- Advertisement -spot_img

CATEGORY

ଜୀବନଚର୍ଯ୍ୟା

ଇସ୍ରୋ କେନ୍ଦ୍ରରେ ଗଗନୟାନ ଅଭିଯାନ ପାଇଁ ଚୟନ ହୋଇଥିବା ମହାକାଶଚାରୀଙ୍କ ନାମ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଦେଶର ପ୍ରଥମ ମାନବ ମହାକାଶ ଅଭିଯାନ 'ଗଗନଯାନ'ର ପ୍ରଶିକ୍ଷଣ ନେଉଥିବା ୪ ଜଣ ପାଇଲଟଙ୍କ ନାମ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପାଇଲଟମାନେ ହେଲେ ଗ୍ରୁପ୍ କ୍ୟାପଟେନ୍ ପି ବାଲକ୍ରିଷ୍ଣନ...

ପିଲାଙ୍କ ପାଇଁ ଅଣ୍ଡା କିମ୍ବା ଶୁକ୍ରାଣୁ ନେବାକୁ ଅନୁମତି, ଜାଣନ୍ତୁ ସରୋଗେସି ଆଇନର ନୂଆ ନିୟମ

ନୂଆଦିଲ୍ଲୀ: ସରୋଗେସି ଜରିଆରେ ପିତାମାତା ହେବାର ସ୍ୱପ୍ନ ଦେଖୁଛନ୍ତି କି? ଯଦି ଏପରି ହୁଏ, ତେବେ ଆପଣଙ୍କ ପାଇଁ ଖୁସି ଖବର ଆସିଛି । କେନ୍ଦ୍ର ସରକାର ସରୋଗେସି (ନିୟନ୍ତ୍ରଣ) ନିୟମ, ୨୦୨୨ରେ...

ନିଜ ଇଚ୍ଛାରେ ଅଲଗା ରହୁଥିବା ମହିଳା ସ୍ୱାମୀଙ୍କଠାରୁ ଭରଣପୋଷଣ ଦାବି କରିବାର ଅଧିକାର ନାହିଁ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଜବଲପୁରର ଫ୍ୟାମିଲି କୋର୍ଟ ସ୍ପଷ୍ଟଭାବେ କହିଛନ୍ତି ଯେ ଯଦି କୌଣସି ମହିଳା ନିଜ ଇଚ୍ଛାରେ ଅଲଗା ରହୁଛନ୍ତି, ତେବେ ତାଙ୍କ ସ୍ୱାମୀଙ୍କଠାରୁ ଭରଣପୋଷଣ ପାଇବାର ତାଙ୍କର କୌଣସି ଅଧିକାର ନାହିଁ।...

ପରୀକ୍ଷାରେ କପି ରୋକିବା ପାଇଁ ଆସାମରେ ଲାଗୁ ହେବ ଆଇନ

୫ ବର୍ଷ ଜେଲ, ୧୦ ଲକ୍ଷ ଜରିମାନା; ଦୋଷୀ ଦୁଇବର୍ଷ ପର୍ଯ୍ୟନ୍ତ ପରୀକ୍ଷାରେ ବସିପାରିବେ ନାହିଁ ନୂଆଦିଲ୍ଲୀ: ସାର୍ବଜନୀନ ପରୀକ୍ଷାରେ ନକଲି ରୋକିବା ପାଇଁ ଆସାମ ସରକାର ଖୁବଶୀଘ୍ର କଠୋର ଆଇନ ପ୍ରଣୟନ କରିପାରନ୍ତି...

ଲିଭ୍ ଇନ୍ ରିଲେସନ୍ ସିପ ଘୋଷଣା ନ କଲେ ୬ ମାସ ପର୍ଯ୍ୟନ୍ତ ଜେଲ : ଉତ୍ତରାଖଣ୍ଡ ସିଭିଲ୍ କୋଡ୍

ନୂଆଦିଲ୍ଲୀ: ଯେଉଁ ବ୍ୟକ୍ତିମାନେ ଲିଭ୍-ଇନ୍ ରିଲେସନ୍ ସିପରେ ପ୍ରବେଶ କରିବାକୁ ଯୋଜନା କରୁଛନ୍ତି ଓ ଉତ୍ତରାଖଣ୍ଡରେ ରହୁଛନ୍ତି ତେବେ ଏବେଠାରୁ ସାବଧାନ ହୋଇଯାଆନ୍ତୁ । ସେମାନେ ନୂଆ ଆଇନ ଆସିବା ପରେ ଉତ୍ତରାଖଣ୍ଡର...

ଅବିବାହିତ ମହିଳା ସରୋଗେସି ମାଧ୍ୟମରେ ମା’ ହେବାକୁ ଅନୁମତି ଦେବା ନେଇ ସୁପ୍ରିମକୋର୍ଟଙ୍କ ଉଦବେଗ

ନୂଆଦିଲ୍ଲୀ: ଦେଶରେ ଏକ ଅନୁଷ୍ଠାନଭାବେ ବିବାହକୁ ସୁରକ୍ଷିତ ରଖିବାର ଆବଶ୍ୟକତା ରହିଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଏହାକୁ ପାଶ୍ଚାତ୍ୟ ଦେଶମାନଙ୍କ ଭଳି ନଷ୍ଟ ହେବାକୁ ଦିଆଯିବା ଉଚିତ ନୁହେଁ, ଯେଉଁଠାରେ ବିବାହ...

ଗର୍ଭାଶୟ କ୍ୟାନସର ଟୀକାକରଣୟକୁ ୨୦୨୪ ବଜେଟରେ ବିଶେଷ ଗୁରୁତ୍ୱ

ନୂଆଦିଲ୍ଲୀ: ୨୦୨୪ ବଜେଟରେ ଭାରତରେ ମହିଳାଙ୍କଠାରେ ଚିହ୍ନଟ ହେଉଥିବା ଦ୍ୱିତୀୟ ସାଧାରଣ କର୍କଟ ରୋଗ ଗର୍ଭାଶୟ କ୍ୟାନସରକୁ ପ୍ରୋତ୍ସାହନ ମିଳିଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ଝିଅମାନଙ୍କୁ ଗର୍ଭାଶୟ କ୍ୟାନସର ପ୍ରତିଷେଧକ...

ଆସନ୍ତାକାଲି ଜ୍ଞାନବାପିର ବ୍ୟାସଜୀ କୋଠରୀରେ ଆରମ୍ଭ ହୋଇପାରେ ପୂଜା, ଶୁଦ୍ଧି ପରେ ହେବ ଭଗବାନ ଶିବଙ୍କ ରୁଦ୍ରାଭିଷେକ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବାରଣାସୀସ୍ଥିତ ଜ୍ଞାନବାପି ମସଜିଦର ବ୍ୟାସଜୀ ବେସମେଣ୍ଟରେ ଗୁରୁବାରଠାରୁ ପୂଜା ଆରମ୍ଭ ହେବାର ସମ୍ଭାବନା ରହିଛି । ବାରଣାସୀ କୋର୍ଟଙ୍କ ରାୟ ପରେ ଭଗବାନ ଶିବଙ୍କ ପୂଜା ପାଇଁ ପ୍ରସ୍ତୁତି ଆରମ୍ଭ...

ଚିପ୍ ଏବେ ମସ୍ତିଷ୍କରେ ଫିଟ୍ !

ମଣିଷର ଏହା ହେଉଛି ସବୁଠାରୁ ବଡ଼ ଭୁଲ ନା ବରଦାନ, ଜାଣନ୍ତୁ କାହିଁକି ଚାଲିଛି ବିତର୍କ ! ନୂଆଦିଲ୍ଲୀ: ଏଲନ୍ ମସ୍କ ଏକ୍ସରେ ଏକ ପୋଷ୍ଟରେ ଘୋଷଣା କରିଛନ୍ତି ଯେ ତାଙ୍କ କମ୍ପାନୀ ନ୍ୟୁରାଲିଙ୍କ...

ତାମିଲନାଡୁ ମନ୍ଦିରରେ ଅଣହିନ୍ଦୁଙ୍କ ପ୍ରବେଶ ଉପରେ କଟକଣା

ମନ୍ଦିରଗୁଡ଼ିକ ପିକନିକ ସ୍ପଟ୍ ନୁହେଁ ଗେଟରେ ନୋ ଏଣ୍ଟ୍ରି ବୋର୍ଡ ଲଗାଇବାକୁ ମାଡ୍ରାସ ହାଇକୋର୍ଟଙ୍କ ନିର୍ଦ୍ଦେଶ ଚେନ୍ନାଇ: ମାଡ୍ରାସ ହାଇକୋର୍ଟ ତାମିଲନାଡୁ ସରକାରଙ୍କୁ ମନ୍ଦିରରେ ବୋର୍ଡ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଯେଉଁଥିରେ ଦର୍ଶାଯାଇଛି...

Latest news

- Advertisement -spot_img