- Advertisement -spot_img

CATEGORY

Home

ମୁଁ ଆଇନ ଓ ସମ୍ବିଧାନର ସେବକ: ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ କାହିଁକି ଏପରି କହିଲେ ?

ନୂଆଦିଲ୍ଲୀ : ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ କହିଛନ୍ତି ଯେ ମୁଁ ଆଇନ ଓ ସମ୍ବିଧାନର ସେବକ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମେ ନିର୍ଦ୍ଧାରିତ ବ୍ୟବସ୍ଥାକୁ ଅନୁସରଣ କରୁଛୁ...

ସମ୍ବିଧାନ ଓ ଗଣତନ୍ତ୍ରର ହତ୍ୟା, ସଂସଦୀୟ ଇତିହାସରେ କଳା ଦିନ : ମମତା

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସଂସଦ ସଦସ୍ୟତା ହରାଇଥିବା ମହୁଆ ମୋଇତ୍ରାଙ୍କ ସମର୍ଥନରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଟିଏମସି ଅଧ୍ୟକ୍ଷା ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପିକୁ...

‘ନାବାଳିକାମାନେ ଯୌନ ଇଚ୍ଛାକୁ ନିୟନ୍ତ୍ରଣ କରିବା’ ନେଇ କଲିକତା ହାଇକୋର୍ଟ ଦେଇଥିବା ପରାମର୍ଶରେ ସୁପ୍ରିମକୋର୍ଟ କ୍ଷୁବ୍ଧ

ନୂଆଦିଲ୍ଲୀ: ନାବାଳିକାମାନଙ୍କ ଯୌନ ଇଚ୍ଛାକୁ ନେଇ କଲିକତା ହାଇକୋର୍ଟଙ୍କ ରାୟକୁ ନେଇ ସୁପ୍ରିମକୋର୍ଟ ତୀବ୍ର ଆପତ୍ତି ଉଠାଇଛନ୍ତି । କଲିକତା ହାଇକୋର୍ଟଙ୍କ ନିର୍ଦ୍ଦେଶରେ କିଶୋରୀମାନଙ୍କୁ ସେମାନଙ୍କ ଯୌନ ଇଚ୍ଛାକୁ ନିୟନ୍ତ୍ରଣ କରିବାକୁ ପରାମର୍ଶ...

ମହୁଆଙ୍କ ଭଳି ସମାନ ମାମଲାରେ ୨୦୦୫ରେ ୧୧ ଜଣ ସାଂସଦଙ୍କୁ ବହିଷ୍କାର କରାଯାଇଥିଲା

ନୂଆଦିଲ୍ଲୀ: ପ୍ରଶ୍ନ ପାଇଁ ଟଙ୍କା ମାମଲାରେ ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କୁ ସଂସଦରୁ ଅଯୋଗ୍ୟ ଘୋଷଣା କରାଯାଇଛି । ଲୋକସଭା ନୈତିକତା କମିଟି ତାଙ୍କ ସଦସ୍ୟତା ରଦ୍ଦ କରିବାକୁ ସୁପାରିସ କରିଥିଲା ।...

ସଂସଦରେ ସାଂସଦ ବୟାନ : ମୁଁ ନିଜେ ପ୍ରଶ୍ନ କରେ ନାହିଁ, ସହାୟକ କରେ

ନୂଆଦିଲ୍ଲୀ: ଟଙ୍କା ପାଇଁ ପ୍ରଶ୍ନ ପଚାରିବା ମାମଲାରେ ଆଜି ଲୋକସଭାରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି । ବିହାରର ବାଙ୍କାରୁ ଜେଡିୟୁ ସାଂସଦ ଗିରଧାରୀ ଯାଦବ ଏ ନେଇ ଆଲୋଚନାରେ ଭାଗ...

ସାଂସଦ ପଦରୁ ବହିଷ୍କାର ପରେ ନୈତିକତା କମିଟିକୁ ଟାର୍ଗେଟ କଲେ ମହୁଆ ମୋଇତ୍ରା

ନୂଆଦିଲ୍ଲୀ: ନଗଦ ଟଙ୍କା ମାମଲାରେ ଲୋକସଭାରୁ ଗୃହ ସଦସ୍ୟ ପଦରୁ ବହିଷ୍କୃତ ହୋଇଥିବା ତୃଣମୂଳ କଂଗ୍ରେସ ନେତ୍ରୀ ମହୁଆ ମୋଇତ୍ରା ଶୁକ୍ରବାର ନୈତିକତା କମିଟିକୁ ଟାର୍ଗେଟ କରି କହିଛନ୍ତି ଯେ ଏହି କମିଟି...

ମହୁଆଙ୍କ ଲୋକସଭା ସଦସ୍ୟତା ରଦ୍ଦ

କ୍ୟାସ୍ ଫର କ୍ୱେରି ମାମଲାର ରାୟ ବାଚସ୍ପତି କହିଲେ, ଗୃହର ମର୍ଯ୍ୟାଦା ପାଇଁ କଠୋର ନିଷ୍ପତ୍ତି ନେବାକୁ ପଡ଼ିବ ନୂଆଦିଲ୍ଲୀ: ନଗଦ ଟଙ୍କା ମାମଲାରେ ଫସିଥିବା ଟିଏମସି ସାଂସଦ ମହୁଆ ମୋଇତ୍ରା ସଂସଦର...

ଦେଶରେ ଡିପଫେକ୍ ଭୟ ବ୍ୟାପୁଛି: କ’ଣ ରହିଛି ସରକାରଙ୍କ ଏଆଇ ଯୋଜନା

ନୂଆଦିଲ୍ଲୀ: ମାତ୍ର କିଛିବର୍ଷ ମଧ୍ୟରେ ଭାରତ ବୈଷୟିକ ଜ୍ଞାନ କ୍ଷେତ୍ରରେ ଏପରି ସଫଳତା ହାସଲ କରିବାରେ ଲାଗିଛି, ଯାହା ଅନ୍ୟ ଦେଶକୁ ଏକ ପିଢ଼ି ନେଇଗଲାଣି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଆଇ...

ସାଂସଦଙ୍କ ଯୁକ୍ତି : ପ୍ରେମ ବିବାହ, ଲିଭ୍‍ ଇନ୍‍ରୁ ବଂଶ ଓ ଓଂସ୍କୃତି ନଷ୍ଟ ହେଉଛି

ନୂଆଦିଲ୍ଲୀ: ଦେଶରେ ଲିଭ୍ ଇନ୍ ରିଲେସନସିପ୍‍କୁ ନିଷିଦ୍ଧ କରିବା ପାଇଁ ସରକାର ଆଇନ ପ୍ରଣୟନ କରନ୍ତୁ ଏବଂ ପ୍ରେମ ବିବାହରେ ପିତାମାତାଙ୍କ ସହମତି ବାଧ୍ୟତାମୂଳକ କରାଯାଉ ବୋଲି ଭାରତୀୟ ଜନତା ପାର୍ଟି (ବିଜେପି)ର...

ଜମି କିଣିବାର ଅଧିକାର ସମସ୍ତଙ୍କର ଅଛି, ଏଭଳି ଭାବେ କାଶ୍ମୀରୀୟତଙ୍କୁ ସମ୍ମାନ ଦେଲେ ଶାହା

ନୂଆଦିଲ୍ଲୀ: ସମଗ୍ର କାଶ୍ମୀର ଆମର, ଏଥିପାଇଁ ଆମେ ନିଜ ଜୀବନ ଦେଇଦେବୁ । ୨୦୧୯ରେ ଲୋକସଭାରେ ଜମ୍ମୁ-କଶ୍ମୀର ପୁନର୍ଗଠନ ବିଲ ଉପରେ ଆଲୋଚନାବେଳେ ଅମିତ ଶାହା ଯେତେବେଳେ ଏହି ବୟାନ ଦେଇଥିଲେ ସେତେବେଳେ...

Latest news

- Advertisement -spot_img