୟ ପ୍ରମାଣ...

ସଂସଦର ସୁରକ୍ଷାରେ ସିଆଇଏସଏଫ ମଧ୍ୟ ମୁତୟନ ହେବେ

ସୁରକ୍ଷା ତ୍ରୁଟି ଅଭିଯୋଗରେ କର୍ଣ୍ଣାଟକର ପୂର୍ବତନ ଡିଏସପିଙ୍କ ପୁଅ ଗିରଫ ଏବେ ଆଉ ଦୁଇଜଣଙ୍କୁ ପଚରାଉଚରା ନୂଆଦିଲ୍ଲୀ: ସଂସଦ ଭବନର ସୁରକ୍ଷା ପାଇଁ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସଏଫ) ମଧ୍ୟ ମୁତୟନ...

Latest news

- Advertisement -spot_img