- Advertisement -spot_img

CATEGORY

ରାଜନୀତି

ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ! ବିରୋଧୀମାନେ ଅସ୍ଥିର ନୁହଁନ୍ତି, ୫ ଦିନିଆ ସଂସଦ ଅଧିବେଶନ ପୂର୍ବରୁ ସରକାର ବଡ଼ ବାଜି ଖେଳିଛନ୍ତି

ନୂଆଦିଲ୍ଲୀ: ସେପ୍ଟେମ୍ବର ୧୮ରୁ ସେପ୍ଟେମ୍ବର ୨୨ ପର୍ଯ୍ୟନ୍ତ ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ସରକାର ଘୋଷଣା କରିଛନ୍ତି । ଏହି ସ୍ୱତନ୍ତ୍ର ଅଧିବେଶନର ପ୍ରସଙ୍ଗ ସାମ୍ନାକୁ ଆସିବାମାତ୍ରେ ରାଜନୈତିକ ମହଲରେ କଳ୍ପନାଜଳ୍ପନା ଆରମ୍ଭ...

୨୦୨୪ରେ ଲାଲକିଲ୍ଲାରୁ ‘ଆୟେଗା ତୋ ମୋଦି ହି’ ସ୍ଲୋଗାନ ଦେଇଥିବା ପ୍ରଧାନମନ୍ତ୍ରୀଙ୍କୁ ବିରୋଧୀଙ୍କ ଇଣ୍ଡଆ କେମିତି ଅଟକାଇବ ?

ନୂଆଦିଲ୍ଲୀ: ବିରୋଧୀ ମେଣ୍ଟ ଆଇଏନଡିଆଇଏର ତୃତୀୟ ବୈଠକ ମୁମ୍ବାଇରେ ଚାଲିଛି । ୨୬ ଟି ଦଳର ଏହି ମେଣ୍ଟର ପ୍ରଥମ ବୈଠକ ପରେ ଏହାର ଅନ୍ୟତମ ଶକ୍ତିଶାଳୀ ସହଯୋଗୀ ଏନସିପି ବିଭାଜିତ ହୋଇଯାଇଛି...

ଧାରା ୩୭୦ ଉଚ୍ଛେଦ କରିବାର କ୍ଷମତା ରାଷ୍ଟ୍ରପତିଙ୍କ ପାଖରେ ରହିଛି: ସାଲଭେ

ନୂଆଦିଲ୍ଲୀ: ସମ୍ବିଧାନର ୧୩ତମ ଦିନରେ ଧାରା ୩୭୦ ଉଚ୍ଛେଦକୁ ଚ୍ୟାଲେଞ୍ଜ କରୁଥିବା ପିଟିସନର ଶୁଣାଣି ଗୁରୁବାର ସୁପ୍ରିମକୋର୍ଟରେ ହୋଇଛି । ଶୁଣାଣି ସମୟରେ କେନ୍ଦ୍ର ସରକାର ସର୍ବୋଚ୍ଚ ଅଦାଲତଙ୍କୁ ଆଶ୍ୱାସନା ଦେଇଥିଲେ ଯେ...

ସଂସଦ ସ୍ୱତନ୍ତ୍ର ଅଧିବେଶନରେ ୟୁନିଫର୍ମ କୋଡ୍, ସିଙ୍ଗଲ୍ ପୋଲ୍, ମହିଳା ସଂରକ୍ଷଣ: ସୂତ୍ର

ନୂଆଦିଲ୍ଲୀ : ସେପ୍ଟେମ୍ବର ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ଡକାଯାଇଥିବା ସଂସଦର ସ୍ୱତନ୍ତ୍ର ଅଧିବେଶନରେ କେନ୍ଦ୍ର ସରକାର ଗୋଟିଏ ଦେଶ, ଗୋଟିଏ ନିର୍ବାଚନ, ୟୁନିଫର୍ମ ସିଭିଲ କୋଡ୍ ଏବଂ ମହିଳା ସଂରକ୍ଷଣ ସଂକ୍ରାନ୍ତ...

‘ଦେଶ ବାହାରକୁ ପଠାଯାଉଛି ୧ ବିଲିୟନ ଡଲାର’ କାହାର ?

ଆଦାନୀ ମାମଲାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶ୍ନ କଲେ ରାହୁଲ ଗାନ୍ଧି ମୁମ୍ବାଇ: ବିରୋଧୀ ମେଣ୍ଟ 'ଇଣ୍ଡିଆ'ର ବୈଠକରେ ଯୋଗ ଦେବା ପାଇଁ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧି ଗୁରୁବାର ମୁମ୍ବାଇରେ...

ମୁମ୍ବାଇରେ ଇଣ୍ଡିଆର ତୃତୀୟ ବୈଠକ, ଆସିବେ ୨୮ ଦଳ : ଆବାହକ ଓ ଆସନ ବଣ୍ଟନ ନେଇ ହୋଇପାରେ ଆଲୋଚନା

ମୁମ୍ବାଇ : ବିରୋଧୀ ଦଳର ମେଣ୍ଟ ଇଣ୍ଡିଆ ନ୍ୟାସନାଲ ଡେଭଲପମେଣ୍ଟ ଇନକ୍ଲୁସିଭ୍ ଆଲାଏନ୍ସ (ଇଣ୍ଡିଆ)ର ତୃତୀୟ ବୈଠକ ଆଜିଠାରୁ ମୁମ୍ବାଇରେ ଆରମ୍ଭ ହୋଇଛି । ଏହି ବୈଠକ ଦୁଇ ଦିନ (୩୧ ଅଗଷ୍ଟ-ସେପ୍ଟେମ୍ବର...

ରାଜନୀତିର କେନ୍ଦ୍ରରେ ରହିଛି ଜୀବିକାର ପ୍ରଶ୍ନ : ୨୦୧୯ ତୁଳନାରେ ୨୪ତମ ନିର୍ବାଚନ କେତେ ଭିନ୍ନ ହେବ?

ଭୁବନେଶ୍ୱର: ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ କରିବାକୁ ମୋଦି ସରକାର ଘୋଷଣା କରିଛନ୍ତି । ଆସନ୍ତା କିଛିମାସ ମଧ୍ୟରେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ଏହାପରେ ସାଧାରଣ ନିର୍ବାଚନ ହେବ...

ବ୍ରିକ୍ସ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସହ ବସିବାକୁ ଅଟଳ ଥିଲେ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି

ବୈଦେଶିକ ମନ୍ତ୍ରୀ କହିଲେ- ବାତାବରଣ ବଦଳିଯାଇଛି ନୂଆଦିଲ୍ଲୀ: ନିକଟରେ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ବ୍ରିକ୍ସ ରାଷ୍ଟ୍ରଗୁଡ଼ିକର ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଅଗଷ୍ଟ ୨୩ରେ ଚନ୍ଦ୍ରଯାନ-୩ ଯେତେବେଳେ ଇତିହାସ ରଚିବାକୁ ଯାଉଥିଲା, ସେତେବେଳେ...

ଜମ୍ମୁ-କଶ୍ମୀରକୁ ବିଭାଜିତ କରିବା ନେଇ ସରକାରଙ୍କ ଯୁକ୍ତି ଉପରେ ବିଚାରପତିଙ୍କ ପ୍ରଶ୍ନ

ନୂଆଦିଲ୍ଲୀ: ଅଗଷ୍ଟ ୨୦୧୯ରେ ସୀମାନ୍ତ ରାଜ୍ୟ ଜମ୍ମୁ-କଶ୍ମୀରକୁ ଦୁଇ ଭାଗରେ ବିଭକ୍ତ କରିବାର ଆବଶ୍ୟକତା ଉପରେ ପ୍ରଶ୍ନ ଉଠାଇ ସୁପ୍ରିମକୋର୍ଟ କହିଛନ୍ତି ଯେ ଜମ୍ମୁ-କଶ୍ମୀର ଏକ ଅନନ୍ୟ ରାଜ୍ୟ ନୁହେଁ, ପଞ୍ଜାବ ଏବଂ...

କାହାକୁ ଆଘାତ ଦେବା ଉଦ୍ଦେଶ୍ୟ ନଥିଲା:  ଅଧୀର ରଞ୍ଜନ ଚୌଧୁରୀ

ନୂଆଦିଲ୍ଲୀ:  ସଂସଦର ସ୍ୱାଧିକାର କମିଟି ବୈଠକରେ ଅଧୀର ରଞ୍ଜନ ଚୌଧୁରୀ ନିଜର ପକ୍ଷ ରଖିଛନ୍ତି । ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି ଯେ କାହାର ଭାବନାକୁ ଆଘାତ ଦେବାର ଉଦ୍ଦେଶ୍ୟ ନ ଥିଲା...

Latest news

- Advertisement -spot_img