- Advertisement -spot_img

TAG

India

ଇଣ୍ଡି ମେଣ୍ଟ ବୈଠକ ପରେ ଡିସେମ୍ବର ୨୧ରେ ବସିବ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତିକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ କଂଗ୍ରେସର ସର୍ବୋଚ୍ଚ ନିଷ୍ପତ୍ତି ଗ୍ରହଣକାରୀ ସଂସ୍ଥା କଂଗ୍ରେସ କାର୍ଯ୍ୟକାରିଣୀ କମିଟି (ସିଡବ୍ଲ୍ୟୁସି) ଡିସେମ୍ବର ୨୧ରେ ଏକ ବୈଠକ ଡାକିଛି । ଇଣ୍ଡି...

ଇଣ୍ଡି ମେଣ୍ଟରୁ ଓହରିଯାଉଛି କି ଆପ୍ ?

କେଜ୍ରିୱାଲଙ୍କ ବୟାନକୁ ନେଇ ଚର୍ଚ୍ଚା ଜୋର ଧରିଛି ନୂଆଦିଲ୍ଲୀ: ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ୨୦୨୪ ପାଇଁ ସବୁ ଦଳର ପ୍ରସ୍ତୁତି ଜୋର ଧରିଛି । ବିଜେପିକୁ କେନ୍ଦ୍ରରୁ ହଟାଇବା ପାଇଁ...

କ’ଣ ରହିବ ଆସନ୍ତା କାଲିର ଇଣ୍ଡି ମେଣ୍ଟ ବୈଠକର ଏଜେଣ୍ଡା ?

ନୂଆଦିଲ୍ଲୀ: ମଙ୍ଗଳବାର ବିରୋଧୀ ମେଣ୍ଟ 'ଇଣ୍ଡିଆ'ର ବୈଠକ ବସିବ । ଏହି ବୈଠକରେ ପ୍ରମୁଖ ରାଜ୍ୟଗୁଡ଼ିକ ମଧ୍ୟରେ ଆସନ ବଣ୍ଟନ ଆଲୋଚନା ଉପରେ ଗୁରୁତ୍ୱ ଦିଆଯାଇପାରେ । ନିକଟରେ ହୋଇଥିବା ବିଧାନସଭା ନିର୍ବାଚନରେ...

‘ବ୍ରହ୍ମାଣ୍ଡର କୌଣସି ଶକ୍ତି ଧାରା-୩୭୦କୁ ଫେରାଇ ଆଣିପାରିବ ନାହିଁ’

ବିରୋଧୀଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ ପ୍ରଧାନମନ୍ତ୍ରୀ ମୋଦି ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା-୩୭୦ ଉଚ୍ଛେଦ ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ମୋଦି ସରକାରଙ୍କ ମନୋବଳ ବୃଦ୍ଧି ପାଇଛି । ଯେଉଁମାନେ ଏହାକୁ ନେଇ ରାଜନୀତି କରୁଛନ୍ତି...

ବିଜେପି ଶେଷ ନିର୍ବାଚନ ଭଳି ଲଢୁଛି:ଚିଦାମ୍ବରମ

୨୦୨୪ ବିଜେପି ଆଡ଼କୁ ଜନମତ କଂଗ୍ରେସ ନେତୃତ୍ୱ ନିଜର ଦୁର୍ବଳତା ଦୂର କରନ୍ତୁ ନୂଆଦିଲ୍ଲୀ: ଆଗାମୀ ୨୦୨୪ ଲୋକସଭା ନିର୍ବାଚନର ପବନ ବିଜେପି ଆଡ଼କୁ ବହୁଛି ବୋଲି କଂଗ୍ରେସ ରାଜ୍ୟସଭା ସାଂସଦ ତଥା...

୨୦୨୪ରେ ବିଜେପି ୟୁପିରୁ ୭୪ଟି ଆସନ ସହ ଇତିହାସ ସୃଷ୍ଟି କରିବାକୁ ଯାଉଛି କି ?

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪କୁ ନେଇ ରାଜନୀତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏଥିପାଇଁ ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏହି କ୍ରମରେ ବିରୋଧୀ ଇଣ୍ଡି ମେଣ୍ଟ...

‘ମୁଁ ନୁହେଁ, ଆମେ’ ସ୍ଲୋଗାନ୍ ମୋଦିଙ୍କୁ ଟକ୍କର ଦେବ ଇଣ୍ଡି ମେଣ୍ଟ

ବିରୋଧୀ ଦଳର ଉଦ୍ଦେଶ୍ୟ ବଖାଣିଲା କଂଗ୍ରେସ ଡିସେମ୍ବର ୧୯ରେ ଇଣ୍ଡି ମେଣ୍ଟର ପରବର୍ତ୍ତୀ ବୈଠକ ନୂଆଦିଲ୍ଲୀ: ଡିସେମ୍ବର ୧୯ତାରିଖରେ ଦିଲ୍ଲୀରେ ହେବାକୁ ଥିବା ବିରୋଧୀ ଇଣ୍ଡି ମେଣ୍ଟର ପରବର୍ତ୍ତୀ ବୈଠକ ହେବ ।...

ନୀତୀଶଙ୍କ ‘ବ୍ରହ୍ମାସ୍ତ୍ର’କୁ ନଷ୍ଟ କଲେ ରାହୁଲ ଗାନ୍ଧି

ଲୋକସଭା ନିର୍ବାଚନରେ କେମିତି ଖେଳିବେ ମଣ୍ଡଳ ପାର୍ଟ-୨ ନୂଆଦିଲ୍ଲୀ: ୨୨ ଜୁନ୍ ୨୦୨୩ରେ ପାଟନାରେ ଇଣ୍ଡି ମେଣ୍ଟର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ରାହୁଲ, ମମତା, ନୀତୀଶ, ତେଜସ୍ୱୀ ଓ...

ଚିତ୍ର କହୁଛି: ହତାଶ, ନିରାଶ କଂଗ୍ରେସ ପାଇଁ ୨୪ର ବାଟ କେମିତି ବାହାରିବ ?

ନୂଆଦିଲ୍ଲୀ: ୪ଟି ରାଜ୍ୟର ନିର୍ବାଚନ ଫଳାଫଳରେ କଂଗ୍ରେସ ୧ - ୩ରେ ପରାସ୍ତ ହେବା ପରେ ଇଣ୍ଡି ମେଣ୍ଟର ଦଳଗୁଡ଼ିକର ସମାଲୋଚନାର ଶିକାର ହୋଇଛି ମହାମେଣ୍ଟ । ନିର୍ବାଚନ ପରାଜୟ ପରେ କଂଗ୍ରେସ...

ଜମିଦାରୀ ମାନସିକତା ଯୋଗୁଁ କଂଗ୍ରେସ ହାରିଲା

୪ଟି ରାଜ୍ୟରେ ପରାଜୟ ଇଣ୍ଡି ମେଣ୍ଟକୁ ପ୍ରଭାବିତ କରିବ: ଟିଏମସି ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ ତା’ର ମୁଖପତ୍ର ‘ଜାଗୋ ବଙ୍ଗଳା’ରେ ଭାରତୀୟ ଜାତୀୟ ବିକାଶମୂଳକ ସମାବେଶୀ ମେଣ୍ଟ (ଏନଏନଡିଆଇଏ)ର ସହଯୋଗୀ କଂଗ୍ରେସକୁ ଟାର୍ଗେଟ୍...

Latest news

- Advertisement -spot_img