- Advertisement -spot_img

CATEGORY

Home

ରାହୁଲ ଗାନ୍ଧୀଙ୍କଠାରୁ ମହୁଆ ମୋଇତ୍ରାଙ୍କ ମାମଲା କେମିତି ଅଲଗା ?

ସାଂସଦ ଛାଡ଼ିବା ପରେ ଏବେ କ'ଣ ରହିଛି ବିକଳ୍ପ ନୂଆଦିଲ୍ଲୀ: ମହୁଆ ମୋଇତ୍ରା ଏବେ 'ପୂର୍ବତନ' ସାଂସଦ ହୋଇଛନ୍ତି । ଶୁକ୍ରବାର ତାଙ୍କୁ ଲୋକସଭାରୁ ବହିଷ୍କାର କରାଯାଇଛି । ନୈତିକତା କମିଟିର ସୁପାରିସ କ୍ରମେ...

ଉତ୍ତର-ଦକ୍ଷିଣ ବିଭାଜନ ନୁହେଁ, ୨୦୨୪ରେ ବିଜେପି ପାଇଁ ଏକମାତ୍ର ବିପଦ.ଆତ୍ମସନ୍ତୋଷ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ୩ଟି ହିନ୍ଦୀ ହାର୍ଟଲ୍ୟାଣ୍ଡ ରାଜ୍ୟ ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ବିପୁଳ ବିଜୟ ହାସଲ କରିଛି । ୨୦୨୪ ସାଧାରଣ ନିର୍ବାଚନର ମାତ୍ର କିଛିମାସ ପୂର୍ବରୁ ଦଳ...

ଗତ ୧୧ଟି ବିଧାନସଭା ନିର୍ବାଚନରେ ୩.୩୦ ଲକ୍ଷ ବୟସ୍କ, ଭିନ୍ନକ୍ଷମ ଗୃହ ମତଦାନ ସୁବିଧା ବ୍ୟବହାର କରିଛନ୍ତି

ନୂଆଦିଲ୍ଲୀ: ଗତ ୧୧ଟି ବିଧାନସଭା ନିର୍ବାଚନରେ ୮୦ ବର୍ଷରୁ ଅଧିକ ବୟସର ୩.୩୦ ଲକ୍ଷ ଭିନ୍ନକ୍ଷମ ଓ ଭୋଟର ନିଜ ଗୃହରୁ ମତଦାନ ସୁବିଧା ପାଇଥିବା ସୂଚନା ମିଳିଛି । ଭିନ୍ନକ୍ଷମ ବ୍ୟକ୍ତି...

ରାମ ମନ୍ଦିର ଗର୍ଭଗୃହର ଫଟୋ ସେୟାର କଲା ଅଯୋଧ୍ୟା ଟ୍ରଷ୍ଟ

ନୂଆଦିଲ୍ଲୀ: ଅଯୋଧ୍ୟାରେ ଜାନୁଆରୀ ୨୨ରେ ରାମ ମନ୍ଦିରର ପୂଜା ସମାରୋହ ପୂର୍ବରୁ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ ଶନିବାର ମନ୍ଦିର ଗର୍ଭଗୃହର ଫଟୋ ସେୟାର କରିଛନ୍ତି...

ବହିଷ୍କାର ଦିନଟି ଖୁସିର ନୁହେଁ : ନିଶିକାନ୍ତ ଦୁବେ

ନୂଆଦିଲ୍ଲୀ: ଦୁର୍ନୀତି ଏବଂ ଜାତୀୟ ନିରାପତ୍ତା ପ୍ରସଙ୍ଗରେ ଜଣେ ସାଂସଦଙ୍କୁ ବହିଷ୍କାର କରାଯିବା ଏକ ଦୁଃଖଦାୟକ ଦିନ ବୋଲି ମହୁଆ ମୋଇତ୍ରାଙ୍କ ବିରୋଧରେ କ୍ୟାସ ଫର କ୍ୱେରୀ ଅଭିଯୋଗ ଆଣିଥିବା ଲୋକସଭାର ବିଜେପି...

ଓଡ଼ିଶାର ଆୟକର ଚଢ଼ାଉ : ଭାରତର ସର୍ବାଧିକ ଟଙ୍କା ଜବତ ହେବ

ନୂଆଦିଲ୍ଲୀ: ଜନସାଧାରଣଙ୍କଠାରୁ ଲୁଟ୍ ହୋଇଥିବା ଟଙ୍କା ଫେରାଇ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଶ୍ରୁତି ଦେବାର ଗୋଟିଏ ଦିନ ପରେ ଆୟକର ବିଭାଗ ଶନିବାର ଓଡ଼ିଶାର ମଦ ବ୍ୟବସାୟୀ ଗ୍ରୁପ୍ ଏବଂ...

ପ୍ରୋଟେମ ବାଚସ୍ପତି ଆକବରୁଦ୍ଦିନ ଓୱେସୀଙ୍କଠାରୁ ବିଧାୟକ ପଦର ଶପଥ ନେବେ ନାହିଁ ଟି ରାଜା ସିଂହ

ହାଇଦ୍ରାବାଦ: ବିଜେପିର ଗୋଶାମହଲ ବିଧାୟକ ଟି ରାଜା ସିଂହ ବିଧାୟକଭାବେ ଶପଥ ନେବେ ନାହିଁ । ଆକବରୁଦ୍ଦିନ ଓୱେସିଙ୍କ କାରଣରୁ ସେ ଶପଥ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏଆଇଏମଆଇଏମ ବିଧାୟକ...

କେଶବାନନ୍ଦ ଭାରତୀ ମାମଲା : ସଂସଦର ଲକ୍ଷ୍ମଣ ରେଖା ଟାଣି ଦେଲା ସୁପ୍ରିମକୋର୍ଟଙ୍କ ରାୟ

ନୂଆଦିଲ୍ଲୀ: କେଶବାନନ୍ଦ ଭାରତୀ ମାମଲାରେ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ପୁଣିଥରେ ଚର୍ଚ୍ଚାକୁ ଆସିଛି । ୧୯୭୩ ମସିହାରେ ଏହି ଐତିହାସିକ ନିଷ୍ପତ୍ତିକୁ ଚଳିତ ବର୍ଷ ୫୦ ବର୍ଷ ପୂରିଛି । ହିନ୍ଦୀ, ତେଲୁଗୁ,...

ସାଂସଦ ପଦରୁ ବହିଷ୍କୃତ ମାମଲା : ମହୁଆଙ୍କ ଆଗରେ କ’ଣ ରହିଛି ଆଇନଗତ ବିକଳ୍ପ ?

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ (ଟିଏମସି) ନେତ୍ରୀ ମହୁଆ ମୋଇତ୍ରାଙ୍କୁ 'କ୍ୟାସ୍ ଫର୍ କ୍ୱେରି' ମାମଲାରେ ନୈତିକତା କମିଟି ଦୋଷୀ ସାବ୍ୟସ୍ତ କରିବା ପରେ ତାଙ୍କୁ ଲୋକସଭା ସାଂସଦ ପଦରୁ ବହିଷ୍କାର କରାଯାଇଛି ।...

ମହୁଆ ମୋଇତ୍ରାଙ୍କ ବହିଷ୍କାର ଇଣ୍ଡି ମେଣ୍ଟ ପାଇଁ ଶୁଭ ସଙ୍କେତ : ଶଶୀ ଥରୁର

ନୂଆଦିଲ୍ଲୀ: ଟଙ୍କା ପାଇଁ ପ୍ରଶ୍ନ ପଚାରିବାରୁ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରାଙ୍କୁ ଶୁକ୍ରବାର ଲୋକସଭାରୁ ବହିଷ୍କାର କରାଯାଇଛି । ମହୁଆ ମୋଇତ୍ରାଙ୍କ ବିଦାୟ ପରେ ମହୁଆଙ୍କୁ ସମର୍ଥନରେ ଆଗେଇ ଆସିଛନ୍ତି ବିରୋଧୀ...

Latest news

- Advertisement -spot_img