- Advertisement -spot_img

CATEGORY

Home

ବିଶ୍ୱର ୪୦ଟି ଦେଶରେ ବ୍ୟାପିଲା କରୋନାର ଜେଏନ୍-୧ ଭାରିଆଣ୍ଟ

ଭାରତରେ ୨୧ ମାମଲା ଡବ୍ଲ୍ୟୁଏଚ୍ଓ କହିଲା- ଏହା ବିପଦ ନୁହେଁ, ବରଂ ଭିଡ଼ରେ ମାସ୍କ ପିନ୍ଧନ୍ତୁ ନୂଆଦିଲ୍ଲୀ: କରୋନାର ନୂଆ ସବ୍ ଭାରିଆଣ୍ଟ ଜେଏନ-୧ ବିଶ୍ୱର ୪୦ଟି ଦେଶକୁ ବ୍ୟାପିଛି । ଭାରତରେ...

୪ ବର୍ଷରୁ କମ୍ ପିଲାଙ୍କ ପାଇଁ ଆଣ୍ଟି କୋଲ୍ଡ ଡ୍ରଗ୍ସ ବ୍ୟବହାର ଉପରେ କଟକଣା ଲଗାଇଲା ଭାରତ

ନୂଆଦିଲ୍ଲୀ: ଭାରତର ଔଷଧ ନିୟାମକ ସଂସ୍ଥା ୪ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ଆଣ୍ଟି କୋଲ୍ଡ ଔଷଧ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛି ଏବଂ ସେହି ଅନୁଯାୟୀ ଔଷଧକୁ ଲେବଲ୍ କରାଯିବା...

୧୪୩ ସାଂସଦଙ୍କୁ ନିଲମ୍ବନ ପ୍ରସଙ୍ଗରେ ସଂସଦରୁ ପ୍ଲାକାର୍ଡ ଧରି ଶୋଭାଯାତ୍ରା କଲେ ବିରୋଧୀ ସାଂସଦ

ନୂଆଦିଲ୍ଲୀ: ଚଳିତ ସପ୍ତାହରେ ୧୪୩ ଜଣ ସାଂସଦଙ୍କୁ ନିଲମ୍ବନ କରାଯିବା ପ୍ରତିବାଦରେ ଗୁରୁବାର ସଂସଦ ଭବନରୁ ଦିଲ୍ଲୀର ବିଜୟ ଛକ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରାରେ ବିରୋଧୀ ସାଂସଦମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଡିସେମ୍ବର ୧୩...

ମାର୍ଚ୍ଚରୁ ଟୋଲ ଟିକସ ଆଦାୟ ଉପରେ ଆସିବ ଜିପିଏସ୍ ବ୍ୟବସ୍ଥା

ନୂଆଦିଲ୍ଲୀ: ସବୁକିଛି ଠିକ୍ ଠାକ୍ ରହିଲେ ଆସନ୍ତା ବର୍ଷ ମାର୍ଚ୍ଚ ମାସରୁ ଟୋଲ ପ୍ଲାଜାରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିବ । ଟୋଲ ଦେବାରେ ଆପଣ ଲମ୍ବା ଲାଇନରୁ ମୁକ୍ତି ପାଇପାରିବେ ।...

ନୀତୀଶଙ୍କ ଯୋଜନାରେ ଲାଲୁ ପାଣି ପକାଇଦେଲ ? ଇଣ୍ଡି ମେଣ୍ଟ ବୈଠକର ଭିତରି କଥା

ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିରୋଧୀ ଇଣ୍ଡି ମେଣ୍ଟରେ ଲଜ୍ଜିତ ହେବା ପରେ ଏବେ କୌଣସି ଉପାୟ ଖୋଜି ପାଉନାହାନ୍ତି । ତାଙ୍କର କୌଣସି ଯୋଜନା କାମରେ ଆସିନଥିଲା । ବୈଠକରେ...

ବଦଳିଲା ନିୟମ: ଫୋନ୍ ବିଲ୍ ପୈଠ ନ କଲେ ଜେଲ୍ ଦଣ୍ଡ

ଭୁବନେଶ୍ୱର: ପୋଷ୍ଟପେଡ୍ ଫୋନ୍‍ ବିଲ୍ ପୈଠରେ ବିଳମ୍ବ ହେଲେ ଆପଣଙ୍କୁ ଜେଲ୍ ହୋଇପାରେ । ଏହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯାଉଥିବେ, କିନ୍ତୁ ଏହା ସତ ଯେ ବର୍ତ୍ତମାନ ଆପଣଙ୍କୁ ଏପରି କରି...

ତାରିଖ ପରେ ତାରିଖକୁ ଅପେକ୍ଷାର ଅନ୍ତ ଘଟିବ: କ’ଣ ରହିଛି ଅପରାଧ ସମ୍ବନ୍ଧୀୟ ତିନୋଟି ବିଲ୍ ?

ନୂଆଦିଲ୍ଲୀ: ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ପ୍ରତିରକ୍ଷା ସଂହିତା ଏବଂ ଭାରତୀୟ ପ୍ରମାଣ ବିଲ୍-୨୦୨୩ ଲୋକସଭାରେ ପାରିତ ହୋଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ତିନିଟି ଅପରାଧିକ...

କେରଳରେ ମିଳିଥିବା କରୋନାର ଜେଏନ୍-୧ ଭାରିଆଣ୍ଟ କେତେ ବିପଦପୂର୍ଣ୍ଣ ?

ନୂଆଦିଲ୍ଲୀ: କରୋନା ଭୂତାଣୁର ନୂଆ ସବ୍ ଭାରିଆଣ୍ଟ ଜେଏନ୍-୧ ସାମ୍ନାକୁ ଆସିବା ପରେ ଲୋକଙ୍କ ଚିନ୍ତା ବଢ଼ିଯାଇଛି । କେରଳରେ ଏହାର ସକ୍ରିୟ ମାମଲା ସାମ୍ନାକୁ ଆସିଛି । ସେହିପରି କେରଳରେ ସୋମବାର...

ଟେଲିକମ ବିଲ ୨୦୨୩ ମାଧ୍ୟମରେ ସରକାର ଜରୁରୀକାଳୀନ ପରିସ୍ଥିତିରେ ମୋବାଇଲ ନେଟୱାର୍କକୁ ଦଖଲ କରିପାରିବେ

ନୂଆଦିଲ୍ଲୀ: ୧୩୮ ବର୍ଷ ପୁରୁଣା ଇଣ୍ଡିଆନ୍ ଟେଲିଗ୍ରାଫ୍ ଆକ୍ଟକୁ ବଦଳାଇବା ପାଇଁ ସରକାର ସୋମବାର ଲୋକସଭାରେ ଟେଲିକମ ବିଲ-୨୦୨୩ ଉପସ୍ଥାପନ କରିଛନ୍ତି । ଏଥିରେ ବ୍ୟବସ୍ଥା ରହିଛି ଯେ ଜାତୀୟ ନିରାପତ୍ତା ଅର୍ଥାତ୍...

୭୮ ସାଂସଦଙ୍କୁ ନିଲମ୍ବନ ନେଇ ସଂସଦରେ ବିରୋଧୀଙ୍କ ହଙ୍ଗାମା: ‘ମୋଦିସାହି ମୁର୍ଦାବାଦ’ ସ୍ଲୋଗାନ

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନର ଦ୍ୱାଦଶ ଦିନରେ ୭୮ ଜଣ ସାଂସଦଙ୍କୁ ନିଲମ୍ବନକୁ ନେଇ ଉଭୟ ଗୃହରେ ବିରୋଧୀ ସଦସ୍ୟମାନେ ହଙ୍ଗାମା ଚଳାଇଛନ୍ତି । ଏହା ପୂର୍ବରୁ ସଂସଦ ଭବନ ପରିସରରେ ଥିବା...

Latest news

- Advertisement -spot_img