- Advertisement -spot_img

TAG

MODI

ସାମାନ୍ୟ ରାଜନୈତିକ ଫାଇଦା କିନ୍ତୁ ବହୁମୂଲ୍ୟ ଦେବାକୁ ପଡ଼ିବ… ମାଗଣା ସଂସ୍କୃତିକୁ ନେଇ ଦେଶକୁ ଚେତାବନୀ ଦେଲେ ପ୍ରଧାନମନ୍ତ୍ରୀ

ଲୋକପ୍ରିୟ ନୀତିର ସ୍ୱଳ୍ପକାଳୀନ ରାଜନୈତିକ ପରିଣାମ ରହିଛି ଦେଶକୁ ଦୀର୍ଘକାଳୀନଭାବେ ବିପୁଳ ସାମାଜିକ ଓ ଅର୍ଥନୈତିକ ମୂଲ୍ୟ ଦେବାକୁ ପଡ଼ିବ ରାଜନୈତିକ ସ୍ଥିରତା ଯୋଗୁଁ ଅନେକ ସଂସ୍କାର ହୋଇଛି, ବିକାଶ ଦୃଶ୍ୟମାନ...

‘ଏକ ଦେଶ, ଗୋଟିଏ ନିର୍ବାଚନ’ ନୂଆ ନୁହେଁ: ୨୦୧୯ରେ ଅଟକି ଯାଇଥିଲା

ନୂଆଦିଲ୍ଲୀ: ସେପ୍ଟେମ୍ବର ୧୮ରୁ ୨୨ ପର୍ଯ୍ୟନ୍ତ ୫ ଦିନ ପାଇଁ ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି ମୋଦି ସରକାର । ଏହାର ଏଜେଣ୍ଡା କ’ଣ ହେବ, ସରକାର ଏ ନେଇ କିଛି କହିନାହାନ୍ତି...

‘ଇଣ୍ଡିଆ’ ପାଇଁ ମୋଦୀଙ୍କ ଚକ୍ରବ୍ୟୁହ ‘ଏକ ରାଷ୍ଟ୍ର, ଗୋଟିଏ ନିର୍ବାଚନ’ର ଯୋଜନା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ବିରୋଧୀଙ୍କ ମଧ୍ୟରେ ଲୁଚକାଳି ଖେଳ ଚାଲିଛି । ବିରୋଧୀମାନେ ସେମାନଙ୍କୁ ଘେରିବାକୁ ଚେଷ୍ଟା କରିବାମାତ୍ରେ ମୋଦି ଏକ ନୂଆ ଗୋଟି ଫିଙ୍ଗି ଦେଉଛନ୍ତି ।...

ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ! ବିରୋଧୀମାନେ ଅସ୍ଥିର ନୁହଁନ୍ତି, ୫ ଦିନିଆ ସଂସଦ ଅଧିବେଶନ ପୂର୍ବରୁ ସରକାର ବଡ଼ ବାଜି ଖେଳିଛନ୍ତି

ନୂଆଦିଲ୍ଲୀ: ସେପ୍ଟେମ୍ବର ୧୮ରୁ ସେପ୍ଟେମ୍ବର ୨୨ ପର୍ଯ୍ୟନ୍ତ ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ସରକାର ଘୋଷଣା କରିଛନ୍ତି । ଏହି ସ୍ୱତନ୍ତ୍ର ଅଧିବେଶନର ପ୍ରସଙ୍ଗ ସାମ୍ନାକୁ ଆସିବାମାତ୍ରେ ରାଜନୈତିକ ମହଲରେ କଳ୍ପନାଜଳ୍ପନା ଆରମ୍ଭ...

୨୦୨୪ରେ ଲାଲକିଲ୍ଲାରୁ ‘ଆୟେଗା ତୋ ମୋଦି ହି’ ସ୍ଲୋଗାନ ଦେଇଥିବା ପ୍ରଧାନମନ୍ତ୍ରୀଙ୍କୁ ବିରୋଧୀଙ୍କ ଇଣ୍ଡଆ କେମିତି ଅଟକାଇବ ?

ନୂଆଦିଲ୍ଲୀ: ବିରୋଧୀ ମେଣ୍ଟ ଆଇଏନଡିଆଇଏର ତୃତୀୟ ବୈଠକ ମୁମ୍ବାଇରେ ଚାଲିଛି । ୨୬ ଟି ଦଳର ଏହି ମେଣ୍ଟର ପ୍ରଥମ ବୈଠକ ପରେ ଏହାର ଅନ୍ୟତମ ଶକ୍ତିଶାଳୀ ସହଯୋଗୀ ଏନସିପି ବିଭାଜିତ ହୋଇଯାଇଛି...

ସଂସଦ ସ୍ୱତନ୍ତ୍ର ଅଧିବେଶନରେ ୟୁନିଫର୍ମ କୋଡ୍, ସିଙ୍ଗଲ୍ ପୋଲ୍, ମହିଳା ସଂରକ୍ଷଣ: ସୂତ୍ର

ନୂଆଦିଲ୍ଲୀ : ସେପ୍ଟେମ୍ବର ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ଡକାଯାଇଥିବା ସଂସଦର ସ୍ୱତନ୍ତ୍ର ଅଧିବେଶନରେ କେନ୍ଦ୍ର ସରକାର ଗୋଟିଏ ଦେଶ, ଗୋଟିଏ ନିର୍ବାଚନ, ୟୁନିଫର୍ମ ସିଭିଲ କୋଡ୍ ଏବଂ ମହିଳା ସଂରକ୍ଷଣ ସଂକ୍ରାନ୍ତ...

‘ଦେଶ ବାହାରକୁ ପଠାଯାଉଛି ୧ ବିଲିୟନ ଡଲାର’ କାହାର ?

ଆଦାନୀ ମାମଲାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶ୍ନ କଲେ ରାହୁଲ ଗାନ୍ଧି ମୁମ୍ବାଇ: ବିରୋଧୀ ମେଣ୍ଟ 'ଇଣ୍ଡିଆ'ର ବୈଠକରେ ଯୋଗ ଦେବା ପାଇଁ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧି ଗୁରୁବାର ମୁମ୍ବାଇରେ...

ସମୟ ପୂର୍ବରୁ ହେବ ଲୋକସଭା ନିର୍ବାଚନ ୨୦୨୪, ଜାଣନ୍ତୁ ୫ ପଏଣ୍ଟରେ ବିଜେପିର ସମ୍ପୂର୍ଣ୍ଣ ଯୋଜନା

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶନିବାର ଦାବି କରିଛନ୍ତି ଯେ ଲୋକସଭା ନିର୍ବାଚନ ମେ ମାସରେ ନୁହେଁ ବରଂ ଡିସେମ୍ବରରେ ହେବ । ଲୋକସଭା ନିର୍ବାଚନ ପାଇଁ ବିଜେପି ହେଲିକପ୍ଟର ବୁକ୍...

ପାକିସ୍ତାନ ଓ ସାଉଦି ସମେତ ୪୦ଟି ଦେଶ ବ୍ରିକ୍ସ ସଂଗଠନର ସଦସ୍ୟ ହେବା ପାଇଁ ଦୌଡ଼ରେ ଅଛନ୍ତି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ୧୫ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ବାହାରିଛନ୍ତି । ଭାରତୀୟ ସମୟ ଅନୁଯାୟୀ ସନ୍ଧ୍ୟା ପ୍ରାୟ ୫ଟା ୧୫ରେ ସେ ଦକ୍ଷିଣ ଆଫ୍ରିକାରେ ପହଞ୍ଚିବେ...

‘କମଣ୍ଡଳ ପରେ ପୁଣି ଫେରିଲା ମଣ୍ଡଳ ରାଜନୀତି’: ବିଶ୍ୱକର୍ମା ଯୋଜନାରେ ଓବିସିଙ୍କ ପାଇଁ ୩୦%  ସଂରକ୍ଷଣ କଲା ବିଜେପି; ଅନ୍ୟ ଦଳର ପ୍ରସ୍ତୁତି କ’ଣ ?

ନୂଆଦିଲ୍ଲୀ: ୧୯୯୦ ମସିହା ଅଗଷ୍ଟ ୭ ତାରିଖରେ ପ୍ରଧାନମନ୍ତ୍ରୀ ଭିପି ସିଂହଙ୍କ ସରକାର ସାରା ଦେଶରେ ପଛୁଆ ବର୍ଗଙ୍କ ପାଇଁ ୨୭% ସଂରକ୍ଷଣ ଘୋଷଣା କରିଥିଲେ । ତତ୍କାଳୀନ ପଛୁଆ ବର୍ଗ ଆୟୋଗଙ୍କ...

Latest news

- Advertisement -spot_img