- Advertisement -spot_img

TAG

NCERT

ବିଦ୍ୟାଳୟରେ ପ୍ରଥମ ଥର କ୍ରେଡିଟ୍ ବ୍ୟବସ୍ଥା: ୧୨୦୦ ଘଣ୍ଟା ପାଠପଢ଼ାରେ ମିଳିବ ୪୦ ମାର୍କ

ଆସନ୍ତା ଅଧିବେଶନରୁ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରିବାକୁ ଯୋଜନା ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଆସନ୍ତା ଶିକ୍ଷାବର୍ଷ ଅର୍ଥାତ୍ ୨୦୨୪-୨୫ ଶିକ୍ଷାବର୍ଷରୁ ବିଦ୍ୟାଳୟଗୁଡ଼ିକରେ କ୍ରେଡିଟ୍ ବ୍ୟବସ୍ଥା ଲାଗୁ କରିବାକୁ...

ଓଡ଼ିଶା ସମେତ ୫ଟି ରାଜ୍ୟ ଶିକ୍ଷାଗତ ସଫଳତା ସର୍ବେକ୍ଷଣରୁ ନିଜକୁ ଦୂରେଇ ରଖିଲେ

ନୂଆଦିଲ୍ଲୀ: ଜାତୀୟ ମୂଲ୍ୟାୟନ ନିୟାମକ ପାରଖ ଦ୍ୱାରା ପ୍ରଥମ ଥର ପାଇଁ କରାଯାଇଥିବା ରାଜ୍ୟ ଶିକ୍ଷାଗତ ସଫଳତା ସର୍ବେକ୍ଷଣରେ ଓଡ଼ିଶା ସମେତ ଦିଲ୍ଲୀ, ପଶ୍ଚିମବଙ୍ଗ, ଛତିଶଗଡ଼ ଓ ରାଜସ୍ଥାନ ଭଳି ଅଣ-ବିଜେପି ଶାସିତ...

ସ୍କୁଲ ପାଠ୍ୟପୁସ୍ତକରେ ମହାଭାରତ, ରାମାୟଣକୁ ଅନ୍ତର୍ଭୁକ୍ତ କରିବାକୁ ଏନସିଇଆରଟି କମିଟି ସୁପାରିସ

ନୂଆଦିଲ୍ଲୀ : ସାମାଜିକ ବିଜ୍ଞାନର ବିଦ୍ୟାଳୟ ପାଠ୍ୟକ୍ରମସଂଶୋଧନ ପାଇଁ ଜାତୀୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏନସିଇଆରଟି) ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଥିଲା । ରାମାୟଣ ଓ ମହାଭାରତ ଭଳି...

Latest news

- Advertisement -spot_img