- Advertisement -spot_img

TAG

Nitish

ବିହାରରେ ଜେଡିୟୁ-ବିଜେପି ପୁନଃମେଣ୍ଟ ! କେବଳ ଘୋଷଣାକୁ ଅପେକ୍ଷା

ନୂଆଦିଲ୍ଲୀ: ମକର ସଂକ୍ରାନ୍ତି ପରେ ବିହାର ରାଜନୀତିରେ ବଡ଼ ଧରଣର ପରିବର୍ତ୍ତନ ହୋଇପାରେ ବୋଲି ଲଗାତାର ଚର୍ଚ୍ଚା ହେଉଥିଲା । ଇଣ୍ଡି ମେଣ୍ଟ ଗଠନରେ ନୀତୀଶ କୁମାର ମୁଖ୍ୟ ଭୂମିକା ଗ୍ରହଣ କରିଥିବାରୁ...

ନୀତୀଶ କୁମାର ଏନଡିଏକୁ ଫେରିବାର ଶାହାଙ୍କ ସବୁଜ ସଙ୍କେତ

ନୂଆଦିଲ୍ଲୀ: ବିହାରରେ ଆଜିକାଲି ରାଜନୀତି ଗରମ ହୋଇଯାଇଛି । ଏକ ଖବରକାଗଜକୁ ଦେଇଥିବା ସାକ୍ଷାତ୍‍କାରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବୟାନ ରାଜନୀତିକ ପାଣିପାଗକୁ ଆହୁରି ଗରମ କରିଛି । ଲାଲୁ ପ୍ରସାଦ...

ବିହାରେ ଆସନ ବଣ୍ଟନ ସତ୍ତ୍ୱେ ଘୋଷଣାରେ ବିଳମ୍ବ କାହିଁକି ?

ନୂଆଦିଲ୍ଲୀ: ବିହାରରେ ଇଣ୍ଡି ମେଣ୍ଟ ମଧ୍ୟରେ ଆସନ ବଣ୍ଟନ କରାଯାଇଛି । କେବଳ ଘୋଷଣା ଏପର୍ଯ୍ୟନ୍ତ ହୋଇନାହିଁ । ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ କାରଣରୁ ଏହାର ଘୋଷଣା ଅଟକି ଯାଇଛି...

ଇଣ୍ଡି ମେଣ୍ଟର ଆବାହକ ହେବାକୁ କାହିଁକି ମନା କଲେ ନୀତୀଶ କୁମାର

ନୂଆଦିଲ୍ଲୀ: ନୀତୀଶ କୁମାରଙ୍କ ପଦକ୍ଷେପକୁ ନେଇ ବିରୋଧୀ ଇଣ୍ଡି ମେଣ୍ଟର ସଦସ୍ୟ ଦଳମାନେ ଅସନ୍ତୁଷ୍ଟ ଅଛନ୍ତି । ପାଟନାରେ ବିରୋଧୀ ଦଳର ପ୍ରଥମ ସମାବେଶଠାରୁ ଆରମ୍ଭ କରି ଭର୍ଚୁଆଲ ବୈଠକ ପର୍ଯ୍ୟନ୍ତ ନୀତୀଶଙ୍କୁ...

ଇଣ୍ଡି ମେଣ୍ଟ : ମଲ୍ଲିକାର୍ଜୁନ ଖଡଗେ ଅଧ୍ୟକ୍ଷ, ନୀତୀଶ ଆବାହାକ !

ନୂଆଦିଲ୍ଲୀ: କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେଙ୍କୁ ଶନିବାର ବିରୋଧୀ ଦଳର ଅଧ୍ୟକ୍ଷଭାବେ ମନୋନୀତ କରାଯାଇଛି । ସେହିପରି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ମଧ୍ୟ ଆବାହକ ପଦ ପାଇଁ ମନୋନୀତ କରାଯାଇଛି ।...

ଏନଡିଏରେ ଯୋଗ ଦେବା ପାଇଁ ନୀତିଶଙ୍କ ପାଇଁ ପ୍ରସ୍ତୁତ ରାଜନୈତିକ ମଇଦାନ !

ଜେଡିୟୁର ୧୭ ଆସନ ଦାବିରେ ଲୁଚିଛି ବଡ଼ ରହସ୍ୟ ନୂଆଦିଲ୍ଲୀ: ବିଧାୟକଙ୍କ ସଂଖ୍ୟା ଦୃଷ୍ଟିକୋଣରୁ ନୀତୀଶ କୁମାର ବର୍ତ୍ତମାନ ବିହାରର ତୃତୀୟ ପ୍ରମୁଖ ରାଜନୈତିକ ଦଳର ନେତା ଅଛନ୍ତି । ସାଂସଦଙ୍କ ଦୃଷ୍ଟିରୁ ସେମାନେ...

ନୀତୀଶ କୁମାର ଇଣ୍ଡି ମେଣ୍ଟରେ ନିଜର ଆଧିପତ୍ୟକୁ ମାନିବାକୁ ବାଧ୍ୟ କରିଛନ୍ତି

ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବଢ଼ୁଥିବା ବୟସ ଏବଂ ମାନସିକ ସ୍ଥିତିକୁ ନେଇ ଲୋକେ ଚିନ୍ତିତ ଅଛନ୍ତି । ଏଥିପାଇଁ ବିରୋଧୀମାନେ ତାଙ୍କୁ କଡ଼ା ସମାଲୋଚନା ମଧ୍ୟ କରୁଛନ୍ତି । କିନ୍ତୁ...

ନୂଆ ରାଜନୈତିକ ସ୍କ୍ରିପ୍ଟ ଲେଖିଲେ ନୀତୀଶ

ଧୀରେ ଧୀରେ ଅସ୍ତ ହେଉଛି ଉଦୀୟମାନ ସୂର୍ଯ୍ୟ ତେଜସ୍ୱୀ ଓ ଲାଲୁ ଦ୍ୱନ୍ଦ୍ୱରେ ନୂଆଦିଲ୍ଲୀ: ରାଜୀବ ରଞ୍ଜନ ଓରଫ ଲଲନ ସିଂହଙ୍କ ସହ ଆଜି ଯାହା ଘଟିଛି ତାହା ଅପ୍ରତ୍ୟାଶିତ ନୁହେଁ ।...

ଇଣ୍ଡି ମେଣ୍ଟକୁ ‘ଚକ୍ରବୂହ’ରେ ଫସାଇ ଏନଡିଏ ଶରଣରେ ନୀତୀଶ !

ନୂଆଦିଲ୍ଲୀ: ନୀତୀଶ କୁମାର ଏନଡିଏ ଓ ଇଣ୍ଡି ମେଣ୍ଟ ସହିତ ସମାନ ଢଙ୍ଗରେ ସମ୍ପର୍କ ରଖିଛନ୍ତି । ଦୀର୍ଘଦିନ ଧରି ସେ ଏନଡିଏ ସହିତ ମେଣ୍ଟ କରି ବିହାରରେ ସରକାର ଚଳାଇଥିଲେ, ଏବେ...

ଅଯୋଧ୍ୟା ରାମ ମନ୍ଦିର ଉଦଘାଟନ ଉତ୍ସବରେ ଯୋଗ ଦେବେନି ମମତା ବାନାର୍ଜୀ

ଯୋଗଦେବେ ନି ନୀତୀଶ-ଲାଲୁ ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିସାରିଛନ୍ତି ସୀତାରାମ ୟେଚୁରୀ ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜାନୁଆରୀ ୨୨ରେ ଅଯୋଧ୍ୟାରେ ହେବାକୁ ଥିବା ରାମଲଲାଙ୍କ ପ୍ରାଣପ୍ରତିଷ୍ଠା ସମାରୋହରେ ଯୋଗ ଦେବେ ନାହିଁ...

Latest news

- Advertisement -spot_img