- Advertisement -spot_img

CATEGORY

Home

ସୂର୍ଯ୍ୟ ମିଶନରେ ପାକିସ୍ତାନୀ ବିଶେଷଜ୍ଞ କହିଲେ, ଭାରତ ହେଉଛି ଆମର ଶତ୍ରୁ

ନୂଆଦିଲ୍ଲୀ: ମହାକାଶ କ୍ଷେତ୍ରରେ ଭାରତ ଦୃଢ଼ତାର ସହ ଆଗକୁ ବଢ଼ୁଛି । ପୂର୍ବରୁ ଭାରତର ମହାକାଶ ଏଜେନ୍ସି ଇସ୍ରୋ ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-୩ର ସୁରକ୍ଷିତ ଅବତରଣ କରିଥିବାବେଳେ ଏବେ ଭାରତୀୟ ମହାକାଶ...

ଗୋଟିଏ ଦେଶ-ଗୋଟିଏ ନିର୍ବାଚନକୁ ନେଇ ଆଲୋଚନା ଆରମ୍ଭ କଲା କମିଟି

ସମୟ ପୂର୍ବରୁ କିମ୍ବା ପରେ ଲୋକସଭା ନିର୍ବାଚନ କରିବାର କୌଣସି ଉଦ୍ଦେଶ୍ୟ ନାହିଁ: କେନ୍ଦ୍ର ନୂଆଦିଲ୍ଲୀ: ସମୟ ପୂର୍ବରୁ କିମ୍ବା ପରେ ଦେଶରେ ଲୋକସଭା ନିର୍ବାଚନ କରାଇବା ପାଇଁ ସରକାରଙ୍କର କୌଣସି ଉଦ୍ଦେଶ୍ୟ ନାହିଁ...

ନିଜ ବୟାନରେ ଉଦୟନିଧି ଅଟଳ : ମୁଁ ସର୍ବଦା ସନାତନ ଧର୍ମର ଅନ୍ତ ବିଷୟରେ କହିବି

ଚେନ୍ନାଇ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନ ରବିବାର ସନ୍ଧ୍ୟାରେ ପୁଣି ଥରେ ସନାତନ ଧର୍ମର ଅନ୍ତ ବିଷୟରେ କହିଥିଲେ । ଚେନ୍ନାଇରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ଉଦୟନିଧି...

କେତେବେଳେ ମଧ୍ୟରାତ୍ରିରେ ତ କେତେବେଳେ ଜରୁରୀକାଳୀନ ପରିସ୍ଥିତି ପାଇଁ, ଜାଣନ୍ତୁ କେବେ ଡକାଯାଇଥିଲା ସଂସଦର ସ୍ୱତନ୍ତ୍ର ଅଧିବେଶନ

ନୂଆଦିଲ୍ଲୀ: ନିକଟରେ କେନ୍ଦ୍ର ସରକାର ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ନିଷ୍ପତ୍ତି ନେଇଛନ୍ତି । ସେପ୍ଟେମ୍ବର ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ଏହି ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବ, ଯେଉଁଥିରେ ମୋଟ ୫ଟି...

ମହମ୍ମଦ ଆକବର ଲୋନ, ୩୭୦ ଏବଂ ପାକିସ୍ତାନ ଜିନ୍ଦାବାଦ ସ୍ଲୋଗାନ…ସୁପ୍ରିମକୋର୍ଟ ଶୁଣାଣିରେ କ’ଣ ରହିଛି ଏହି ନୂଆ ଦିଗ ?

ନୂଆଦିଲ୍ଲୀ: ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରୁଥିବା ପିଟିସନର ଶୁଣାଣି ସୁପ୍ରିମକୋର୍ଟରେ ଚାଲିଛି । କୋର୍ଟରେ ପହଞ୍ଚିଥିବା ଆବେଦନକାରୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ମହମ୍ମଦ ଆକବର ଲୋନ । ତାଙ୍କ ସହ...

ଓଡ଼ିଶାରେ ୨ ଘଣ୍ଟାରେ ୬୨ ହଜାର୩୫୦ ଥର ବଜ୍ରପାତ

ଭୁବନେଶ୍ୱର: ଓଡ଼ିଶାରେ ଏକ ଅଭାବନୀୟ ଘଟଣା ଘଟିଛି । ପାଖାପାଖି ଦୁଇଘଣ୍ଟା ମଧ୍ୟରେ ୬୨ହଜାର ୩୫୦ ଥର ବଜ୍ରପାତ ରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୪ ଜଣ ଆହତ ହୋଇଛନ୍ତି । ...

‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’କୁ ସମାଲୋଚନା କଲେ ରାହୁଲ ଗାନ୍ଧି, କହିଲେ କେନ୍ଦ୍ର ଓ ସବୁ ରାଜ୍ୟ ଉପରେ ଆକ୍ରମଣ

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧି ରବିବାର ଅଭିଯୋଗ କରିଛନ୍ତି ଯେ 'ଏକ ଦେଶ, ଗୋଟିଏ ନିର୍ବାଚନ'ର ଧାରଣା ଭାରତୀୟ ସଂଘ ଏବଂ ଏହାର ସମସ୍ତ ରାଜ୍ୟ ଉପରେ ଆକ୍ରମଣ । ରାହୁଲ...

ରାହୁଲ-ପ୍ରିୟଙ୍କାଙ୍କ ସମ୍ପର୍କ ସାଧାରଣ ଭାଇ-ଭଉଣୀଙ୍କ ଭଳି ନୁହେଁ : ବିଜେପି

ଭାଇଠାରୁ ଚାଲାକ, ତଥାପି ମା'ଙ୍କ ଆର୍ଶିବାଦ ନାହିଁ ନୂଆଦିଲ୍ଲୀ : ରାହୁଲ ଓ ପ୍ରିୟଙ୍କା ଗାନ୍ଧିଙ୍କ ସମ୍ପର୍କକୁ ଉପହାସ କରି ବିଜେପି ଏକ ଭିଡିଓ ଜାରି କରିଛି । ରାହୁଲ ଗାନ୍ଧି ଓ ପ୍ରିୟଙ୍କା...

ଦୁଇଟି ପର୍ଯ୍ୟାୟରେ ଲାଗୁ ହେବ ‘ଗୋଟିଏ ଦେଶ-ଗୋଟିଏ ନିର୍ବାଚନ’, ଜାଣନ୍ତୁ କ’ଣ ରହିଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ଯୋଜନା

ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ନୁହେଁ, ଗୋଟିଏ ଦେଶ ଦୁଇଟି ନିର୍ବାଚନର ସ୍ଥିତି ନିଶ୍ଚିତଭାବେ ଦେଶରେ ସୃଷ୍ଟି ହେଉଛି । ୨୦୨୪ରେ ଅଧା ଓ ୨୦୨୯ରେ ଅଧା ରାଜ୍ୟରେ ଏକାସାଙ୍ଗରେ ନିର୍ବାଚନ କରିବାକୁ...

ଏବେ ଭାରତରେ ପଞ୍ଚାୟତରୁ ସଂସଦ ପର୍ଯ୍ୟନ୍ତ ଏକ ସଙ୍ଗରେ ନିର୍ବାଚନ ହେବ

ମୋଦି ସରକାର କେବଳ ଏକାସାଙ୍ଗରେ ବିଧାନସଭା ଓ ଲୋକସଭା ନିର୍ବାଚନ କରିବାକୁ ପ୍ରସ୍ତୁତ ନୁହଁନ୍ତି ବରଂ ପଞ୍ଚାୟତରୁ ସଂସଦ ପର୍ଯ୍ୟନ୍ତ ଏକାସାଙ୍ଗରେ ନିର୍ବାଚନ ପାଇଁ ମଧ୍ୟ ପ୍ରସ୍ତୁତି ଚଳାଇଛନ୍ତି । ନୂଆଦିଲ୍ଲୀ : ମୋଦି...

Latest news

- Advertisement -spot_img