- Advertisement -spot_img

CATEGORY

Home

୨୦୨୪ ଲଢ଼େଇ ପୂର୍ବରୁ ବିଜେପିର ‘ଶକ୍ତି’ କିପରି ବଢ଼ାଇବ ରାମ ମନ୍ଦିର

ନୂଆଦିଲ୍ଲୀ: ଆସନ୍ତା ମାସ ୨୨ ତାରିଖରେ ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରରେ ରାମଙ୍କୁ ପ୍ରତିଷ୍ଠା କରାଯିବ । ଏହାର ପ୍ରସ୍ତୁତି ଜୋରସୋରରେ ଚାଲିଛି । ନିର୍ବାଚନ ବର୍ଷରେ ରାମ ମନ୍ଦିର ନିର୍ମାଣ ରାଜନୀତିରେ...

ଇଣ୍ଡି ମେଣ୍ଟରୁ ଓହରିଯାଉଛି କି ଆପ୍ ?

କେଜ୍ରିୱାଲଙ୍କ ବୟାନକୁ ନେଇ ଚର୍ଚ୍ଚା ଜୋର ଧରିଛି ନୂଆଦିଲ୍ଲୀ: ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ୨୦୨୪ ପାଇଁ ସବୁ ଦଳର ପ୍ରସ୍ତୁତି ଜୋର ଧରିଛି । ବିଜେପିକୁ କେନ୍ଦ୍ରରୁ ହଟାଇବା ପାଇଁ...

ଆପ୍ ବିରୋଧରେ ଚାର୍ଜସିଟ୍ ଦାଖଲ କରିବ ଇଡି

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଚଳିତ ସପ୍ତାହରେ ହେବ ବଡ଼ କାର୍ଯ୍ୟାନୁଷ୍ଠାନ ? ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚଳିତ ସପ୍ତାହରେ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଆମ୍ ଆଦମୀ ପାର୍ଟି (ଆପ୍) ବିରୋଧରେ...

କ’ଣ ରହିବ ଆସନ୍ତା କାଲିର ଇଣ୍ଡି ମେଣ୍ଟ ବୈଠକର ଏଜେଣ୍ଡା ?

ନୂଆଦିଲ୍ଲୀ: ମଙ୍ଗଳବାର ବିରୋଧୀ ମେଣ୍ଟ 'ଇଣ୍ଡିଆ'ର ବୈଠକ ବସିବ । ଏହି ବୈଠକରେ ପ୍ରମୁଖ ରାଜ୍ୟଗୁଡ଼ିକ ମଧ୍ୟରେ ଆସନ ବଣ୍ଟନ ଆଲୋଚନା ଉପରେ ଗୁରୁତ୍ୱ ଦିଆଯାଇପାରେ । ନିକଟରେ ହୋଇଥିବା ବିଧାନସଭା ନିର୍ବାଚନରେ...

‘ବ୍ରହ୍ମାଣ୍ଡର କୌଣସି ଶକ୍ତି ଧାରା-୩୭୦କୁ ଫେରାଇ ଆଣିପାରିବ ନାହିଁ’

ବିରୋଧୀଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ ପ୍ରଧାନମନ୍ତ୍ରୀ ମୋଦି ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା-୩୭୦ ଉଚ୍ଛେଦ ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ମୋଦି ସରକାରଙ୍କ ମନୋବଳ ବୃଦ୍ଧି ପାଇଛି । ଯେଉଁମାନେ ଏହାକୁ ନେଇ ରାଜନୀତି କରୁଛନ୍ତି...

ସଂସଦ ଭବନରେ ସୁରକ୍ଷା ତ୍ରୁଟି ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଭିମୁଖ୍ୟ କଡ଼ା: ଦୋଷୀଙ୍କ କ’ଣ ହେବ ?

ନୂଆଦିଲ୍ଲୀ: ସଂସଦ ଭବନରେ ସୁରକ୍ଷା ତ୍ରୁଟିକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ । ବିରୋଧୀ ଦଳ ଏହି ପ୍ରସଙ୍ଗରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ବୟାନ ଦାବି କରୁଛନ୍ତି । ସେପଟେ...

ବିଜେପି ଶେଷ ନିର୍ବାଚନ ଭଳି ଲଢୁଛି:ଚିଦାମ୍ବରମ

୨୦୨୪ ବିଜେପି ଆଡ଼କୁ ଜନମତ କଂଗ୍ରେସ ନେତୃତ୍ୱ ନିଜର ଦୁର୍ବଳତା ଦୂର କରନ୍ତୁ ନୂଆଦିଲ୍ଲୀ: ଆଗାମୀ ୨୦୨୪ ଲୋକସଭା ନିର୍ବାଚନର ପବନ ବିଜେପି ଆଡ଼କୁ ବହୁଛି ବୋଲି କଂଗ୍ରେସ ରାଜ୍ୟସଭା ସାଂସଦ ତଥା...

ଜାମିନ ମାମଲା ଲୋକଙ୍କ ସ୍ୱାଧୀନତା ସହ ଜଡ଼ିତ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଜାମିନ ଏବଂ ଆଗୁଆ ଜାମିନ ଆବେଦନକୁ ତ୍ୱରାନ୍ୱିତ କରିବା ଏବଂ ଏହାର ସମାଧାନ ସୁନିଶ୍ଚିତ କରିବା ପାଇଁ ସୁପ୍ରିମକୋର୍ଟ ସମସ୍ତ ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏକ ଠକେଇ ଓ ଜାଲିଆତି...

ପ୍ରଶ୍ନ ବଦଳରେ ଟଙ୍କା ମାମଲା ବହୁତ ପୁରୁଣା, ମହୁଆଙ୍କ ଭଳି ମୁଦ୍‍ଗଲ ପ୍ରଶ୍ନ ପଚାରିଥିଲେ

ନେହେରୁ କ’ଣ ପଦକ୍ଷେପ ନେଇଥିଲେ ? ନୂଆଦିଲ୍ଲୀ: ନିକଟରେ 'କ୍ୟାସ୍ ଫର୍ କ୍ୱେରି' ମାମଲାରେ ମହୁଆ ମୋଇତ୍ରା ତାଙ୍କ ସାଂସଦ ପଦବୀ ହରାଇଛନ୍ତି । ଏବେ ସଂସଦର ସଦସ୍ୟତା ପୁନରୁଦ୍ଧାର ପାଇଁ ସେ ସଂଘର୍ଷ...

ନୂଆ ଚେହେରା ଉପରେ ବାଜି ଲଗାଇବା ନେଇ ବିଜେପିର ରଣନୀତି କ’ଣ ?

୩ରାଜ୍ୟ ପରେ ୨୦୨୪ ଲୋକସଭା ନିର୍ବାଚନରେ ବଡ଼ ପରିବର୍ତ୍ତନ ହୋଇପାରେ ନୂଆଦିଲ୍ଲୀ: ତିନିଟି ରାଜ୍ୟର ବିଧାନସଭା ନିର୍ବାଚନରେ ବିଜେପିର ସଫଳତା ପରେ ସବୁ ସ୍ଥାନରେ ନୂଆ ଚେହେରାଙ୍କୁ ସୁଯୋଗ ମିଳିଛି । ଏହା ମାଧ୍ୟମରେ...

Latest news

- Advertisement -spot_img