- Advertisement -spot_img

CATEGORY

Home

ସୁରକ୍ଷା ଉଲ୍ଲଂଘନକୁ ନିନ୍ଦା କରାଯିବା ଉଚିତ, କିନ୍ତୁ କିଛିଦଳ ଏହାକୁ ସମର୍ଥନ କରୁଛନ୍ତି: ମୋଦୀ

ନୂଆଦିଲ୍ଲୀ: ସଂସଦ ପାଠାଗାର ପରିସରରେ ଭାରତୀୟ ଜନତା ପାର୍ଟି (ବିଜେପି) ସଂସଦୀୟ ଦଳ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ...

ଜ୍ଞାନବାପି ମସଜିଦ ମାମଲାରେ ମୁସଲମାନ ପକ୍ଷକୁ ବଡ଼ ଝଟକା

ଆହ୍ଲାବାଦ ହାଇକୋର୍ଟ ଖାରଜ କଲେ ୫ଟି ଆବେଦନ ୬ ମାସ ମଧ୍ୟରେ ଶୁଣାଣି ପାଇଁ ନିର୍ଦ୍ଦେଶ ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବାରଣାସୀରେ ଥିବା ଜ୍ଞାନବାପି ମସଜିଦ ମାମଲା ଏବେବି ଚର୍ଚ୍ଚାର ବିଷୟ ପାଲଟିଛି ।...

କଂଗ୍ରେସ ପାଖରେ ଦୁଇଟି ଆସନ ରହିଛି: ମମତା

ଦିଲ୍ଲୀରେ ଇଣ୍ଡି ମେଣ୍ଟ ବୈଠକ ପୂର୍ବରୁ କଂଗ୍ରେସ ଉପରେ ବୟାନ ଦେଲେ ଦିଦି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମଧ୍ୟ ଭେଟିବେ ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଇଣ୍ଡି ମେଣ୍ଟର ବୈଠକରେ ଯୋଗ ଦେବା...

ହ୍ଵାଟ୍ସଆପ୍ କଲ୍ କରିବା ପାଇଁ ଟଙ୍କା ଦେବାକୁ ପଡ଼ିବ କି ?

ଜିଓ ସରକାରଙ୍କ ନିକଟରେ ଅଭିଯୋଗ କରିଥିଲା ନୂଆଦିଲ୍ଲୀ: ଶୀତ କାଳୀନ ଅଧିବେଶନରେ ଭାରତ ସରକାର ଟେଲିକମ୍ୟୁନିକେସନ୍ ବିଲ-୨୦୨୩ ଆଗତ କରିଛନ୍ତି । ଏଥିରେ ଅନେକ ବଡ଼ ପରିବର୍ତ୍ତନ ହୋଇଛି । ସେହିପରି ନେଟଫ୍ଲିକ୍ସ ଓ...

ଶୀତ ଅଧିବେଶନ :  ୯୨ ବିରୋଧୀ ସାଂସଦ ନିଲମ୍ବିତ

ଆସନ୍ତାକାଲି ଇଣ୍ଡିମେଣ୍ଟ ବୈଠକରେ କ'ଣ ରହିବ ରଣନୀତି ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନରେ ବାଧା ସୃଷ୍ଟି କରିଥିବାରୁ ଆଜି ୭୮ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଛି । ଏହି ୭୮ ଜଣ ସାଂସଦଙ୍କୁ ଶୀତକାଳୀନ ଅଧିବେଶନର...

ବିଜେପିର ତିନି ନୂଆ ମୁଖ୍ୟମନ୍ତ୍ରୀ ଏବିଭିପିର

ଆରଏସଏସର ଛାତ୍ର ସଂଗଠନରୁ ବଡ଼ ନେତାଙ୍କ ତାଲିକା ଆଶ୍ଚର୍ଯ୍ୟ କରିଦେବ ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଘୋଷଣା ହେବାର କିଛିଦିନ ପୂର୍ବରୁ ମୋହନ ଯାଦବ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପ୍ରତିଷ୍ଠା ଦିବସର ୭୫ତମ...

କଂଗ୍ରେସର ଅଧୀର ରଞ୍ଜନଙ୍କ ସମେତ ୩୧ ବିରୋଧୀ ସାଂସଦ ଲୋକସଭାରୁ ନିଲମ୍ବିତ

ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ସାଂସଦମାନେ ହଙ୍ଗାମା କରିବା ପରେ ଲୋକସଭାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ୩୧ ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଛି । ବିରୋଧୀ ସାଂସଦଙ୍କ ପ୍ଲାକାର୍ଡ ଦେଖାଇବା ପାଇଁ...

ଏଏସଆଇ ପକ୍ଷରୁ ୨୫୦ଟି ଅବଶେଷ ସହିତ ୧୫୦୦ ପୃଷ୍ଠାର ରିପୋର୍ଟ ବିଚାରପତିଙ୍କୁ ହସ୍ତାନ୍ତର

ନୂଆଦିଲ୍ଲୀ: ଜ୍ଞାନବାପି ମାମଲାରେ ଏଏସଆଇର ଅତିରିକ୍ତ ନିର୍ଦ୍ଦେଶକ ବାରଣାସୀର ଜିଲ୍ଲା ଜଜଙ୍କୁ ସିଲ୍ ରିପୋର୍ଟ ପ୍ରଦାନ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଏହି ରିପୋର୍ଟ ୧୫୦୦ରୁ ଅଧିକ ପୃଷ୍ଠାର ରହିଛି ।...

କରୋନାର ନୂଆ ଜେଏନ୍.୧ ଭାରିଏଣ୍ଟକୁ ନେଇ ସାରାବିଶ୍ୱ ଆତଙ୍କିତ

କେରଳରେ ରୋଗୀ ଚିହ୍ନଟ ନୂଆ ଲହର ଆସିବ କି ? ୫ଟି ବଡ଼ ଅପଡେଟ ନୂଆଦିଲ୍ଲୀ: କୋଭିଡ୍-୧୯ର ନୂଆ ଭାରିଏଣ୍ଟ ସାରା ବିଶ୍ୱର ବୈଜ୍ଞାନିକଙ୍କ ଚିନ୍ତା ବଢ଼ାଇ ଦେଇଛି । କରୋନାର ଜେଏନ୍-୧...

ଇଣ୍ଡି ମେଣ୍ଟ ବୈଠକ ପରେ ଡିସେମ୍ବର ୨୧ରେ ବସିବ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତିକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ କଂଗ୍ରେସର ସର୍ବୋଚ୍ଚ ନିଷ୍ପତ୍ତି ଗ୍ରହଣକାରୀ ସଂସ୍ଥା କଂଗ୍ରେସ କାର୍ଯ୍ୟକାରିଣୀ କମିଟି (ସିଡବ୍ଲ୍ୟୁସି) ଡିସେମ୍ବର ୨୧ରେ ଏକ ବୈଠକ ଡାକିଛି । ଇଣ୍ଡି...

Latest news

- Advertisement -spot_img