- Advertisement -spot_img

TAG

MP

ସମ୍ବିଧାନରେ ଉପମୁଖ୍ୟମନ୍ତ୍ରୀ ଭଳି ପଦବୀର ଉଲ୍ଲେଖ ନାହିଁ, ତା’ହେଲେ କାହିଁକି ବୃଦ୍ଧି ପାଉଛି ?

ନୂଆଦିଲ୍ଲୀ: ଦେଶର ସମ୍ବିଧାନରେ ଉପମୁଖ୍ୟମନ୍ତ୍ରୀ ପଦ ବିଷୟରେ କୌଣସି ସ୍ଥାନରେ ଉଲ୍ଲେଖ ନାହିଁ । ଏହାସତ୍ତ୍ୱେ ବିଗତ କିଛିବର୍ଷ ମଧ୍ୟରେ ଏହି ପଦବୀର ଟ୍ରେଣ୍ଡ ବଢ଼ିବାରେ ଲାଗିଛି । ସାମ୍ପ୍ରତିକ ରାଜନୈତିକ ପରିସ୍ଥିତିରେ...

ତିନି ରାଜ୍ୟର ମୁଖ୍ୟମନ୍ତ୍ରୀ ଚୟନରେ ୨୦୨୪ ବାଜି ଚଳାଇବ ବିଜେପି !

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ସେମିଫାଇନାଲ ଫଳାଫଳ ଆସିବାର ସପ୍ତାହେ ବିତିଗଲାଣି । ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିଜେପିକୁ ବିପୁଳ ବିଜୟ ମିଳିଛି । ତେବେ ବିଜୟୀ ରାଜ୍ୟଗୁଡ଼ିକରେ ଦଳର ନୂଆ ଅଧିନାୟକ...

୪ଟି ରାଜ୍ୟର ୪୭ଟି ଆସନରେ ନୋଟାକୁ ବିଜୟ ବ୍ୟବଧାନଠାରୁ ଅଧିକ ଭୋଟ ମିଳିଛି

ନୂଆଦିଲ୍ଲୀ: ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ନୋଟା (ନୋ ଅଫ୍ ଦି ଏବଭ) ବିକଳ୍ପକୁ ଉଚ୍ଛେଦ କରିବାକୁ ଆହ୍ୱାନ ଦେଇଥିଲେ । ନୋଟା...

ୟୁପିରେ ଭାଙ୍ଗିବାକୁ ଯାଉଛି ଇଣ୍ଡି ମେଣ୍ଟ !

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନରେ କେନ୍ଦ୍ରରେ ମୋଦି ସରକାରକୁ ଉଚ୍ଛେଦ କରିବା ପାଇଁ ଇଣ୍ଡି ମେଣ୍ଟର ଏକତା ଭୁଶୁଡ଼ି ପଡ଼ିଥିବା ଜଣାପଡ଼ିଛି । ଗୋଟିଏ ପଟେ ଲୋକସଭା ନିର୍ବାଚନର ସେମିଫାଇନାଲ କୁହାଯାଉଥିବା ୫ଟି...

ଏକଜିଟ୍ ପୋଲ ନେତାଙ୍କ ନିଦ ଉଡ଼ାଇ ଦେଇଛି: ବିଜେପି କରୁଛି ବୈଠକ, କଂଗ୍ରେସର ମନରେ ଝୁଲୁଛି ଲଡୁ !

ନୂଆଦିଲ୍ଲୀ: ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳକୁ ଅପେକ୍ଷା କରାଯାଇଛି । ରାଜ୍ୟରେ କେଉଁ ଦଳର ଶାସନ ଚାଲିବ ତାହା ଡିସେମ୍ବର ୩ରେ ଜଣାପଡ଼ିବ । କିନ୍ତୁ ଫଳାଫଳ କେବଳ ସେହି ଦୃଷ୍ଟିରୁ...

୫ଟି ରାଜ୍ୟରୁ ୧୭୬୦ କୋଟି ଟଙ୍କାର ମଦ ଓ ନଗଦ ଟଙ୍କା ଜବତ : ନିର୍ବାଚନ କମିଶନ

ନୂଆଦିଲ୍ଲୀ : ୫ଟି ରାଜ୍ୟରୁ ୧୭୬୦ କୋଟି ଟଙ୍କାର ମଦ, ନିଶାଦ୍ରବ୍ୟ, ନଗଦ ଟଙ୍କା ଓ ଦାମୀ ଧାତୁ ଜବତ କରାଯାଇଛି ବୋଲି ନିର୍ବାଚନ କମିଶନ କହିଛନ୍ତି । ଭୋଟରଙ୍କୁ ଆକୃଷ୍ଟ କରିବା...

ସାଂସଦ-ବିଧାୟକଙ୍କ ବିରୋଧରେ ଥିବା ଅପରାଧିକ ମାମଲାର ତ୍ୱରିତ ସମାଧାନ ପାଇଁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସାଂସଦ-ବିଧାୟକଙ୍କ ବିରୋଧରେ ବିଚାରାଧୀନ ମାମଲାଗୁଡ଼ିକର ତ୍ୱରିତ ସମାଧାନ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ହାଇକୋର୍ଟକୁ ବିଚାରକୁ ନେଇ ମାମଲା ରୁଜୁ କରି ସ୍ୱତନ୍ତ୍ର ସାଂସଦ-ବିଧାୟକ ଅଦାଲତରେ ଚାଲିଥିବା ମାମଲାର...

Latest news

- Advertisement -spot_img