- Advertisement -spot_img

CATEGORY

Home

ଉଦୟନିଧି ଷ୍ଟାଲିନଙ୍କ ବିରୋଧରେ ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ଙ୍କୁ ଚିଠି ବିଶିଷ୍ଟ ନାଗରିକ

ନୂଆଦିଲ୍ଲୀ: ଉଦୟନିଧି ଷ୍ଟାଲିନଙ୍କ 'ସନାତନ ଧର୍ମ' ବିରୋଧୀ ମନ୍ତବ୍ୟକୁ ନେଇ ରାଜନୈତିକ ହଟଚମଟ ଚାଲିଛି । ଏହି ମନ୍ତବ୍ୟ ଯୋଗୁଁ ଉଦୟନିଧିଙ୍କ ବିରୋଧରେ ପୂର୍ବତନ ପ୍ରଶାସନିକ ଅଧିକାରୀ, ବିଚାରପତି ଏବଂ ସେନାର ବରିଷ୍ଠ...

ଜର୍ସିରେ ‘ଟିମ୍ ଇଣ୍ଡିଆ’ ପରିବର୍ତ୍ତେ ‘ଟିମ୍‍ ଭାରତ’ ଲେଖାଯାଉ : ବୀରେନ୍ଦ୍ର ସେହୱାଗ

ନୂଆଦିଲ୍ଲୀ: ବିଶ୍ୱକପ୍ ୨୦୨୩ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ଦଳର ଅଧିନାୟକ ରୋହିତ ଶର୍ମା ଏବଂ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଶ୍ରୀଲଙ୍କା ଗସ୍ତରେ ଥାଇ ଦଳ ଘୋଷଣା କରିଛନ୍ତି...

ମୁଁ ବିରୋଧୀଙ୍କୁ ମୋର ଶିକ୍ଷକ ଭାବରେ ବିବେଚନା କରେ : ରାହୁଲ

ନୂଆଦିଲ୍ଲୀ: ଜାତୀୟ ଶିକ୍ଷକ ଦିବସ ଅବସରରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି କହିଛନ୍ତି ଯେ ସେ ତାଙ୍କ ବିରୋଧୀଙ୍କୁ ନିଜର ଶିକ୍ଷକ ଭାବନ୍ତି । କାରଣ ସେମାନଙ୍କର ଆଚରଣ, ମିଛ ଏବଂ ଶବ୍ଦ...

ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ୍ ସେପ୍ଟେମ୍ବର ୩୦ରୁ !

ଭୁବନେଶ୍ୱର : ସେପ୍ଟେମ୍ବର ଶେଷ ସପ୍ତାହ ସୁଦ୍ଧା ପୁରୀ-ରାଉରକେଲା ମଧ୍ୟରେ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଚଳାଚଳ କରିବ । ମିଳିଥିବା ସୂଚନା ଅନୁଯାୟୀ, ଓଡ଼ିଶାର ଉପକୂଳ ଓ ପଶ୍ଚିମ ଭାଗ...

ଜି-୨୦ ଶିଖର ସମ୍ମିଳନୀ: କେଉଁ ବିଶ୍ୱ ନେତା ଯୋଗଦେବେ, କିଏ ଆସିବେ ନାହିଁ

ନୂଆଦିଲ୍ଲୀ: ସେପ୍ଟେମ୍ବର ୮ରୁ ନୂଆଦିଲ୍ଲୀରେ ଆରମ୍ଭ ହେବ ଜି-୨୦ ଶିଖର ସମ୍ମିଳନୀ । ବିଶ୍ୱର ୨୦ଟି ପ୍ରମୁଖ ଅର୍ଥନୀତି ଗୋଷ୍ଠୀର ନେତାମାନେ ଡିଜିଟାଲ ପରିବର୍ତ୍ତନ, ଜଳବାୟୁ ଅର୍ଥଯୋଗାଣ, ନିରନ୍ତର ବିକାଶ ଲକ୍ଷ୍ୟ (ଏସଡିଜି)...

‘ପ୍ରେସିଡେଣ୍ଟ ଅଫ ଭାରତ’: ଜି-୨୦ ରାତ୍ରୀ ଭୋଜନ ନିମନ୍ତ୍ରଣକୁ ନେଇ ଚର୍ଚ୍ଚା ଜୋର ଧରିଲା

ନୂଆଦିଲ୍ଲୀ: ପାରମ୍ପରିକ ‘ପ୍ରେସିଡେଣ୍ଟ ଅଫ ଇଣ୍ଡିଆ’ଙ୍କ ସ୍ଥାନରେ ସପ୍ତାହାନ୍ତ ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେଉଥିବା ରାଷ୍ଟ୍ରମୁଖ୍ୟମାନଙ୍କୁ ସରକାରୀ ନିମନ୍ତ୍ରଣରେ ପ୍ରଥମ ଥର ପାଇଁ ‘ପ୍ରେସିଡେଣ୍ଟ ଅଫ ଭାରତ’ ଶବ୍ଦ ବ୍ୟବହାର କରାଯାଇଛି...

ଉପରାଷ୍ଟ୍ରପତିଙ୍କ ମନ୍ତବ୍ୟ ପରେ ସ୍ୱତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ମନ୍ତବ୍ୟ ପରେ ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩% ଆସନ ସଂରକ୍ଷଣ ବିଲକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ସୋମବାର...

ଓଡ଼ିଶାରେ ଲୁହାପଥର ଖଣି ଫେରାଇବ ଜେଏସ୍ ଡବ୍ଲ୍ୟୁ ଷ୍ଟିଲ୍

ଭୁବନେଶ୍ୱର: ନିଲାମ ମାଧ୍ୟମରେ ବହୁ ପରିମାଣରେ ଖଣି ହାସଲ କରିବା ପରେ ସଜ୍ଜନ ଜିନ୍ଦଲଙ୍କ ମାଲିକାନାରେ ଥିବା ଜେଏସ୍ଡବ୍ଲ୍ୟୁ ଷ୍ଟିଲ୍ ଏବେ ଓଡ଼ିଶାର ୪ଟି ଖଣି ମଧ୍ୟରୁ ଗୋଟିଏ ଖଣିକୁ ସରକାରଙ୍କୁ ଫେରାଇ...

ଲିଖିତ ପ୍ରତିଶ୍ରୁତି ପ୍ରଦାନ କରି ରିଏଲଟରମାନେ ପ୍ଲାନ୍ ମଞ୍ଜୁର କରିପାରିବେ

ଭୁବନେଶ୍ୱର : ରିଅଲ୍ ଇଷ୍ଟେଟ୍ ଡେଭଲପର୍ମାନେ ଉପଯୁକ୍ତ କର୍ତ୍ତୃପକ୍ଷଙ୍କଠାରୁ ପରିବେଶ ମଞ୍ଜୁରୀ (ଇସି) ନ ନେଇ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବେ ନାହିଁ ବୋଲି ପ୍ରତିଶ୍ରୁତି ଦେଇ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ...

ଆଦିତ୍ୟ-ଏଲ୍-୧ ସୌର ମିଶନରେ କାମ କରୁଥିବା ବୈଜ୍ଞାନିକଙ୍କ ପାଇଁ କାହିଁକି ମନା ପରଫ୍ୟୁମ୍ ?

Aବେଙ୍ଗାଲୁରୁରେ ଆଦିତ୍ୟ ଏଲ୍ -୧ ସୌର ମିଶନର ମୁଖ୍ୟ ପେଲୋଡରେ କାର୍ଯ୍ୟ କରୁଥିବା ଭାରତୀୟ ଜ୍ୟୋତିର୍ବିଜ୍ଞାନ ପ୍ରତିଷ୍ଠାନ (ଆଇଆଇଏ) ଟିମର ବୈଜ୍ଞାନିକ ଏବଂ ଇଞ୍ଜିନିୟରମାନଙ୍କ ପାଇଁ ପରଫ୍ୟୁମ୍ ଏବଂ ସ୍ପ୍ରେ ବ୍ୟବହାର କରିବା...

Latest news

- Advertisement -spot_img