- Advertisement -spot_img

CATEGORY

ଜୀବନଚର୍ଯ୍ୟା

କେନ୍ଦ୍ର ସରକାର ଆରମ୍ଭ କଲେ ଭାରତ ଅଟା, କିଲୋ ପିଛା ୨୭.୫୦ ଟଙ୍କା

ନୂଆଦିଲ୍ଲୀ: ସାରା ଦେଶରେ କିଲୋ ପିଛା ୨୭ ଟଙ୍କା ୫୦ ପଇସା ଦରରେ କେନ୍ଦ୍ର ସରକାର 'ଭାରତ ଅଟା' ଯୋଗାଇ ଦେବେ । କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲ ସୋମବାର ଦିଲ୍ଲୀରେ ଅଟା...

ମାଗଣା ରାସନ-ରାଜକୋଷ ଉପରେ ବୋଝ ବଢ଼ିବ 

ଭୁବନେଶ୍ୱର: ଶନିବାର ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ରେ ନିର୍ବାଚନୀ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗରିବମାନଙ୍କୁ ମାଗଣା ରାସନ ପ୍ରଦାନ କରୁଥିବା ପିଏମ୍ ଗରିବ କଲ୍ୟାଣ ଅନ୍ନ ଯୋଜନା ଆଗାମୀ ୫ବର୍ଷ...

କଏଦୀମାନେ ନିଜ ସାଥୀଙ୍କ ସହ ‘ଅନ୍ତରଙ୍ଗ ମୁହୂର୍ତ୍ତ’ ବିତାଇବାର ସୁଯୋଗ ପାଇବେ 

ନୂଆଦିଲ୍ଲୀ: ଦିଲ୍ଲୀ ଜେଲରେ ବନ୍ଦଥିବା କଏଦୀମାନେ ନିଜ ଜୀବନସାଥୀଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତ ବିତାଇବାର ସୁଯୋଗ ପାଇପାରିବେ । ଦିଲ୍ଲୀ ସରକାର କଏଦୀଙ୍କ ବୈବାହିକ ସମ୍ପର୍କ ଅଧିକାରକୁ ସୁରକ୍ଷା, କ୍ଷମତା ଏବଂ କଏଦୀଙ୍କ...

ଅପରାହ୍ନ ୩ଟାରୁ ରାତି ୯ଟା ପର୍ଯ୍ୟନ୍ତ ବିପଦର ଘଣ୍ଟି, ଏହି ସମୟରେ ଦେଶରେ ଘଟୁଛି ଅଧିକାଂଶ ସଡ଼କ ଦୁର୍ଘଟଣା

ନୂଆଦିଲ୍ଲୀ: ଅପରାହ୍ନ ୩ଟାରୁ ରାତି ୯ଟା ପର୍ଯ୍ୟନ୍ତ ଦେଶର ରାସ୍ତାରେ ଅଧିକ ସତର୍କ ରୁହନ୍ତୁ କାରଣ ପ୍ରତିଦିନର ୨୪ ଘଣ୍ଟା ମଧ୍ୟରେ ସବୁଠାରୁ ମାରାତ୍ମକ ସଡ଼କ ଦୁର୍ଘଟଣା ଘଟୁଛି । ଏଥିରେ ମଧ୍ୟ...

ସଚିନ ପାଇଲଟ ଏବଂ ସାରା ଅବଦୁଲ୍ଲା ଖାନଙ୍କ ବିବାହ ୧୯ ବର୍ଷ ପରେ ବିଚ୍ଛେଦ: ଚର୍ଚ୍ଚାରେ ରହିଛନ୍ତି ଏହି ନେତାମାନେ

ନୂଆଦିଲ୍ଲୀ: କଂଗ୍ରେସ ନେତା ତଥା ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ତାଙ୍କ ପତ୍ନୀ ସାରା ଅବଦୁଲ୍ଲାଙ୍କୁ ଛାଡ଼ପତ୍ର ଦେଇଛନ୍ତି । ସଚିନ ଓ ସାରା ୨୦୦୪ରେ ବିବାହ କରିଥିଲେ । ସାରା...

ସିଟ୍ ବେଲ୍ଟ ଓ ହେଲମେଟକୁ ଅଣଦେଖା କରି୨୦୨୨ରେ ୬୬,୭୪୪ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ସଡ଼କ ସୁରକ୍ଷାକୁ ନେଇ ସବୁ ପ୍ରକାର ଆଲୋଚନା ଓ ପ୍ରୟାସ ସତ୍ତ୍ୱେ ମୃତ୍ୟୁ ସଂଖ୍ୟା ଅଧିକ ବଢ଼ି ଚିନ୍ତାଜନକ ହୋଇଛି । ଏଥିରେ ନା ସରକାରଙ୍କ ପଦକ୍ଷେପ ଫଳପ୍ରଦ ହେଲା ନା...

ଆସନ୍ତା ବର୍ଷ ଶେଷ ସୁଦ୍ଧା ଦେଶର ସମସ୍ତ ଡାକ୍ତରଙ୍କ ପାଖରେ ରହିବ ୟୁନିକ୍ ଆଇଡି, ଆଇଏମଆର ବଦଳରେ ଏନଏମଆର

ନୂଆଦିଲ୍ଲୀ: ୨୦୨୪ ଶେଷ ସୁଦ୍ଧା ଦେଶର ସମସ୍ତ ଡାକ୍ତରଙ୍କ ପାଖରେ ଏକ ୟୁନିକ୍ ଆଇଡେଣ୍ଟିଫିକେସନ୍ ନମ୍ବର (ୟୁନିକ୍ ଆଇଡି) ରହିବ । ନ୍ୟାସନାଲ ମେଡିକାଲ କମିଶନ (ଏନଏମସି) ଏକ ଜାତୀୟ ମେଡିକାଲ ରେଜିଷ୍ଟର...

ହଠାତ୍ କାହିଁକି କମ୍ ବିୟର ପିଉଛନ୍ତି ଦିଲ୍ଲୀବାସୀ ?

ନୂଆଦିଲ୍ଲୀ: ଚଳିତ ବର୍ଷର ଗ୍ରୀଷ୍ମଋତୁରେ ଦିଲ୍ଲୀବାସୀ ବିୟରକୁ ବିଶେଷ ଗୁରୁତ୍ୱ ଦେଇନଥିଲେ । ମଦ ଶିଳ୍ପ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବିୟର ବିକ୍ରିରେ ଦ୍ରୁତ ହ୍ରାସ ଘଟିଛି । ଗତବର୍ଷ ତୁଳନାରେ...

ଟ୍ରେନ୍ ୧୩ ଘଣ୍ଟା ବିଳମ୍ବ: ରେଳବାଇ ଦେବ ୬୦ ହଜାର ଟଙ୍କା କ୍ଷତିପୂରଣ

କୋଚି: ବନ୍ଦେ ଭାରତ, ରାଜଧାନୀ, ଶତାବ୍ଦୀ ଭଳି ପ୍ରିମିୟମ୍ ଟ୍ରେନ୍‍କୁ ବାଦ୍ ଦେଲେ ସାଧାରଣ ଭାରତୀୟ ଟ୍ରେନ୍ ସାଧାରଣତଃ ବିଳମ୍ବରେ ଚଳାଚଳ କରିଥାଏ । ଘଣ୍ଟା ଘଣ୍ଟା ବିଳମ୍ବରେ ଟ୍ରେନ୍ ଚାଲୁଥିଲେ ମଧ୍ୟ...

ଓଡ଼ିଶାରେ ୨ ଘଣ୍ଟାରେ ୬୨ ହଜାର୩୫୦ ଥର ବଜ୍ରପାତ

ଭୁବନେଶ୍ୱର: ଓଡ଼ିଶାରେ ଏକ ଅଭାବନୀୟ ଘଟଣା ଘଟିଛି । ପାଖାପାଖି ଦୁଇଘଣ୍ଟା ମଧ୍ୟରେ ୬୨ହଜାର ୩୫୦ ଥର ବଜ୍ରପାତ ରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୪ ଜଣ ଆହତ ହୋଇଛନ୍ତି । ...

Latest news

- Advertisement -spot_img