Click here - to use the wp menu builder
Search
Facebook
Twitter
Youtube
type here...
Search
Home
ଅର୍ଥଜଗତ
ଜୀବନଚର୍ଯ୍ୟା
ଦେଶବିଦେଶ
ବୈଷୟିକ ଜ୍ଞାନକୌଶଳ
ମତବିମତ
ରାଜନୀତି
ଶିକ୍ଷା
ସମାଜ ଓ ସଂସ୍କୃତି
Home
ଅର୍ଥଜଗତ
ଜୀବନଚର୍ଯ୍ୟା
ଦେଶବିଦେଶ
ବୈଷୟିକ ଜ୍ଞାନକୌଶଳ
ମତବିମତ
ରାଜନୀତି
ଶିକ୍ଷା
ସମାଜ ଓ ସଂସ୍କୃତି
- Advertisement -
TAG
Budget-2024
Home
ଆଶ୍ଚର୍ଯ୍ୟଜନକ ! ମୁଣ୍ଡରେ ନିର୍ବାଚନ ଓ ବିରୋଧୀ ଏକତାର ଚିତ୍ର !
businessodisha
-
February 3, 2024
ନୂଆଦିଲ୍ଲୀ: ଦେଶରେ ଲୋକସଭା ନିର୍ବାଚନ ପାଇଁ ଆଉ ଅଧିକ ସମୟ ବାକି ନାହିଁ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନ୍ତରୀଣ ବଜେଟ ଆସିଛି । ଅଯୋଧ୍ୟାର ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ...
Home
ରାମ ପ୍ରସଙ୍ଗ ଜିତାଇବ ନିର୍ବାଚନ ! ବଜେଟରେ କାହାକୁ ସନ୍ତୁଷ୍ଟ କରିବାକୁ ଉଦ୍ୟମ କରିନାହାନ୍ତି ମୋଦି ସରକାର
businessodisha
-
February 1, 2024
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ମୋଦି ସରକାରଙ୍କ ଅନ୍ତରୀଣ ବଜେଟରୁ ଆଶ୍ୱସ୍ତି ମିଳିବ ବୋଲି ଲୋକେ ଆଶା ରଖିଥିଲେ । କିନ୍ତୁ ତାହା ହୋଇନାହିଁ । କୃଷକମାନେ ପିଏମ୍ କିଷାନ ସମ୍ମାନ ନିଧିର...
Home
ଗର୍ଭାଶୟ କ୍ୟାନସର ଟୀକାକରଣୟକୁ ୨୦୨୪ ବଜେଟରେ ବିଶେଷ ଗୁରୁତ୍ୱ
businessodisha
-
February 1, 2024
ନୂଆଦିଲ୍ଲୀ: ୨୦୨୪ ବଜେଟରେ ଭାରତରେ ମହିଳାଙ୍କଠାରେ ଚିହ୍ନଟ ହେଉଥିବା ଦ୍ୱିତୀୟ ସାଧାରଣ କର୍କଟ ରୋଗ ଗର୍ଭାଶୟ କ୍ୟାନସରକୁ ପ୍ରୋତ୍ସାହନ ମିଳିଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ଝିଅମାନଙ୍କୁ ଗର୍ଭାଶୟ କ୍ୟାନସର ପ୍ରତିଷେଧକ...
Home
ବଢ଼ୁଥିବା ଜନସଂଖ୍ୟା ପାଇଁ ବଜେଟରେ କମିଟି ! ଆଶ୍ଚର୍ଯ୍ୟଜନକ ଏହି ଘୋଷଣା
businessodisha
-
February 1, 2024
ନୂଆଦିଲ୍ଲୀ: ଜନସଂଖ୍ୟା ନିୟନ୍ତ୍ରଣ ଓ ଜନସଂଖ୍ୟା ପରିବର୍ତ୍ତନ ଆକଳନ ପାଇଁ ସରକାର ଏକ କମିଟି ଗଠନ କରିବାକୁ ପ୍ରସ୍ତାବ ଦେଇଛନ୍ତି । ଏହି କମିଟିରେ ଉଚ୍ଚ କ୍ଷମତା ରହିବ । ଏହି ପରିସ୍ଥିତିର...
Home
ଏଥର ୪୦ ହଜାର କୋଚକୁ ବନ୍ଦେ ଭାରତ ପରି କରାଯିବ- ଅର୍ଥମନ୍ତ୍ରୀ
businessodisha
-
February 1, 2024
ନୂଆଦିଲ୍ଲୀ: ରେଳ ଯାତ୍ରୀଙ୍କ ଆରାମଦାୟକ ଯାତ୍ରାକୁ ଧ୍ୟାନରେ ରଖି ୪୦,୦୦୦ ସାଧାରଣ ଟ୍ରେନ୍ କୋଚ୍ ବନ୍ଦେ ଭାରତ ଏକ୍ସପ୍ରେସ ପରି ପରିଣତ କରାଯିବ। ଏହାଦ୍ବାରା ଲକ୍ଷାଧିକ ଟ୍ରେନ ଯାତ୍ରୀ ଆରାମରେ ଯାତ୍ରା କରିପାରିବେ।...
Home
କିଷାନ ସମ୍ମାନ ନିଧି ୮ ହଜାର ଟଙ୍କାକୁ ବୃଦ୍ଧି କରିପାରନ୍ତି ସରକାର, ୨୦୧୯ରେ ହୋଇଥିଲା ଟିକସ ସୀମା ବୃଦ୍ଧି
businessodisha
-
January 31, 2024
ନୂଆଦିଲ୍ଲୀ: ବର୍ଷ ଥିଲା ୨୦୧୯ ଏବଂ ଲୋକସଭା ନିର୍ବାଚନ ହେବାର ଥିଲା । ପୂର୍ବରୁ ଫେବ୍ରୁଆରିରେ ବଜେଟ ଉପସ୍ଥାପନ ହେବାର ଥିଲା । ନିର୍ବାଚନ ପୂର୍ବରୁ ଉପସ୍ଥାପିତ ବଜେଟକୁ ଅନ୍ତରୀଣ ବଜେଟ କୁହାଯାଏ...
Home
ବଜେଟ ପୂର୍ବରୁ ସରକାରଙ୍କ ଉପହାର: ଶସ୍ତା ହୋଇପାରେ ମୋବାଇଲ ଫୋନ୍
businessodisha
-
January 31, 2024
ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବ୍ରୁଆରି ୧ରେ ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ଶେଷ ବଜେଟ ଉପସ୍ଥାପନ କରିବେ । ତେବେ ସରକାର ମୋବାଇଲ ଫୋନ ଇଣ୍ଡଷ୍ଟ୍ରିକୁ ଏକ ଉପହାର ଦେଇଛନ୍ତି ।...
Home
ପେଟ୍ରୋଲ-ଡିଜେଲ, ଆୟକରଠାରୁ ଆରମ୍ଭ କରି ଗୃହ ଋଣ ପର୍ଯ୍ୟନ୍ତ, ଲୋକସଭା ନିର୍ବାଚନ ପୂର୍ବରୁ ସରକାର କ’ଣ ଦେଇପାରିବେ
businessodisha
-
January 24, 2024
ନୂଆଦିଲ୍ଲୀ: ନରେନ୍ଦ୍ର ମୋଦି ସରକାର ନିଜର ଦ୍ୱିତୀୟ ପାଳିର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛନ୍ତି । ଫେବ୍ରୁଆରି ପହିଲାରେ ସରକାର ଏହି କାର୍ଯ୍ୟକାଳର ଶେଷ ବଜେଟ ଉପସ୍ଥାପନ କରିବେ । ଅଯୋଧ୍ୟା ରାମ ମନ୍ଦିରରେ...
Home
ଆଗାମୀ ବଜେଟରେ ବେତନଭୋଗୀଙ୍କୁ ଭଲ ଖବର ଦେବେ କି ନିର୍ମଳା ସୀତାରମଣ ?
businessodisha
-
January 24, 2024
ନୂଆଦିଲ୍ଲୀ: ଚଳିତ ବର୍ଷ ବଜେଟ ୨୦୨୪ର କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି । ପୂର୍ବ ବଜେଟରେ ବେତନଭୋଗୀ ଟିକସଦାତା (ଆୟକର ଦାତା) ଠକେଇର ଶିକାର ହୋଇଛନ୍ତି । କିନ୍ତୁ ଏଥର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କଠାରୁ...
Home
୨୦୨୪ ନିର୍ବାଚନ ପୂର୍ବରୁ ରାଜକୋଷ ଖୋଲିପାରନ୍ତି ମୋଦି ସରକାର, ବଜେଟରେ ମଧ୍ୟବିତ୍ତଙ୍କୁ ମିଳିପାରେ ବଡ଼ ଆଶ୍ୱସ୍ତି
businessodisha
-
January 23, 2024
ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପୂର୍ବରୁ ଉପସ୍ଥାପିତ ହେବାକୁ ଥିବା ଶେଷ ବଜେଟରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର କିଛି ବଡ଼ ଘୋଷଣା କରିପାରନ୍ତି । ଏଥିପାଇଁ ସବୁ ସ୍ତରରେ ମନ୍ଥନ ଚାଲିଛି...
1
2
Page 1 of 2
Latest news
ବିଜେପି ଓ ବିଜେଡିର ୱାର ରୁମ ମୁହାଁମୁହିଁ
March 27, 2024
ବିଜେପି-ବିଜେଡି ବନ୍ଧୁତାର ଭିତରି କଥା
March 7, 2024
କ୍ଷମତା, ଦଳ ଓ ରେକର୍ଡ ଚିନ୍ତା: ନବୀନ ପଟ୍ଟନାୟକଙ୍କ ପାଇଁ ଓଡ଼ିଶା ନିର୍ବାଚନ କାହିଁକି ସବୁଠାରୁ କଷ୍ଟକର?
March 7, 2024
କଂଗ୍ରେସ ୨୦୧୯ ସଂଖ୍ୟା ଛୁଇଁବାରେ ସକ୍ଷମ ହେବ ନାହିଁ କି?
March 6, 2024
ଓଡ଼ିଶାରେ ବିଜେଡି-ବିଜେପି ମେଣ୍ଟ ସ୍ଥିର ହୋଇଛି କି?
March 6, 2024
- Advertisement -