- Advertisement -spot_img

TAG

JDU

ନୀତୀଶ କୁମାରଙ୍କ ପାଇଁ କାହିଁକି ଖୋଲିଲା ବିଜେପିର ଦ୍ୱାର: ନୀତୀଶ ପହଞ୍ଚିବାମାତ୍ରେ ଭାଙ୍ଗିଯିବ ଇଣ୍ଡି ମେଣ୍ଟ

ନୂଆଦିଲ୍ଲୀ: ରାଜନୀତିରେ କୌଣସି ଦ୍ୱାର ସ୍ଥାୟୀଭାବେ ବନ୍ଦ ହୋଇନଥାଏ । ଏଠାରେ କବାଟ ବନ୍ଦ ହେଲେ ଖୋଲିଥାଏ । - ସୁଶୀଲ କୁମାର ମୋଦୀ, ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ (ଜାନୁଆରୀ ୨୭ରେ ଦିଲ୍ଲୀରୁ...

ଆସନ୍ତାକାଲି ପୂର୍ବାହ୍ନ ୧୦ଟାରେ ଇସ୍ତଫା ଦେଇ ୨ ଉପମୁଖ୍ୟମନ୍ତ୍ରୀଙ୍କ ସହ ଶପଥ ନେବେ ନୀତିଶ କୁମାର

ନୂଆଦିଲ୍ଲୀ:ବିହାରରେ ନୀତୀଶ-ଲାଲୁ ମେଣ୍ଟ ଭାଙ୍ଗିଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ନୀତୀଶ ରବିବାର ପୂର୍ବାହ୍ନ ୧୦ଟାରେ ରାଜ୍ୟପାଳଙ୍କୁ ଇସ୍ତଫା ଦେବେ । ସେମାନେ ନୂଆ ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିବେ...

ଯଦି ନୀତୀଶ କୁମାର ଏନଡିଏକୁ ଫେରିଲେ ଉଭୟ ବିଜେପି ଓ ଜେଡିୟୁକୁ କେମିତି ଫାଇଦା ହେବ ?

ନୂଆଦିଲ୍ଲୀ: ବିହାର ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି । ଏହି ରାଜନୈତିକ ଅଚଳାବସ୍ଥାର ସିଧାସଳଖ ପ୍ରଭାବ ଆଗାମୀ ଲୋକସଭା ନିର୍ବାଚନ ଉପରେ ପଡ଼ିବ । ସବୁ ଦିଗରୁ ସମାନ ପ୍ରଶ୍ନ ଉଠୁଛି ।...

ବିହାରରେ ମହାମେଣ୍ଟ ଭାଙ୍ଗିବା ପ୍ରାୟ ନିଶ୍ଚିତ !

ଲାଲୁ ଯାଦବ ମଧ୍ୟ ନୀତୀଶ କୁମାରଙ୍କ ରହିବାର ଆଶା ଛାଡ଼ି ଦେଲେ, କହିଲେ- 'ଏବେ ସେ...' ନୂଆଦିଲ୍ଲୀ: ବିହାରର ସାମ୍ପ୍ରତିକ ରାଜନୈତିକ ସ୍ଥିତିକୁ ଦେଖିଲେ ଲାଗୁଛି ଯେ ମହାମେଣ୍ଟ ଭାଙ୍ଗିବା ନେଇ ନିଷ୍ପତ୍ତି ନିଆଯାଇଛି ଏବଂ...

ଲୋକସଭା ନିର୍ବାଚନ ପୂର୍ବରୁ ପୁରୁଣା ସହଯୋଗୀଙ୍କୁ ଏକାଠି କରି ନୂଆ ସମ୍ପର୍କ ସୁଦୃଢ଼ କରିବାକୁ ଚାହୁଁଛି ବିଜେପି

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନରେ ୨୦୧୯ରେ ହାସଲ କରିଥିବା ୩୦୩ଟି ଆସନକୁ ଅତିକ୍ରମ କରି ନିଜର ସର୍ବୋଚ୍ଚ ଆସନ ହାସଲ କରିବାକୁ ଲକ୍ଷ୍ୟ ରଖିଥିବା ବିଜେପି ମଧ୍ୟ ମେଣ୍ଟ ପାଇଁ ପ୍ରସ୍ତୁତ ରହିଛି...

ଗୋଟିଏ ପଟେ ଆଉ ୫ ଅଧିକ ଓ ଅନ୍ୟପଟେ ୬ କମ୍, ଆରଜେଡି ଓ ବିଜେପି ମଧ୍ୟରେ ଫସି ରହିଛନ୍ତି ନୀତୀଶ

ନୂଆଦିଲ୍ଲୀ: ବିଜେପିର କେନ୍ଦ୍ରୀୟ ନେତୃତ୍ୱ (ପିଏମ ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହା) ବ୍ୟତୀତ ନୀତୀଶ କୁମାର ଅନ୍ୟ କାହା ସହ ଯୋଗାଯୋଗରେ ନାହାନ୍ତି ବୋଲି ଚର୍ଚ୍ଚା ହେଉଛି । ବିହାର ବିଜେପିର...

ଆଠ ବିଧାୟକଙ୍କ ସମର୍ଥନ ତଲାସରେ ଲାଲୁ ଯାଦବ !

ନୂଆଦିଲ୍ଲୀ: ବିହାରରେ ଜେଡିୟୁ ଓ ଆରଜେଡି ମଧ୍ୟରେ ମତଭେଦ ଏବଂ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଶାସକ ମେଣ୍ଟ ଭାଙ୍ଗିବା ନେଇ କଳ୍ପନାଜଳ୍ପନା ଚାଲିଥିବାବେଳେ ଆରଜେଡିକୁ ସମର୍ଥନ କରୁଥିବା ବିଧାୟକଙ୍କ ସଂଖ୍ୟା ଦୃଷ୍ଟିରୁ ଲାଲୁ...

ନୀତୀଶ କୁମାର ପୁଣି ଥରେ ‘ପଲଟୁ ରାମ’ ମୋଡ଼ରେ କାହିଁକି ?

ନୂଆଦିଲ୍ଲୀ: ଦୁଇ ଶାସକ ସହଯୋଗୀ ଜନତା ଦଳ (ୟୁନାଇଟେଡ୍) ଏବଂ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ମଧ୍ୟରେ ସମ୍ପର୍କରେ ନୂଆ ତିକ୍ତତା ମଧ୍ୟରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପୁଣିଥରେ ବିଜେପି ସହ ହାତ...

ବିହାରରେ ଆରମ୍ଭ ହେଲା ରାଜନୈତିକ ବିସ୍ଫୋରଣ, ଠାକୁରଙ୍କ ନାଁରେ ବଦଳିପାରନ୍ତି ନୀତୀଶ

ନୂଆଦିଲ୍ଲୀ: ବିହାରରେ କ୍ଷମତା ସମୀକରଣ ବଦଳାଇବାକୁ ଆଉମାତ୍ର କିଛି ସମୟ ବାକି ରହିଛି । କେବଳ ଗୋଟିଏ ପ୍ରସଙ୍ଗରେ ଦୁଇଦଳ ମଧ୍ୟରେ ବିବାଦ ଲାଗି ରହିଛି । ଅନ୍ୟସବୁ ପ୍ରସଙ୍ଗରେ ଉଭୟ ପକ୍ଷରୁ...

ବିହାର ବିଧାନସଭା ଭଙ୍ଗ କରିବେ ନୀତୀଶ କୁମାର !

ଏନଡିଏକୁ ଫେରିବା ପାଇଁ ବଡ଼ ସର୍ତ୍ତ ରଖିଲା ବିଜେପି ନୂଆଦିଲ୍ଲୀ: ଶୀତ ଦିନେ ବି ବିହାର ରାଜନୀତି ଗରମ ଅନୁଭବ କରୁଛି । ଶୁକ୍ରବାର ତୁଳନାରେ ଶନିବାର ଶାନ୍ତିଶୃଙ୍ଖଳାର ସହ ଅତିବାହିତ ହୋଇଛି ।...

Latest news

- Advertisement -spot_img