- Advertisement -spot_img

CATEGORY

ସମାଜ ଓ ସଂସ୍କୃତି

ଅବିବାହିତ ମହିଳାଙ୍କୁ ସରୋଗେସିର ଫାଇଦା ମିଳିବ କି ?

ନୂଆଦିଲ୍ଲୀ: ଅବିବାହିତ ମହିଳାଙ୍କୁ ସରୋଗେସିର ଫାଇଦା ମିଳିବ କି ? ସୁପ୍ରିମକୋର୍ଟ ଏହି ସାମ୍ବିଧାନିକ ପ୍ରଶ୍ନର ଯାଞ୍ଚ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସୁପ୍ରିମକୋର୍ଟ ଏକ ପିଟିସନର ଶୁଣାଣି କରିବାକୁ ନିଷ୍ପତ୍ତି ନେଇଛନ୍ତି...

ନାଗରିକତା ଆଇନର ଧାରା-୬(ଏ) ଆସାମରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଫାଇଦା ଦେବ ?

ନୂଆଦିଲ୍ଲୀ: ନାଗରିକତା ଆଇନର ଧାରା-୬ (ଏ)ର ଫାଇଦା ପାଇଥିବା ଲୋକଙ୍କ ତଥ୍ୟ ଉପସ୍ଥାପନ କରିବାକୁ ସୁପ୍ରିମକୋର୍ଟ ସରକାରଙ୍କୁ କହିଛନ୍ତି । ୧୯୬୬ରୁ ୧୯୭୧ ମଧ୍ୟରେ ଆସିଥିବା ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ପାଖରେ ଏହା ଦର୍ଶାଇବା...

ଖୁବଶୀଘ୍ର ଆସୁଛି ଶ୍ରୀଜଗନ୍ନାଥଙ୍କ ଉପରେ ନିର୍ମିତ ପ୍ରଥମ ଓଡ଼ିଆ ୨ଡି ଆନିମେସନ ସିରିଜ

ଭୁବନେଶ୍ୱର :  ପ୍ରମୁଖ ଅନ୍ତର୍ଜାତୀୟ ଶିଶୁ ଓ ପାରିବାରିକ ମନୋରଞ୍ଜନ ସଂସ୍ଥା ଟୁନ୍‌ଜ ମିଡିଆ ଗ୍ରୁପ୍‌ ଏବଂ ଓଡ଼ିଶାର ଉଦୀୟମାନ ଆନିମେସନ କମ୍ପାନୀ ଏଲି ଆନିମେସନ୍ସର ମିଳିତ ସହଭାଗିତାରେ ନିର୍ମିତ ହୋଇଛି ମହାପ୍ରଭୁ...

ଦଲାଲଙ୍କ କବଳରୁ ମୁକ୍ତ ହେବେ: ଅଦାଲତ ସଂସଦରେ ପାରିତ ହେଲା ବିଲ

ନୂଆଦିଲ୍ଲୀ: ସଂସଦରେ ‘ଓକିଲ (ସଂଶୋଧନ) ବିଲ୍- ୨୦୨୩’ ଗୃହୀତ ହୋଇଛି । ଅଦାଲତ ପରିସରରେ ଦଲାଲଙ୍କ ଭୂମିକାକୁ ଦୂର କରିବା ଏହି ବିଲର ଉଦ୍ଦେଶ୍ୟ । ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲଙ୍କ...

ଡାକଘର ହେବ ବ୍ୟାଙ୍କ !

ନୂଆଦିଲ୍ଲୀ: ରାଜ୍ୟସଭାରେ ସୋମବାର ପୋଷ୍ଟ ଅଫିସ ବିଲ-୨୦୨୩କୁ ସ୍ୱର ଭୋଟରେ ଅନୁମୋଦନ ମିଳିଛି । ଏହାର ଉଦ୍ଦେଶ୍ୟ ହେଉଛି ଭାରତୀୟ ଡାକଘର ଆଇନ, ୧୮୯୮କୁ ଉଚ୍ଛେଦ କରିବା ଏବଂ ଦେଶରେ ଡାକଘର ଆଇନକୁ...

ଜାତି ପ୍ରଥା ଓ ସଂରକ୍ଷଣ ପ୍ରସଙ୍ଗରେ ସିଜେଆଇ ଚନ୍ଦ୍ରଚୂଡ଼ଙ୍କ ବଡ଼ ବୟାନ

ନୂଆଦିଲ୍ଲୀ :  କେବଳ ଐତିହାସିକ ନୁହେଁ ବରଂ ଆଜିର ଦିନରେ ଆଇନର ଜଟିଳ ବାସ୍ତବତା ମଧ୍ୟ ଜାତିଗତ ବିଭାଜନକୁ ସ୍ଥାୟୀ କରିଛି ବୋଲି ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ କହିଛନ୍ତି । ଏଭଳି ସ୍ଥିତିରେ...

ପିଏମଏଲଏର ଶୁଣାଣି କରୁଥିବା ଖଣ୍ଡପୀଠକୁ ଭଙ୍ଗ କରିବା ପାଇଁ ସୁପ୍ରିମକୋର୍ଟଙ୍କୁ କାହିଁକି ପଦକ୍ଷେପ ନେବାକୁ ପଡ଼ିଲା ?

ନୂଆଦିଲ୍ଲୀ: ପ୍ରିଭେନ୍ସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (ପିଏମ୍ଏଲ୍ଏ)ର ବ୍ୟବସ୍ଥାର ବୈଧତା ଉପରେ ଶୁଣାଣି କରୁଥିବା ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ନିଜକୁ ଭାଙ୍ଗି ଦେଇଛନ୍ତି । ପିଏମଏଲଏ ରାୟର ପୁନର୍ବିଚାର ପାଇଁ ହୋଇଥିବା ଆବେଦନର...

ରୋଜଗାର କରିବାରେ ସକ୍ଷମ ହୋଇଥିଲେ ମଧ୍ୟ ସାଥୀ ଭରଣପୋଷଣ ପାଇବେ କି ?

ନୂଆଦିଲ୍ଲୀ: ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଅଲଗା ହେବା ପରେ ଅନେକ ସମୟରେ ଭରଣପୋଷଣ ପାଇଁ ଅଦାଲତରେ ଲଢ଼େଇ ହୋଇଥାଏ । କେତେକ କ୍ଷେତ୍ରରେ ସ୍ୱାମୀ ନିଜର ରୋଜଗାର ଲୁଚାଇ ଅଦାଲତଙ୍କ ଦ୍ୱାରା ନିର୍ଦ୍ଧାରିତ ଭରଣପୋଷଣ...

ସମଲିଙ୍ଗୀ ବିବାହକୁ ବୈଧତା ନ ଦେବା ନିଷ୍ପତ୍ତି ବିରୋଧରେ ୨୮ରେ ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବାକୁ ମନା କରିଥିବା ରାୟର ସମୀକ୍ଷା ଉପରେ ସୁପ୍ରିମକୋର୍ଟ ନଭେମ୍ବର ୨୮ରେ ନିଷ୍ପତ୍ତି ନେବେ । ଗୁରୁବାର ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ ରିଭ୍ୟୁ ପିଟିସନର...

ଡ୍ରାଇଭିଂ ଲାଇସେନ୍ସ ପ୍ରସଙ୍ଗରେ ଆଇନରେ ପରିବର୍ତ୍ତନର ଆବଶ୍ୟକତା ଅଛି କି ?

ସମୀକ୍ଷା ପାଇଁ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ନୂଆଦିଲ୍ଲୀ: ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ ପାଇଁ ନିୟମ ପ୍ରସଙ୍ଗରେ ଆଇନରେ ପରିବର୍ତ୍ତନ ଆବଶ୍ୟକ କି ନାହିଁ ତାହାର ସମୀକ୍ଷା କରିବାକୁ ସୁପ୍ରିମକୋର୍ଟ ବୁଧବାର କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ...

Latest news

- Advertisement -spot_img