- Advertisement -spot_img

TAG

cash for query

ନୋଟ ବଦଳରେ ପ୍ରଶ୍ନ:ସାଂସଦଙ୍କୁ ଆଇନଗତ ମୁକ୍ତି ଦେବାକୁ ମନା କଲେ ସୁପ୍ରିମକୋର୍ଟ

୨୬ ବର୍ଷର ପୁରୁଣା ନିଷ୍ପତ୍ତି ଓଲଟିଲା ନୂଆଦିଲ୍ଲୀ: ଅର୍ଥ ନେଇ ଗୃହରେ ପ୍ରଶ୍ନ ପଚାରିବା କିମ୍ବା ଭୋଟ ପାଇଁ ଲାଞ୍ଚ ନେବା ଅଭିଯୋଗରେ ସାଂସଦ ଓ ବିଧାୟକଙ୍କ ବିରୋଧରେ ମାମଲା ରୁଜୁରୁ ମୁକ୍ତି ମାମଲାରେ...

ପ୍ରଶ୍ନ ବଦଳରେ ଟଙ୍କା ମାମଲା ବହୁତ ପୁରୁଣା, ମହୁଆଙ୍କ ଭଳି ମୁଦ୍‍ଗଲ ପ୍ରଶ୍ନ ପଚାରିଥିଲେ

ନେହେରୁ କ’ଣ ପଦକ୍ଷେପ ନେଇଥିଲେ ? ନୂଆଦିଲ୍ଲୀ: ନିକଟରେ 'କ୍ୟାସ୍ ଫର୍ କ୍ୱେରି' ମାମଲାରେ ମହୁଆ ମୋଇତ୍ରା ତାଙ୍କ ସାଂସଦ ପଦବୀ ହରାଇଛନ୍ତି । ଏବେ ସଂସଦର ସଦସ୍ୟତା ପୁନରୁଦ୍ଧାର ପାଇଁ ସେ ସଂଘର୍ଷ...

ବହିଷ୍କାର ଦିନଟି ଖୁସିର ନୁହେଁ : ନିଶିକାନ୍ତ ଦୁବେ

ନୂଆଦିଲ୍ଲୀ: ଦୁର୍ନୀତି ଏବଂ ଜାତୀୟ ନିରାପତ୍ତା ପ୍ରସଙ୍ଗରେ ଜଣେ ସାଂସଦଙ୍କୁ ବହିଷ୍କାର କରାଯିବା ଏକ ଦୁଃଖଦାୟକ ଦିନ ବୋଲି ମହୁଆ ମୋଇତ୍ରାଙ୍କ ବିରୋଧରେ କ୍ୟାସ ଫର କ୍ୱେରୀ ଅଭିଯୋଗ ଆଣିଥିବା ଲୋକସଭାର ବିଜେପି...

ମହୁଆଙ୍କ ଲୋକସଭା ସଦସ୍ୟତା ରଦ୍ଦ

କ୍ୟାସ୍ ଫର କ୍ୱେରି ମାମଲାର ରାୟ ବାଚସ୍ପତି କହିଲେ, ଗୃହର ମର୍ଯ୍ୟାଦା ପାଇଁ କଠୋର ନିଷ୍ପତ୍ତି ନେବାକୁ ପଡ଼ିବ ନୂଆଦିଲ୍ଲୀ: ନଗଦ ଟଙ୍କା ମାମଲାରେ ଫସିଥିବା ଟିଏମସି ସାଂସଦ ମହୁଆ ମୋଇତ୍ରା ସଂସଦର...

ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ବିରୋଧରେ ତଦନ୍ତ ଆରମ୍ଭ କଲା ସିବିଆଇ

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରାଙ୍କ ସମସ୍ୟା ବଢ଼ିବାରେ ଲାଗିଛି । ଦୁର୍ନୀତି ନିବାରଣ ଲୋକପାଳଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଲୋକସଭା ସଦସ୍ୟଙ୍କ ବିରୋଧରେ ପ୍ରାଥମିକ ତଦନ୍ତ ମାମଲା...

ମହୁଆଙ୍କୁ ମିଳିଲା ନୂଆ ଦାୟିତ୍ୱ : ବିଜେପିର ମୁକାବିଲା ପାଇଁ ଅଣ୍ଟାଭିଡ଼ିଲା ଟିଏମସି

ନୂଆଦିଲ୍ଲୀ: ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କୁ ଆଜି ଦଳ ନୂଆ ଦାୟିତ୍ୱ ଦେଇଛି । ତୃଣମୂଳ କଂଗ୍ରେସ ମହୁଆଙ୍କୁ କୃଷ୍ଣନଗର (ନଦିଆ ଉତ୍ତର)ର ଜିଲ୍ଲା ସଭାପତିଭାବେ ନିଯୁକ୍ତ କରିଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ...

କଂଗ୍ରେସ ସାଂସଦ ପ୍ରନୀତ କୌର ମହୁଆ ମୋଇତ୍ରାଙ୍କ ବିପକ୍ଷରେ ଭୋଟ୍ ଦେଇଛନ୍ତି

ନୂଆଦିଲ୍ଲୀ: ଟଙ୍କାକୁ ନେଇ ପ୍ରଶ୍ନ ପଚାରିବାରୁ ମହୁଆ ମୋଇତ୍ରାଙ୍କୁ ସାଂସଦ ପଦରୁ ବହିଷ୍କାର କରିବାକୁ ପ୍ରସ୍ତାବ ପାରିତ ହୋଇଛି । ଲୋକସଭାର ନୈତିକତା କମିଟି ମହୁଆଙ୍କୁ ବହିଷ୍କାର କରିବା ସଂକ୍ରାନ୍ତରେ ଏକ ସଂକଳ୍ପ...

ବାଚସ୍ପତି ଓମ୍ ବିର୍ଲାଙ୍କ ଉପରେ ନିଷ୍କ୍ରିୟତା ଅଭିଯୋଗ ଆଣିଲେ ମହୁଆ ମୋଇତ୍ରା

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରା ଗୁରୁବାର ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଚିଠି ଲେଖି ଅଭିଯୋଗ କରିଛନ୍ତି ଯେ ଲୋକସଭାର ସମସ୍ତ ପ୍ରକ୍ରିୟା ଏବଂ ନିୟମ ସମ୍ପୂର୍ଣ୍ଣଭାବେ ଭୁଶୁଡ଼ି ପଡ଼ିଛି...

‘ମହୁଆ ନିଜ ଲଢ଼େଇ ଲଢ଼ିପାରିବ’ : ଅଭିଷେକ

ଟିଏମସିକୁ ପ୍ରଥମ ଥର ପାଇଁ ସମର୍ଥନ ମିଳିଛି  କ'ଣ କାର୍ଯ୍ୟାନୁଷ୍ଠାନ ହେବ କହିଲେ ନୈତିକତା କମିଟି ଅଧ୍ୟକ୍ଷ ନୂଆଦିଲ୍ଲୀ: ଲୋକସଭାର ନୈତିକ କମିଟିର ତୃତୀୟ ବୈଠକ ପୂର୍ବରୁ ଟିଏମସି ରାଷ୍ଟ୍ରୀୟ ସମ୍ପାଦକ ଅଭିଷେକ...

ମହୁଆ ମୋଇତ୍ରାଙ୍କୁ ସାଂସଦ ପଦରୁ ବହିଷ୍କାର ପାଇଁ ସଂସଦୀୟ କମିଟି ସୁପାରିସ

୫୦୦ ପୃଷ୍ଠାର ରିପୋର୍ଟରେ ଟିଏମସି ସାଂସଦଙ୍କ କାର୍ଯ୍ୟକୁ ଆପତ୍ତିଜନକ ଓ ଅନୈତିକ ବୋଲି କୁହାଯାଇଛି ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରାଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ କରୁଥିବା ସଂସଦୀୟ କମିଟି ତାଙ୍କ...

Latest news

- Advertisement -spot_img