- Advertisement -spot_img

AUTHOR NAME

businessodisha

898 POSTS
0 COMMENTS

ପିଏମଏଲଏର ଶୁଣାଣି କରୁଥିବା ଖଣ୍ଡପୀଠକୁ ଭଙ୍ଗ କରିବା ପାଇଁ ସୁପ୍ରିମକୋର୍ଟଙ୍କୁ କାହିଁକି ପଦକ୍ଷେପ ନେବାକୁ ପଡ଼ିଲା ?

ନୂଆଦିଲ୍ଲୀ: ପ୍ରିଭେନ୍ସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (ପିଏମ୍ଏଲ୍ଏ)ର ବ୍ୟବସ୍ଥାର ବୈଧତା ଉପରେ ଶୁଣାଣି କରୁଥିବା ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ନିଜକୁ ଭାଙ୍ଗି ଦେଇଛନ୍ତି । ପିଏମଏଲଏ ରାୟର ପୁନର୍ବିଚାର ପାଇଁ ହୋଇଥିବା ଆବେଦନର...

ରୋଜଗାର କରିବାରେ ସକ୍ଷମ ହୋଇଥିଲେ ମଧ୍ୟ ସାଥୀ ଭରଣପୋଷଣ ପାଇବେ କି ?

ନୂଆଦିଲ୍ଲୀ: ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଅଲଗା ହେବା ପରେ ଅନେକ ସମୟରେ ଭରଣପୋଷଣ ପାଇଁ ଅଦାଲତରେ ଲଢ଼େଇ ହୋଇଥାଏ । କେତେକ କ୍ଷେତ୍ରରେ ସ୍ୱାମୀ ନିଜର ରୋଜଗାର ଲୁଚାଇ ଅଦାଲତଙ୍କ ଦ୍ୱାରା ନିର୍ଦ୍ଧାରିତ ଭରଣପୋଷଣ...

ସମଲିଙ୍ଗୀ ବିବାହକୁ ବୈଧତା ନ ଦେବା ନିଷ୍ପତ୍ତି ବିରୋଧରେ ୨୮ରେ ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବାକୁ ମନା କରିଥିବା ରାୟର ସମୀକ୍ଷା ଉପରେ ସୁପ୍ରିମକୋର୍ଟ ନଭେମ୍ବର ୨୮ରେ ନିଷ୍ପତ୍ତି ନେବେ । ଗୁରୁବାର ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ ରିଭ୍ୟୁ ପିଟିସନର...

ମହୁଆ ମୋଇତ୍ରା ପ୍ରଭାବ: ସାଂସଦଙ୍କ ପାସୱାର୍ଡ ଏବେ ବ୍ୟକ୍ତିଗତ ରହିବ

ଆଉ କେହି ଲଗଇନ୍ କରିପାରିବେ ନାହିଁ ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନରେ ସାଂସଦଙ୍କ ପାଇଁ ଅନେକ କିଛି ବଦଳିଯିବ । ସେମାନଙ୍କୁ ‘ମହୁଆ ମୋଇତ୍ରା ଇଫେକ୍ଟ’ ଦେଇ ଗତି କରିବାକୁ ପଡ଼ିବ । ଲୋକସଭା...

କରୋନା ପରେ ଚୀନରେ ବ୍ୟାପିଲା ଅଜବ ରୋଗ, ରୋଗୀରେ ଭର୍ତ୍ତି ହସ୍ପିଟାଲ, ଏହି ୫ ଲକ୍ଷଣରେ ପୀଡ଼ିତ ଲୋକେ

ନୂଆଦିଲ୍ଲୀ: କରୋନା ଭାଇରସ ମହାମାରୀକୁ ସମଗ୍ର ବିଶ୍ୱକୁ ଦେଇଥିବା ଚୀନରେ ଏବେ ଏକ ଅଜବ ପ୍ରକାରର ନିମୋନିଆ ଆତଙ୍କ ଦେଖାଦେଇଛି । ଏହାକୁ ଏକ ନୂଆ ମହାମାରୀଭାବେ ଦେଖିବାକୁ ମିଳୁଛି । ସେଠାକାର...

ମନି ଲଣ୍ଡରିଂର ଷଡ଼ଯନ୍ତ୍ର ହେଲେ ହିଁ ପିଏମଏଲଏ ମାମଲା ରୁଜୁ ହେବ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅପରାଧିକ ଷଡ଼ଯନ୍ତ୍ରର ଧାରା ୧୨୦‘ବି’କୁ ବ୍ୟବହାର କରି ପିଏମ୍ଏଲ୍ଏ (ମନି ଲଣ୍ଡରିଂ) ମାମଲା ପ୍ରସ୍ତୁତ କରିପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ପିଏମ୍ଏଲ୍ଏ ଅଧୀନରେ ଇଡିକୁ...

ସମାଜ ପାଇଁ ଏଆ.ଇ. ସୁରକ୍ଷିତ ହେବା ଦରକାର : ମୋଦୀ

ଜି-୨୦ ବୈଠକରେ ଡିପଫେକ୍ ଉପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗୁରୁତ୍ୱାରୋପ ନୂଆଦିଲ୍ଲୀ: ଅତ୍ୟାଧୁନିକ ବାସ୍ତବବାଦୀ ଦୃଶ୍ୟ ସୃଷ୍ଟି କରୁଥିବା ଡିପଫେକ୍‍କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦବେଗ ପ୍ରକାଶ କରିବା ସହ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ...

ଡ୍ରାଇଭିଂ ଲାଇସେନ୍ସ ପ୍ରସଙ୍ଗରେ ଆଇନରେ ପରିବର୍ତ୍ତନର ଆବଶ୍ୟକତା ଅଛି କି ?

ସମୀକ୍ଷା ପାଇଁ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ନୂଆଦିଲ୍ଲୀ: ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ ପାଇଁ ନିୟମ ପ୍ରସଙ୍ଗରେ ଆଇନରେ ପରିବର୍ତ୍ତନ ଆବଶ୍ୟକ କି ନାହିଁ ତାହାର ସମୀକ୍ଷା କରିବାକୁ ସୁପ୍ରିମକୋର୍ଟ ବୁଧବାର କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ...

ନ୍ୟାସନାଲ ହେରାଲ୍ଡ ମାମଲା କ’ଣ ?

କାହାର ମାଲିକାନାରେ ଥିଲା ଏହି କମ୍ପାନୀ ? ଏବେ ରାହୁଲ ଓ ସୋନିଆ ଗାନ୍ଧିଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଉଛି ? ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କଂଗ୍ରେସ...

ବିଭ୍ରାନ୍ତିକର ବିଜ୍ଞାପନ ପାଇଁ ପତଞ୍ଜଳିକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ: ଆଲୋପାଥି ଭଳି ଆଧୁନିକ ଚିକିତ୍ସା ବ୍ୟବସ୍ଥା ବିରୋଧରେ ବିଭ୍ରାନ୍ତିକର ଦାବି ଓ ବିଜ୍ଞାପନ ପ୍ରକାଶ କରିଥିବା ପତଞ୍ଜଳି ଆୟୁର୍ବେଦକୁ ସୁପ୍ରିମକୋର୍ଟ କଡ଼ା ସମାଲୋଚନା କରିଛନ୍ତି । ପତଞ୍ଜଳି ଆୟୁର୍ବେଦର ବିଭ୍ରାନ୍ତିକର ବିଜ୍ଞାପନ...

Latest news

- Advertisement -spot_img