- Advertisement -spot_img

CATEGORY

ଅର୍ଥଜଗତ

କୌଣସି ମନ୍ତ୍ରାଳୟକୁ ପର୍ଯ୍ୟାପ୍ତ ଅର୍ଥ ମିଳୁନି, ୧ ଲକ୍ଷ କୋଟିରୁ ଅଧିକ ଟଙ୍କା ଫେରସ୍ତ କରିଛି କୃଷି ବିଭାଗ

ନୂଆଦିଲ୍ଲୀ: ଆପଣଙ୍କ ପରିବାର ପାଖରେ ହେଉ କିମ୍ବା ଭାରତ ସରକାରଙ୍କ ପାଖରେ, ସବୁଆଡ଼େ ଟଙ୍କା ଅଭାବ ରହିଛି । ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରାଳୟ ମଧ୍ୟ ପ୍ରତିବର୍ଷ ବଜେଟରୁ ଅଧିକରୁ ଅଧିକ ଆବଣ୍ଟନ...

ଅନ୍ତରୀଣ ବଜେଟରେ ଗାଁ ଉପରେ ଫୋକସ, ଉପଭୋକ୍ତା ବୃଦ୍ଧି ପାଇଁ କଲ୍ୟାଣକାରୀ ଯୋଜନା ମାଧ୍ୟମରେ ସହାୟତା

ନୂଆଦିଲ୍ଲୀ: ଦୃଢ଼ ଟିକସ ରାଜସ୍ୱ ବଳରେ କେନ୍ଦ୍ର ସରକାର ଅନ୍ତରୀଣ ବଜେଟରେ ଗ୍ରାମାଞ୍ଚଳ ଉପରେ ଫୋକସ ବଢ଼ାଇ ପାରନ୍ତି । ଗ୍ରାମାଞ୍ଚଳରେ ସାବୁନ ଓ ବିସ୍କୁଟ ଭଳି ଅଧିକ ବିକ୍ରି ହେଉଥିବା ଉପଭୋକ୍ତା...

ମକ୍କା ଓ ଭାଟିକାନ୍ ସିଟିଠାରୁ ଅଯୋଧ୍ୟା ରାମ ମନ୍ଦିର ଅଧିକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିପାରିବ: ରିପୋର୍ଟ

ନୂଆଦିଲ୍ଲୀ: ରାମ ମନ୍ଦିର ପ୍ରତିଷ୍ଠା ସମାରୋହ ପୂର୍ବରୁ ଅଯୋଧ୍ୟାକୁ ମିଳିଥିବା ପୁନଃନିର୍ମାଣ କାରଣରୁ ଆଗାମୀ ମାସରେ ଉତ୍ତରପ୍ରଦେଶ ୨୦ ନିୟୁତରୁ ଅଧିକ ପର୍ଯ୍ୟଟକଙ୍କୁ ସ୍ୱାଗତ କରିବାକୁ ପ୍ରସ୍ତୁତ ଅଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ରାମ ମନ୍ଦିର ଯୋଗୁଁ ବ୍ୟବସାୟରେ ବୃଦ୍ଧି, ଏପର୍ଯ୍ୟନ୍ତ ୧ ଲକ୍ଷ କୋଟି ଟଙ୍କାର ବ୍ୟବସାୟ ହୋଇଛି

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଆଉ ମାତ୍ର କିଛିଘଣ୍ଟା ବାକି ରହିଛି । ସମଗ୍ର ଦେଶ ଏହି ସମୟରେ ରାମଙ୍କ ଭକ୍ତିରେ ଲିପ୍ତ । ଜାନୁଆରୀ ୨୨ରେ ସାରାଦେଶରେ ଭବ୍ୟ...

୧୦ ଟଙ୍କା ପର୍ଯ୍ୟନ୍ତ ଶସ୍ତା ହୋଇପାରେ ପେଟ୍ରୋଲ ଓ ଡିଜେଲ

୧ ବର୍ଷରେ ୧୫% କମିଲା ଅଶୋଧିତ ତୈଳ ଦର, ତୈଳ କମ୍ପାନିଗୁଡ଼ିକର ଲାଭ ବଢ଼ିଲା ନୂଆଦିଲ୍ଲୀ: ତୃତୀୟ ତ୍ରୈମାସିକ ଫଳାଫଳ ପ୍ରକାଶ ପାଇବା ପରେ ରାଷ୍ଟ୍ରାୟତ୍ତ ତୈଳ କମ୍ପାନିଗୁଡ଼ିକ ଲୋକସଭା ନିର୍ବାଚନ ପୂର୍ବରୁ ଫେବ୍ରୁଆରିରେ...

ହିଟ୍ ଆଣ୍ଡ ରନ୍ ମାମଲାରେ ପୀଡ଼ିତାଙ୍କୁ ମିଳିଥାଏ କ୍ଷତିପୂରଣ

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ: ଏବେ ଏ ସମ୍ପର୍କରେ ସୂଚନା ଦେବ ପୋଲିସ ନୂଆଦିଲ୍ଲୀ: ହିଟ୍ ଆଣ୍ଡ ରନ୍ ମାମଲାରେ ପୁଲିସ ପୀଡ଼ିତାଙ୍କୁ କ୍ଷତିପୂରଣ ଯୋଜନା ସମ୍ପର୍କରେ ଅବଗତ କରାଇବା ଜରୁରୀ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।...

ଫେବ୍ରୁଆରି ପହିଲାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅନ୍ତରୀଣ ବଜେଟ ଉପସ୍ଥାପନ କରିବେ

ନୂଆଦିଲ୍ଲୀ: ୨୦୨୪ ବଜେଟ ତାରିଖ ପ୍ରକାଶ ପାଇଛି । ୨୦୨୪ ଫେବ୍ରୁଆରି ପହିଲାରେ ଅନ୍ତରୀଣ ବଜେଟ ସଂସଦରେ ଉପସ୍ଥାପିତ ହେବ ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବ୍ରୁଆରି ୧ରେ ଅନ୍ତରୀଣ ବଜେଟ ଉପସ୍ଥାପନ...

ଅନ୍ତରୀଣ ବଜେଟ ୨୦୨୪ ମହିଳା କେନ୍ଦ୍ରୀତ ହୋଇପାରେ

ମହିଳା କୃଷକଙ୍କ ପାଇଁ ସମ୍ମାନ ନିଧି ୬୦ରୁ ୧୨୦୦୦କୁ ବୃଦ୍ଧି କରାଯିବ ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ପ୍ରବେଶ କରିବା ପୂର୍ବରୁ ମୋଦି ସରକାର ମହିଳାଙ୍କ ପାଇଁ ଅନେକ ବଡ଼ ବଡ଼ ଯୋଜନା ଆଣିବାକୁ ପ୍ରସ୍ତୁତି...

ଆଦାନି-ହିଣ୍ଡେନବର୍ଗ ମାମଲାରେ ଏସଆଇଟି ତଦନ୍ତକୁ ମନା କଲେ ସୁପ୍ରିମକୋର୍ଟ

୨୨ଟି ମାମଲାର ତଦନ୍ତ ଶେଷ କଲା ସେବି, ୩ ମାସ ପାଇଁ ଆଉ ୨ଟି ମାମଲା ସୁପ୍ରିମ୍ କୋର୍ଟଙ୍କ ରାୟ ପରେ ଆଦାନୀ ଗ୍ରୁପର ସେୟାର ମୂଲ୍ୟ ବୃଦ୍ଧି ନୂଆଦିଲ୍ଲୀ: ଆଦାନୀ-ହିଣ୍ଡେନବର୍ଗ ମାମଲାରେ...

୨୦୨୪ରେ ଭାରତର ଅର୍ଥନୀତି ବିଶ୍ୱକୁ ଆଶ୍ଚର୍ଯ୍ୟ କରିବ କି ?

ନୂଆଦିଲ୍ଲୀ: ୨୦୨୩ରେ ବିଶ୍ୱରେ ଅନେକ ଉତ୍‍ଥାନ-ପତନ ଦେଖିବାକୁ ମିଳିଥିଲା । ବାଣିଜ୍ୟରେ ଉଠାପକା, ସୁଧହାର ବୃଦ୍ଧି ଏବଂ ରାଜନୈତିକ ସଂଘର୍ଷ ସତ୍ତ୍ୱେ କୌଣସି ବଡ଼ ଧରଣର ଅର୍ଥନୈତିକ ବିପର୍ଯ୍ୟୟ ଘଟିନଥିଲା ଏବଂ ବିଶ୍ୱ...

Latest news

- Advertisement -spot_img