- Advertisement -spot_img

CATEGORY

Home

ସନାତନ ଧର୍ମ ଓ ହିନ୍ଦୀ ଭାଷୀ ରାଜ୍ୟ ଉପରେ ଡିଏମକେ ମନ୍ତବ୍ୟ ନ ଦେବାକୁ କଂଗ୍ରେସର ଚେତାବନୀ

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଇଣ୍ଡି ମେଣ୍ଟର ଶେଷ ପର୍ଯ୍ୟାୟ ଆଲୋଚନାକୁ ଜୋରଦାର କରାଯାଇପାରେ । ଏହା ପୂର୍ବରୁ କଂଗ୍ରେସ ତା'ର ମେଣ୍ଟ ସହଯୋଗୀ ଦ୍ରାବିଡ ମୁନ୍ନେତ୍ର କଜଗମ (ଡିଏମକେ)କୁ...

ନିର୍ବାଚନ ହାରିବ ପରେ ବିଆରଏସ ନେତାଙ୍କୁ ରାମ ମନ୍ଦିର ମନେ ପଡ଼ିଲା

ନୂଆଦିଲ୍ଲୀ: ନିକଟରେ ବିଧାନସଭା ନିର୍ବାଚନରେ କ୍ଷମତାଚ୍ୟୁତ ହେବାପରେ ବିଆରଏସ ନେତାଙ୍କୁ ହିନ୍ଦୁତ୍ୱ କଥା ମନେ ପଡ଼ିଛି । ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଝିଅ ତଥା ଭାରତ ରାଷ୍ଟ୍ର ସମିତିର ନେତା କଲଭାକୁନ୍ତଳା କବିତା...

କର୍ଣ୍ଣାଟକରେ କଂଗ୍ରେସ ସରକାର ପତନ ହରାଇପାରେ: କୁମାରସ୍ୱାମୀ

ନୂଆଦିଲ୍ଲୀ: କର୍ଣ୍ଣାଟକରେ କଂଗ୍ରେସ ସରକାର ପତନ ହୋଇପାରେ ବୋଲି ଜେଡିଏସ ନେତା ଏଚ. ଡି କୁମାରସ୍ୱାମୀ ରବିବାର ଦାବି କରିଛନ୍ତି । କୁମାରସ୍ୱାମୀ କହିଛନ୍ତି ଯେ ୫୦ରୁ ୬୦ ବିଧାୟକଙ୍କ ସମର୍ଥନ ଥିବା...

ଏମଏସପିରେ ଅତିରିକ୍ତ ଗହମ କିଣି ଅଟା ଦର ନିୟନ୍ତ୍ରଣ କରିବେ ସରକାର

ନୂଆଦିଲ୍ଲୀ: ମୁଦ୍ରାସ୍ଫୀତି ଯେପରି ଏବେ ଖାଦ୍ୟଶସ୍ୟ ଉପରେ ନ ପଡ଼ିବ ସେଥିପାଇଁ ସରକାର ସତର୍କ ଅଛନ୍ତି ।  ଅଟା ଦରକୁ ନିୟନ୍ତ୍ରଣରେ ରଖିବା ପାଇଁ ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ...

‘ମୁଁ ନୁହେଁ, ଆମେ’ ସ୍ଲୋଗାନ୍ ମୋଦିଙ୍କୁ ଟକ୍କର ଦେବ ଇଣ୍ଡି ମେଣ୍ଟ

ବିରୋଧୀ ଦଳର ଉଦ୍ଦେଶ୍ୟ ବଖାଣିଲା କଂଗ୍ରେସ ଡିସେମ୍ବର ୧୯ରେ ଇଣ୍ଡି ମେଣ୍ଟର ପରବର୍ତ୍ତୀ ବୈଠକ ନୂଆଦିଲ୍ଲୀ: ଡିସେମ୍ବର ୧୯ତାରିଖରେ ଦିଲ୍ଲୀରେ ହେବାକୁ ଥିବା ବିରୋଧୀ ଇଣ୍ଡି ମେଣ୍ଟର ପରବର୍ତ୍ତୀ ବୈଠକ ହେବ ।...

କଂଶୀରାମଙ୍କଠାରୁ ଆରମ୍ଭ କରି ଆକାଶ ଆନନ୍ଦଙ୍କ ପର୍ଯ୍ୟନ୍ତ, ମାୟାବତୀ ଉତ୍ତରାଧିକାରୀଭାବେ କ’ଣ ହସ୍ତାନ୍ତର କରୁଛନ୍ତି ?

ନୂଆଦିଲ୍ଲୀ: ବହୁଜନ ସମାଜ ପାର୍ଟି (ବିଏସପି) ସୁପ୍ରିମୋ ମାୟାବତୀ ତାଙ୍କ ପୁତୁରା ଆକାଶ ଆନନ୍ଦଙ୍କୁ ତାଙ୍କ ଉତ୍ତରାଧିକାରୀଭାବେ ମନୋନୀତ କରିଛନ୍ତି । ଲୋକସଭା ନିର୍ବାଚନ ପୂର୍ବରୁ ମାୟାବତୀ ଏହି ଘୋଷଣାକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ...

ଫାଷ୍ଟଟ୍ରାକ୍ କୋର୍ଟରେ ବିଚାରାଧୀନ ୨.୪୩ ଲକ୍ଷ ପୋକ୍ସୋ ମାମଲା: ମାତ୍ର ୩% ମାମଲାରେ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ: ଦେଶରେ ୨,୪୩,୦୦୦ ପୋକ୍ସୋ (ଯୌନ ଅପରାଧରୁ ଶିଶୁ ସୁରକ୍ଷା) ମାମଲା ବିଚାରାଧୀନ ରହିଛି । ୨୦୨୨ରେ ମାତ୍ର ୩ ପ୍ରତିଶତ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଯଦି କୌଣସି ନୂଆ...

ନିର୍ବାଚନ ଜିତିବା ପାଇଁ ଫର୍ମୁଲା ସ୍ପଷ୍ଟ କଲେ ପ୍ରଧାନମନ୍ତ୍ରୀ ମୋଦି, କ’ଣ ହେବ ‘ହ୍ୟାଟ୍ରିକ୍’ ରଣନୀତି ?

ବିରୋଧୀଙ୍କୁ ଏକ ବଡ଼ ଲାଇନ୍ ଆଙ୍କିବାକୁ ପଡ଼ିବ ନୂଆଦିଲ୍ଲୀ: ନିକଟରେ ହୋଇଥିବା ବିଧାନସଭା ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହୋଇଛି ଯେ 'ମୋଦୀ ଗ୍ୟାରେଣ୍ଟି'ର ଯୋଗ୍ୟତା ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର କହିଛନ୍ତି...

ତିନି ରାଜ୍ୟର ମୁଖ୍ୟମନ୍ତ୍ରୀ ଚୟନରେ ୨୦୨୪ ବାଜି ଚଳାଇବ ବିଜେପି !

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ସେମିଫାଇନାଲ ଫଳାଫଳ ଆସିବାର ସପ୍ତାହେ ବିତିଗଲାଣି । ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିଜେପିକୁ ବିପୁଳ ବିଜୟ ମିଳିଛି । ତେବେ ବିଜୟୀ ରାଜ୍ୟଗୁଡ଼ିକରେ ଦଳର ନୂଆ ଅଧିନାୟକ...

ନୋଟ ପାହାଡ଼ ରଖିଥିବା ଧୀରଜ ସାହୁଙ୍କଠାରୁ ନିଜକୁ ଦୂରେଇ ରଖିଲା କଂଗ୍ରେସ

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ ଅସୁବିଧା ବଢ଼ିବାରେ ଲାଗିଛି । ଏବେ ତାଙ୍କ ଦଳ ମଧ୍ୟ ତାଙ୍କଠାରୁ ନିଜକୁ ଦୂରେଇ ରଖିଛି । ଧୀରଜଙ୍କ ନିକଟରୁ ବିପୁଳ ଧନ ସମ୍ପତ୍ତି ମିଳିଛି...

Latest news

- Advertisement -spot_img