- Advertisement -spot_img

CATEGORY

ରାଜନୀତି

ମାଳଦ୍ୱୀପ ସହ ଲାକ୍ଷାଦ୍ୱୀପକୁ କାହିଁକି ତୁଳନା କରାଯାଉଛି

ନୂଆଦିଲ୍ଲୀ: କେନ୍ଦ୍ରଶାସିତ ଅଞ୍ଚଳ ଲାକ୍ଷାଦ୍ୱୀପକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତ ପରେ ଏହାକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଜୋର ଧରିଛି । ପ୍ରଧାନମନ୍ତ୍ରୀ ଜାନୁଆରୀ ୨ ତାରିଖରେ ଲାକ୍ଷାଦ୍ୱୀପ ଗସ୍ତ କରିଥିଲେ...

ରାମ ମନ୍ଦିର ଉଦ୍‍ଘାଟନକୁ ନେଇ ବିଜେପିକୁ ଟାର୍ଗେଟ କଲେ ମମତା ବାନାର୍ଜୀ

କହିଲେ, 'ମୁଁ ଭଗବାନ-ଆଲ୍ଲାଙ୍କ ଶପଥ ନେଉଛି...' ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ରାମ ମନ୍ଦିରର ଉଦ୍‍ଘାଟନ ସମାରୋହକୁ ନେଇ ବିଜେପିକୁ ଟାର୍ଗେଟ କରିଛନ୍ତି । ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ରାମ...

ଦକ୍ଷିଣ ଭାରତର ୫ ଟି ରାଜ୍ୟ, ୫୦ରୁ ଅଧିକ ଆସନ ଉପରେ ବିଜେପିର ନଜର

କ’ଣ ରହିଛି ମୋଦି-ଶାହାଙ୍କ ସ୍ୱତନ୍ତ୍ର ଯୋଜନା ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେପି ସେହିସବୁ ରାଜ୍ୟ ଉପରେ ନଜର ରଖିଛି, ଯେଉଁଠାରୁ ପୂର୍ବରୁ କୌଣସି ସଫଳତା ମିଳିନଥିଲା । ଭାରତର ୫ଟି ଦକ୍ଷିଣ...

ରାଜୀବ ଗାନ୍ଧିଙ୍କ ରେକର୍ଡ ଭାଙ୍ଗିବା ବିଜେପିର ସ୍ୱପ୍ନ, ୪୦ ବର୍ଷ ହେଲା କେହି ପହଞ୍ଚି ନାହାନ୍ତି

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ୪୦୦ରୁ ଅଧିକ ଆସନ ହାସଲ କରିବାକୁ ଲକ୍ଷ୍ୟ ରଖିଛି । ୪୦୦ରୁ ଅଧିକ ଲୋକସଭା ଆସନ ପାଇଁ କଠିନ ପରିଶ୍ରମ କରିବାକୁ...

ଇଣ୍ଡି ମେଣ୍ଟରେ ଆସନ ବଣ୍ଟନକୁ ନେଇ ଗତିରୋଧ ଜାରୀ

ପଶ୍ଚିମବଙ୍ଗରେ କଂଗ୍ରେସକୁ ୨ଟି ଆସନ ଦେବାକୁ ଜିଦ୍ ଧରିଛନ୍ତି ମମତା ଜେଡିୟୁ କହିଲା- ଆମର ୧୭ ଟି ଆସନ, ଏଥିରେ କୌଣସି ଆପୋଷ ବୁଝାମଣା ନାହିଁ ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ଆଉ ୩ମାସ...

କଂଗ୍ରେସର ‘ରାମ’ କେମିତି ବିଜେପି ପାଖକୁ ଆସିଲା ?

ରଥଯାତ୍ରାଠାରୁ ଆରମ୍ଭ କରି ଅଯୋଧ୍ୟାରେ ମନ୍ଦିର ନିର୍ମାଣ, ଜାଣନ୍ତୁ ସବୁକିଛି ନୂଆଦିଲ୍ଲୀ: ଅଯୋଧ୍ୟାରେ ନିର୍ମିତ ରାମ ମନ୍ଦିରରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ସମୟ ପାଖେଇ ଆସୁଥିବାବେଳେ ଏହାକୁ ନେଇ ରାଜନୈତିକ ଦଳଗୁଡ଼ିକ...

୧୯୮୬ରେ ରାଜୀବ ଗାନ୍ଧି ରାମ ମନ୍ଦିରର ତାଲା ଖୋଲିଥିଲେ, ପଢନ୍ତୁ କ’ଣ ରହିଛି ପୂରା କାହାଣୀ

ନୂଆଦିଲ୍ଲୀ: ଜାନୁଆରୀ ୨୨ ତାରିଖରେ ରାମ ମନ୍ଦିର ଉଦ୍‍ଘାଟନ ତାରିଖ ଧାର୍ଯ୍ୟ କରାଯାଇଛି । ଏହି ଉଦ୍‍ଘାଟନ ପୂର୍ବରୁ କଂଗ୍ରେସ ଓ ଭାରତୀୟ ଜନତା ପାର୍ଟି (ବିଜେପି) ମଧ୍ୟରେ ବାକ୍ ଯୁଦ୍ଧ ଲାଗି...

ରାଜଧାନୀର ବସ୍ତିମାନଙ୍କରେ ଶିଶୁ ଶ୍ରମିକଙ୍କ ପାଇଁ ସ୍କୁଲ ଖୋଲିବ

ଭୁବନେଶ୍ୱର: ରାଜ୍ୟର ସ୍କୁଲମାନଙ୍କରୁ ଅଧାରୁ ପାଠଛାଡ଼ିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି । ରାଜଧାନୀର ଏହି ପିଲାମାନେ ପାଠପଢ଼ିବା ପରିବେର୍ତ୍ତ ପରିବାର ଚଳାଇବା ପାଇଁ ଜରି ଗୋଟାଇବା ସହିତ ଭିକ୍ଷାବୃତ୍ତି କରୁଛନ୍ତି...

ଇଡି ଉପରେ ଆକ୍ରମଣ କରି ବାଂଲାଦେଶ ପଳାଇଲେ ଟିଏମସି ନେତା ଶାହାଜାହାନ ଶେଖ୍ ?

ଆଇବି ଓ ବିଏସଏଫର ସତର୍କ ସୂଚନା, ଲୁକ୍ ଆଉଟ୍ ନୋଟିସ୍ ମଧ୍ୟ ଜାରି ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ହୋଇଥିବା ରାସନ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶନିବାର ସକାଳେ ବନଗାଓଁ ପୌର ସଂସ୍ଥାର ପୂର୍ବତନ...

ନୀତୀଶ କୁମାର ଇଣ୍ଡି ମେଣ୍ଟରେ ନିଜର ଆଧିପତ୍ୟକୁ ମାନିବାକୁ ବାଧ୍ୟ କରିଛନ୍ତି

ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବଢ଼ୁଥିବା ବୟସ ଏବଂ ମାନସିକ ସ୍ଥିତିକୁ ନେଇ ଲୋକେ ଚିନ୍ତିତ ଅଛନ୍ତି । ଏଥିପାଇଁ ବିରୋଧୀମାନେ ତାଙ୍କୁ କଡ଼ା ସମାଲୋଚନା ମଧ୍ୟ କରୁଛନ୍ତି । କିନ୍ତୁ...

Latest news

- Advertisement -spot_img