- Advertisement -spot_img

TAG

Supreme court

ଇଲେକ୍ଟୋରାଲ ବଣ୍ଡର ଭବିଷ୍ୟତ କ’ଣ ?

ଭୁବନେଶ୍ୱର: ସୁପ୍ରିମକୋର୍ଟରେ ଚାଲିଥିବା ଇଲେକ୍ଟୋରାଲ ବଣ୍ଡ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି ଗତ ଗୁରୁବାର ଦିନ ଶେଷ ହୋଇଛି। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ରାୟ ସଂରକ୍ଷିତ ରଖିଛନ୍ତି,...

ବଜେଟ୍ ଅଧିବେଶନ ଡାକିବା ପାଇଁ ସୁପ୍ରିମକୋର୍ଟ ଆସିବାର ଆବଶ୍ୟକତା କାହିଁକି ?

ରାଜ୍ୟପାଳ-ସରକାର ବିବାଦକୁ ନେଇ କ'ଣ କହିଲେ ପ୍ରଧାନ ବିଚାରପତି ନୂଆଦିଲ୍ଲୀ: ପଞ୍ଜାବ, ତାମିଲନାଡୁ ଓ କେରଳ ବିଧାନସଭାରେ ପାରିତ ବିଲକୁ ଅନୁମୋଦନ ଦେବାରୁ ରୋକିବା ପାଇଁ ରାଜ୍ୟପାଳମାନେ ସେମାନଙ୍କ ସାମ୍ବିଧାନିକ ସ୍ଥିତିର ଅପବ୍ୟବହାର କରୁଥିବା...

ସ୍କୁଲ ଛାତ୍ରୀମାନଙ୍କୁ ମାଗଣା ସାନିଟାରି ପ୍ୟାଡ ବଣ୍ଟନ ପାଇଁ ନୀତି ପ୍ରସ୍ତୁତ

ସୁପ୍ରିମକୋର୍ଟଙ୍କୁ କହିଲେ କେନ୍ଦ୍ର ସରକାର-ଜନମତ ନେବାକୁ ୪ ସପ୍ତାହ ଦରକାର ନୂଆଦିଲ୍ଲୀ: ସ୍କୁଲ ଛାତ୍ରୀମାନଙ୍କୁ ମାଗଣା ସାନିଟାରି ପ୍ୟାଡ ବଣ୍ଟନ ଯୋଜନା ପାଇଁ ଏକ ଜାତୀୟ ନୀତି ପ୍ରସ୍ତୁତ କରାଯାଇଛି । କେନ୍ଦ୍ର ସରକାର...

ମହିଳା ଅଧିକାରୀଙ୍କୁ କର୍ଣ୍ଣେଲଭାବେ ତାଲିକାଭୁକ୍ତ କରିବାକୁ ମନା କରିବା ପ୍ରସଙ୍ଗରେ ସୁପ୍ରିମକୋର୍ଟ କହିଲେ, ‘ସେନାର ଆଭିମୁଖ୍ୟ ମନମୁଖୀ’

ନୂଆଦିଲ୍ଲୀ : ମହିଳା ଅଧିକାରୀଙ୍କୁ କର୍ଣ୍ଣେଲଭାବେ ତାଲିକାଭୁକ୍ତ କରିବାକୁ ମନା କରିବା ସେନାର ଆଭିମୁଖ୍ୟ ମନମୁଖୀ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ପଦୋନ୍ନତି ପାଇଁ ୧୫ ଦିନ ମଧ୍ୟରେ ସ୍ୱତନ୍ତ୍ର ଚୟନ ବୋର୍ଡକୁ...

ରାଘବ ଚଢ଼ାଙ୍କୁ ନିଲମ୍ବନ: ଆପ୍ ସାଂସଦଙ୍କୁ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ନିଃସର୍ତ୍ତ କ୍ଷମା ମାଗିବାକୁ ସୁପ୍ରିମକୋର୍ଟଙ୍କ ପରାମର୍ଶ

ନୂଆଦିଲ୍ଲୀ: ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କୁ ଭେଟି ସିଲେକ୍ଟ କମିଟି ବିବାଦରେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିବାକୁ ରାଜ୍ୟସଭା ସାଂସଦ ରାଘବ ଚଢ଼ାଙ୍କୁ ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି । ରାଜ୍ୟସଭା ଅଧ୍ୟକ୍ଷ ଆପ୍...

ଇଲେକ୍ଟୋରାଲ ବଣ୍ଡ : ଭୋଟରଙ୍କ ଜାଣିବା ଅଧିକାର ଉପରେ ଦାତାଙ୍କ ଗୋପନୀୟତାକୁ ସରକାରଙ୍କ ଗୁରୁତ୍ୱ

ନୂଆଦିଲ୍ଲୀ : ରାଜନୈତିକ ଦଳକୁ ଦାନ କରୁଥିବା ନାଗରିକଙ୍କ ଗୋପନୀୟତାର ମୌଳିକ ଅଧିକାରକୁ ସୁରକ୍ଷିତ ରଖିବା ରାଜ୍ୟ ପାଇଁ ଜରୁରୀ କାରଣ ଏହି ଦାନ ତାଙ୍କ ‘ରାଜନୈତିକ ସଂପୃକ୍ତି’ର ପ୍ରତିଫଳନ ଯାହା ‘ଗୋପନୀୟତାର...

ନିର୍ବାଚନୀ ଚାନ୍ଦା ବିଷୟରେ ଜାଣିବାର ଅଧିକାର ଭୋଟରଙ୍କର ନାହିଁ

ନୂଆଦିଲ୍ଲୀ: ରାଜନୈତିକ ଚାନ୍ଦାକୁ ନେଇ ଦଳ, ଏପରିକି ସରକାର ସବୁକିଛି ଲୁଚାଇବାକୁ ଚାହୁଁଛନ୍ତି । ସାଧାରଣ ଲୋକଙ୍କ ଆୟର ହିସାବ ସରକାର ରଖିବାକୁ ଚାହୁଁଥିବାବେଳେ ରାଜନୈତିକ ଦଳର ଚାନ୍ଦାର ହିସାବ ଦେବାକୁ ଚାହୁଁନାହାନ୍ତି...

ଆରଟିଆଇ ଆଇନ ଦ୍ରୁତ ଗତିରେ ଏକ ଅକାମୀ ଆଇନରେ ପରିଣତ ହେଉଛି

ନୂଆଦିଲ୍ଲୀ: ସୂଚନା ଅଧିକାର ଆଇନ (ଆରଟିଆଇ) ଆସିବା ପରେ ଲାଗୁଥିଲା ଯେମିତି ସରକାରୀ କାର୍ଯ୍ୟାଳୟରୁ ଦୁର୍ନୀତି, ଲାଲଫିତାପ, ବିଳମ୍ବିତ ଲତିଫି ଭଳି ଦୁର୍ନୀତିକୁ ଦୂର କରିବା ପାଇଁ ଏକ ମାରାତ୍ମକ ଅସ୍ତ୍ର ସିଧାସଳଖ...

ରାମ ମନ୍ଦିରରୁ ସାବରିମାଲା ଏବଂ ମ୍ୟାଗି ନୁଡଲ୍ସଠାରୁ ଆରମ୍ଭ କରି ହ୍ଵାଟ୍ସଆପ୍ ପର୍ଯ୍ୟନ୍ତ… ସବୁ ମାମଲାରେ କପିଲ ସିବଲ ଓକିଲ

ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ କପିଲ ସିବଲ ଦେଶର ଯେକୌଣସି ଗୁରୁତ୍ୱପୂର୍ଣ୍ଣ ମାମଲାରେ ଗୋଟିଏ ପକ୍ଷର ଓକିଲ । ଏବେ ସେ ଧାରା-୩୭୦କୁ ନେଇ ସୁପ୍ରିମକୋର୍ଟରେ ଦୃଢ଼ ଯୁକ୍ତି ଉପସ୍ଥାପନ କରିଛନ୍ତି । ସିବଲ...

ଉଦୟନିଧି ଷ୍ଟାଲିନଙ୍କ ବିରୋଧରେ ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ଙ୍କୁ ଚିଠି ବିଶିଷ୍ଟ ନାଗରିକ

ନୂଆଦିଲ୍ଲୀ: ଉଦୟନିଧି ଷ୍ଟାଲିନଙ୍କ 'ସନାତନ ଧର୍ମ' ବିରୋଧୀ ମନ୍ତବ୍ୟକୁ ନେଇ ରାଜନୈତିକ ହଟଚମଟ ଚାଲିଛି । ଏହି ମନ୍ତବ୍ୟ ଯୋଗୁଁ ଉଦୟନିଧିଙ୍କ ବିରୋଧରେ ପୂର୍ବତନ ପ୍ରଶାସନିକ ଅଧିକାରୀ, ବିଚାରପତି ଏବଂ ସେନାର ବରିଷ୍ଠ...

Latest news

- Advertisement -spot_img