- Advertisement -spot_img

CATEGORY

ରାଜନୀତି

ଗିରଫ ଭୟରେ ଇଣ୍ଡି ମେଣ୍ଟର ତିନି ବଡ଼ ଚେହେରା

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଲଗାତାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ନୋଟିସକୁ ଅବମାନନା କରୁଛନ୍ତି । ମଦ ଦୁର୍ନୀତିରେ ଇଡି ତାଙ୍କୁ ତିନିଥର ପଚରାଉଚରା ପାଇଁ ଡାକିଛି । ସେ ହାଜର...

କଂଗ୍ରେସର ଭାରତ ଯୋଡ଼ୋ ନ୍ୟାୟଯାତ୍ରା ଓଡ଼ିଶାରେ ୩୪୧ କିମି, ୪ଜିଲ୍ଲା ଓ ୪ଦିନ ଚାଲିବ

ନୂଆଦିଲ୍ଲୀ: ୨୦୨୪ ନିର୍ବାଚନ ପୂର୍ବରୁ ଅର୍ଥାତ୍ କ୍ଷମତା ପାଇଁ ଚୂଡ଼ାନ୍ତ ମୁକାବିଲା ପୂର୍ବରୁ କଂଗ୍ରେସ 'ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା' କରିବାକୁ ଯାଉଛି । କଂଗ୍ରେସର ଏହି ଯାତ୍ରା ୬୭୦୦ କିଲୋମିଟର ।...

ମୋ ବିରୋଧରେ ସମସ୍ତ ସମନ ବେଆଇନ, ଗିରଫ କରିବାକୁ ଚାହୁଁଛନ୍ତି; ଇଡି ସମନ ଉପରେ କ’ଣ କହିଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀରେ ମଦ ନୀତି ଦୁର୍ନୀତି ମାମଲାରେ ଇଡି ସମନ ଏବଂ ଗିରଫ ହେବାଆଶଙ୍କା ମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଏବେ ବିଜେପି ମୋତେ...

ତୃତୀୟ ଥର ପାଇଁ ଇଡି ସମନକୁ ଅବମାନନା କରିଥିବା କେଜ୍ରିୱାଲଙ୍କୁ ଗିରଫ କରାଯିବ କି?

ସୋରେନଙ୍କ ମାମଲା କାହିଁକି ଅଲଗା ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ତୃତୀୟ ଥର ପାଇଁ ଇଡି ସମନରେ ହାଜର ହୋଇନଥିବା ଅରବିନ୍ଦ କେଜ୍ରିୱାଲଙ୍କ ସମସ୍ୟା ବଢ଼ିପାରେ । ଆମ୍ ଆଦମୀ ପାର୍ଟି ଦାବି...

ଯଦି କଲ୍ୟାଣ ନ ଥାନ୍ତେ, ତେବେ ରାମଲାଲା ଆଜି ବି ମନ୍ଦିର ପାଇଁ ଅପେକ୍ଷା କରିଥାନ୍ତେ

ନୂଆଦିଲ୍ଲୀ: ଆମେ ଗୁଳି ଚଳାଇବୁ ନାହିଁ, ଦିଲ୍ଲୀରେ ଅନୁଷ୍ଠିତ ଜାତୀୟ ଏକତା ପରିଷଦ ବୈଠକରେ କରସେବକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରାମର୍ଶ ଦିଆଯିବା ପରେ ସେ ବିନା ଦ୍ୱିଧାରେ ଏହା...

ସାଧାରଣ ନିର୍ବାଚନ ପୂର୍ବରୁ ଜେଲ ଯିବେ କି ଇଣ୍ଡି ମେଣ୍ଟର ଦୁଇ ମୁଖ୍ୟମନ୍ତ୍ରୀ ?

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି, ରାଜନୈତିକ ଲଢ଼େଇ ମଧ୍ୟ ଜୋର ଧରିଛି । ନୂଆବର୍ଷର ପ୍ରଥମ ସପ୍ତାହରେ ଦେଶର ଦୁଇଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଉପରେ ଝୁଲୁଛି ଗିରଫଦାରୀର ଖଣ୍ଡା...

ଚଳିତ ମାସରୁ ଲାଗୁ ହେବ ସିଏଏ: ଜାନୁଆରୀ ୨୬ ପୂର୍ବରୁ ବିଜ୍ଞପ୍ତି ପ୍ରକାଶ ପାଇବ

ପାକିସ୍ତାନ ଓ ଆଫଗାନିସ୍ତାନରୁ ଆସିଥିବା ୩୨ ହଜାର ହିନ୍ଦୁ-ଶିଖ୍ ଶରଣାର୍ଥୀ ଉପକୃତ ହେବେ ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ୨୦୨୪ରେ ପ୍ରଥମ ବଡ଼ ପଦକ୍ଷେପଭାବେ ଲାଗୁ କରିବାକୁ କେନ୍ଦ୍ର ସରକାର ପ୍ରାୟ ନିଷ୍ପତ୍ତି...

ଆଦାନି-ହିଣ୍ଡେନବର୍ଗ ମାମଲାରେ ଏସଆଇଟି ତଦନ୍ତକୁ ମନା କଲେ ସୁପ୍ରିମକୋର୍ଟ

୨୨ଟି ମାମଲାର ତଦନ୍ତ ଶେଷ କଲା ସେବି, ୩ ମାସ ପାଇଁ ଆଉ ୨ଟି ମାମଲା ସୁପ୍ରିମ୍ କୋର୍ଟଙ୍କ ରାୟ ପରେ ଆଦାନୀ ଗ୍ରୁପର ସେୟାର ମୂଲ୍ୟ ବୃଦ୍ଧି ନୂଆଦିଲ୍ଲୀ: ଆଦାନୀ-ହିଣ୍ଡେନବର୍ଗ ମାମଲାରେ...

ନୂଆ ବର୍ଷରେ ବନ୍ଦ ହେବ କି ନିର୍ବାଚନୀ ମାଗଣା ସଂସ୍କୃତି ?

ପଞ୍ଜାବ, ରାଜସ୍ଥାନ, ବିହାର, କେରଳ ଓ ପଶ୍ଚିମବଙ୍ଗର ଆର୍ଥିକ ସ୍ଥିତି ବେହାଲ ଝାଡ଼ଖଣ୍ଡ, କେରଳ, ଓଡ଼ିଶା, ତେଲେଙ୍ଗାନା ଓ ଉତ୍ତରପ୍ରଦେଶରେ ସବସିଡି ଖର୍ଚ୍ଚ ବୃଦ୍ଧି ଋଣରେ ପଞ୍ଜାବ ପ୍ରଥମ, ରାଜସ୍ଥାନ ଦ୍ୱିତୀୟ...

ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିରେ ଋତୁକାଳୀନ ନେତାଙ୍କ ପ୍ରବେଶ ସହଜ ହେବନାହିଁ

ନୂଆଦିଲ୍ଲୀ: ଆଉ କିଛିମାସ ପରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି । ଏହା ପୂର୍ବରୁ ଦଳଗୁଡ଼ିକରେ ପ୍ରବଳ ଉତ୍ତେଜନା ଦେଖାଦେବାର ସମ୍ଭାବନା ରହିଛି । ନିର୍ବାଚନ ଋତୁରେ ନେତାମାନେ ଅନେକ ସମୟରେ ଦଳ...

Latest news

- Advertisement -spot_img