- Advertisement -spot_img

TAG

Amit shah

ଯେଉଁ ଯାଦୁ ଶେଷ ହେଉନି ! ମୋଦିଙ୍କ ଶକ୍ତିର ପ୍ରକୃତ ରହସ୍ୟ ଏହି ୭ଜଣ

ନୂଆଦିଲ୍ଲୀ: ଘୋଷଣା ହେବାକୁ ଯାଉଛି ଲୋକସଭା ନିର୍ବାଚନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦାବି କରିଛନ୍ତି ଯେ ତାଙ୍କ ଦଳ ବିଜେପି ଏଥର ଅତି କମରେ ୩୭୦ଟି ଆସନ ପାଇବାକୁ ଯାଉଛି । କେବଳ...

ଲୋକସଭା ନିର୍ବାଚନ ପୂର୍ବରୁ ସାରାଦେଶରେ ଲାଗୁ ହେବ ସିଏଏ: ଅମିତ ଶାହା

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏକ ବଡ଼ ଘୋଷଣା କରିଛନ୍ତି। ନିର୍ବାଚନ ପୂର୍ବରୁ ସିଏଏକୁ ସମଗ୍ର ଦେଶରେ ଲାଗୁ କରାଯିବ ବୋଲି ଅମିତ ଶାହା...

ସିଏଏ ନିୟମ ପ୍ରସ୍ତୁତ: ନାଗରିକତା ପାଇଁ ଅନଲାଇନ ଆବେଦନ

୨୦୧୪ ପୂର୍ବରୁ ଭାରତ ଆସିବାର ସର୍ତ୍ତ ଉପରେ ପରିବର୍ତ୍ତନ ସମ୍ଭବ ନୂଆଦିଲ୍ଲୀ: ୪ ବର୍ଷ ପରେ ନାଗରିକତା ସଂଶୋଧନ ଆଇନ (ସିଏଏ) କାର୍ଯ୍ୟକାରୀ କରିବା ପାଇଁ ପ୍ରସ୍ତୁତି ଶେଷ ହୋଇଛି । କେନ୍ଦ୍ର ଗୃହ...

ନୀତୀଶ କୁମାରଙ୍କ ପାଇଁ କାହିଁକି ଖୋଲିଲା ବିଜେପିର ଦ୍ୱାର: ନୀତୀଶ ପହଞ୍ଚିବାମାତ୍ରେ ଭାଙ୍ଗିଯିବ ଇଣ୍ଡି ମେଣ୍ଟ

ନୂଆଦିଲ୍ଲୀ: ରାଜନୀତିରେ କୌଣସି ଦ୍ୱାର ସ୍ଥାୟୀଭାବେ ବନ୍ଦ ହୋଇନଥାଏ । ଏଠାରେ କବାଟ ବନ୍ଦ ହେଲେ ଖୋଲିଥାଏ । - ସୁଶୀଲ କୁମାର ମୋଦୀ, ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ (ଜାନୁଆରୀ ୨୭ରେ ଦିଲ୍ଲୀରୁ...

ବିହାରରେ ଜେଡିୟୁ-ବିଜେପି ପୁନଃମେଣ୍ଟ ! କେବଳ ଘୋଷଣାକୁ ଅପେକ୍ଷା

ନୂଆଦିଲ୍ଲୀ: ମକର ସଂକ୍ରାନ୍ତି ପରେ ବିହାର ରାଜନୀତିରେ ବଡ଼ ଧରଣର ପରିବର୍ତ୍ତନ ହୋଇପାରେ ବୋଲି ଲଗାତାର ଚର୍ଚ୍ଚା ହେଉଥିଲା । ଇଣ୍ଡି ମେଣ୍ଟ ଗଠନରେ ନୀତୀଶ କୁମାର ମୁଖ୍ୟ ଭୂମିକା ଗ୍ରହଣ କରିଥିବାରୁ...

ନୀତୀଶ କୁମାର ଏନଡିଏକୁ ଫେରିବାର ଶାହାଙ୍କ ସବୁଜ ସଙ୍କେତ

ନୂଆଦିଲ୍ଲୀ: ବିହାରରେ ଆଜିକାଲି ରାଜନୀତି ଗରମ ହୋଇଯାଇଛି । ଏକ ଖବରକାଗଜକୁ ଦେଇଥିବା ସାକ୍ଷାତ୍‍କାରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବୟାନ ରାଜନୀତିକ ପାଣିପାଗକୁ ଆହୁରି ଗରମ କରିଛି । ଲାଲୁ ପ୍ରସାଦ...

ନୂଆ ଅପରାଧିକ ଆଇନକୁ ଅନୁମୋଦନ ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏବେ ବଦଳିବ ଆଇପିସି ଓ ସିଆରପିସି

ନୂଆଦିଲ୍ଲୀ: ଗତ ସପ୍ତାହରେ ସଂସଦରେ ପାରିତ ହୋଇଥିବା ୩ଟି ନୂଆ ଅପରାଧିକ ନ୍ୟାୟ ବିଲକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅନୁମୋଦନ ଦେଇଛନ୍ତି । ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ପ୍ରତିରକ୍ଷା ସଂହିତା...

ସଂସଦରେ ପାରିତ ହେଲା ୩ଟି ଫୌଜଦାରୀ ଆଇନ ବିଲ୍

ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିବାମାତ୍ରେ ଆଇନ ପରିଣତ ହେବ ନୂଆଦିଲ୍ଲୀ : ଗୁରୁବାର ରାଜ୍ୟସଭାରେ ତିନିଟି ଫୌଜଦାରୀ ଆଇନ ବିଲ୍ - ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନ୍ୟାୟ ସୁରକ୍ଷା କୋଡ୍ ଏବଂ ଭାରତୀୟ ପ୍ରମାଣ...

ତାରିଖ ପରେ ତାରିଖକୁ ଅପେକ୍ଷାର ଅନ୍ତ ଘଟିବ: କ’ଣ ରହିଛି ଅପରାଧ ସମ୍ବନ୍ଧୀୟ ତିନୋଟି ବିଲ୍ ?

ନୂଆଦିଲ୍ଲୀ: ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ପ୍ରତିରକ୍ଷା ସଂହିତା ଏବଂ ଭାରତୀୟ ପ୍ରମାଣ ବିଲ୍-୨୦୨୩ ଲୋକସଭାରେ ପାରିତ ହୋଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ତିନିଟି ଅପରାଧିକ...

ଆତଙ୍କବାଦର ନୂତନ ସଂଜ୍ଞାରେ ଅର୍ଥନୈତିକ ନିରାପତ୍ତା ପ୍ରତି ବିପଦ ଅନ୍ତର୍ଭୁକ୍ତ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଣିଥିବା ନୂଆ ଅପରାଧିକ ଆଇନରେ ପ୍ରଥମ ଥର ପାଇଁ ଆତଙ୍କବାଦ ଆଇନ ପାଇଁ ଅଲଗା ବ୍ୟବସ୍ଥା କରାଯାଇଛି । ଭାରତର ଅର୍ଥନୈତିକ ସ୍ଥିରତା କିମ୍ବା ନିରାପତ୍ତା...

Latest news

- Advertisement -spot_img