- Advertisement -spot_img

CATEGORY

ରାଜନୀତି

ଇଣ୍ଡି ମେଣ୍ଟ : ମଲ୍ଲିକାର୍ଜୁନ ଖଡଗେ ଅଧ୍ୟକ୍ଷ, ନୀତୀଶ ଆବାହାକ !

ନୂଆଦିଲ୍ଲୀ: କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେଙ୍କୁ ଶନିବାର ବିରୋଧୀ ଦଳର ଅଧ୍ୟକ୍ଷଭାବେ ମନୋନୀତ କରାଯାଇଛି । ସେହିପରି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ମଧ୍ୟ ଆବାହକ ପଦ ପାଇଁ ମନୋନୀତ କରାଯାଇଛି ।...

ମମତା ବାନାର୍ଜୀ ନୁହଁନ୍ତି, ସେ ହେଉଛନ୍ତି ମୁମତାଜ ଖାନ: ଅଯୋଧ୍ୟା ରାମ ମନ୍ଦିରର ମୁଖ୍ୟ ପୂଜକ

ନୂଆଦିଲ୍ଲୀ: ଅଯୋଧ୍ୟା ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ମୁଖ୍ୟ ପୂଜକ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ ପଶ୍ଚିମବଙ୍ଗରେ ସାଧୁମାନଙ୍କୁ ମାଡ଼ ମାରିବା ଭିଡିଓକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି । ସେ...

ଇକବାଲ ଅନସାରୀ କିଏ ? ଯାହାଙ୍କୁ ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ନିମନ୍ତ୍ରଣ କରାଯାଇଛି

ନୂଆଦିଲ୍ଲୀ: ଅଯୋଧ୍ୟାର ରାମ ଜନ୍ମଭୂମି ମନ୍ଦିର ନିର୍ମାଣରେ ମୁସଲିମ ପକ୍ଷକାର ଇକବାଲ ଅନସାରୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ମନ୍ଦିର ନିର୍ମାଣର ସମସ୍ତ ମାମଲାରେ ଇକବାଲ ଅନସାରୀଙ୍କ ସହଯୋଗ ଏହାର ସମାଧାନ କରିବାରେ...

ଲୋକସଭା ନିର୍ବାଚନ: ସପା ସହିତ ବୈଠକ ସ୍ଥଗିତ ରଖିଲା

ଆସନ ବୁଝାମଣାକୁ ନେଇ ବିବାଦ ଜାରି ରହିଛି ନୂଆଦିଲ୍ଲୀ: ୟୁପିରେ କଂଗ୍ରେସ ଓ ସମାଜବାଦୀ ପାର୍ଟି (ଏସପି) ମଧ୍ୟରେ ଆସନ ବଣ୍ଟନକୁ ନେଇ ବିବାଦ ଜଟିଳ ହେବାରେ ଲାଗିଛି । ଶୁକ୍ରବାର ଦିଲ୍ଲୀରେ ଆସନ...

ଆଡଭାନୀ ଲେଖିଛନ୍ତି- ମନ୍ଦିର ନିର୍ମାଣ ଦିବ୍ୟ ସ୍ୱପ୍ନର ପୂରଣ : ଭାଗ୍ୟ ସ୍ଥିର ହୋଇଥିଲା, ଏଥିପାଇଁ ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ବାଛିଛନ୍ତି

ନୂଆଦିଲ୍ଲୀ: ଭାଗ୍ୟ ନିଷ୍ପତ୍ତି ନେଇଥିଲା ଯେ ଅଯୋଧ୍ୟାରେ ଭଗବାନ ରାମଙ୍କର ଏକ ଭବ୍ୟ ମନ୍ଦିର ନିର୍ମାଣ ହେବ ଏବଂ ସେ ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବାଛିଛନ୍ତି । ରାମ ମନ୍ଦିର ଆନ୍ଦୋଳନରେ...

ବଦଳିଲା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା: ଇମ୍ଫାଲ ପରିବର୍ତ୍ତେ ଥୋବୁଲରୁ ଆରମ୍ଭ ହେବ

ମଣିପୁର ସରକାରଙ୍କ ସର୍ତ୍ତ ଯୋଗୁଁ ସ୍ଥାନ ବଦଳିଲା ନୂଆଦିଲ୍ଲୀ: ମଣିପୁରର ରାଜଧାନୀ ଇମ୍ଫାଲ ପରିବର୍ତ୍ତେ ୩୪ କିଲୋମିଟର ଦୂର ଥୋବୁଲରୁ କଂଗ୍ରେସର ନ୍ୟାୟଯାତ୍ରା ଆରମ୍ଭ ହେବ । ରାଜ୍ୟ ସରକାରଙ୍କ ସର୍ତ୍ତାବଳୀକୁ ଦୃଷ୍ଟିରେ ରଖି...

ସୋମନାଥ ମନ୍ଦିରର ପ୍ରାଣପ୍ରତିଷ୍ଠାରେ ନେହେରୁଙ୍କ ଅନୁପସ୍ଥିତିର କାହାଣୀ କ’ଣ ?

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗ ନ ଦେବାକୁ କଂଗ୍ରେସ ନିଷ୍ପତ୍ତି ନେଇଛି । ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ରାମ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଦଳକୁ...

ରାମ ମନ୍ଦିରରୁ ବିଜେପିକୁ ଫାଇଦା ମିଳିବ କି ?

ଏନଡିଏର ବିଜୟ ଅଭିଯାନକୁ ରୋକିବା ପାଇଁ ଇଣ୍ଡି ମେଣ୍ଟ କେଉଁଠି ଦୁର୍ବଳ ହେଉଛି ? ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପୂର୍ବରୁ ଲଗାତାର ତୃତୀୟ ବିଜୟ ହାସଲ ପାଇଁ ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାର ରାମ...

ଶେଷ ହେବ ଇଣ୍ଡି ମେଣ୍ଟର ଆଶା ! ମାୟାବତୀଙ୍କୁ ନେଇ ଏହି ଦାବି

କ'ଣ କହିଲେ ଏଆଇଏମଆଇଏମ୍ ନେତା ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପରିପ୍ରେକ୍ଷୀରେ ଉତ୍ତରପ୍ରଦେଶରେ ମେଣ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି । ଇଣ୍ଡିଆନ୍ ନ୍ୟାସନାଲ ଡେଭଲପିଂ ଇନକ୍ଲୁସିଭ୍ ଆଲାଏନ୍ସ ଅର୍ଥାତ୍ ଇଣ୍ଡି ମେଣ୍ଟ ବ୍ୟାନରରେ ଏସପି,...

ମୋ ରାମ: ଡିଏମ୍ ନାୟାର ନା ପ୍ରଧାନମନ୍ତ୍ରୀ ନେହେରୁଙ୍କ କଥା ଶୁଣିଲେ, ନା ମୁଖ୍ୟମନ୍ତ୍ରୀ ପନ୍ତଙ୍କ ଆଦେଶ ମାନିଲେ

ଅଯୋଧ୍ୟା: ମୁଁ ଅଯୋଧ୍ୟା । ଡିସେମ୍ବର ୨୨ ତାରିଖର ସେହି ରାତିକୁ ମୋର ଭଲ ଭାବେ ମନେ ଅଛି । ଏପରିକି ଡିସେମ୍ବର ୨୩ ତାରିଖ ସକାଳେ । ୧୯୪୯ ମସିହା ଡିସେମ୍ବର...

Latest news

- Advertisement -spot_img