- Advertisement -spot_img

CATEGORY

ଦେଶବିଦେଶ

ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ୍ ସେପ୍ଟେମ୍ବର ୩୦ରୁ !

ଭୁବନେଶ୍ୱର : ସେପ୍ଟେମ୍ବର ଶେଷ ସପ୍ତାହ ସୁଦ୍ଧା ପୁରୀ-ରାଉରକେଲା ମଧ୍ୟରେ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଚଳାଚଳ କରିବ । ମିଳିଥିବା ସୂଚନା ଅନୁଯାୟୀ, ଓଡ଼ିଶାର ଉପକୂଳ ଓ ପଶ୍ଚିମ ଭାଗ...

ଜି-୨୦ ଶିଖର ସମ୍ମିଳନୀ: କେଉଁ ବିଶ୍ୱ ନେତା ଯୋଗଦେବେ, କିଏ ଆସିବେ ନାହିଁ

ନୂଆଦିଲ୍ଲୀ: ସେପ୍ଟେମ୍ବର ୮ରୁ ନୂଆଦିଲ୍ଲୀରେ ଆରମ୍ଭ ହେବ ଜି-୨୦ ଶିଖର ସମ୍ମିଳନୀ । ବିଶ୍ୱର ୨୦ଟି ପ୍ରମୁଖ ଅର୍ଥନୀତି ଗୋଷ୍ଠୀର ନେତାମାନେ ଡିଜିଟାଲ ପରିବର୍ତ୍ତନ, ଜଳବାୟୁ ଅର୍ଥଯୋଗାଣ, ନିରନ୍ତର ବିକାଶ ଲକ୍ଷ୍ୟ (ଏସଡିଜି)...

୫୪ଟି ଆଫ୍ରିକୀୟ ଦେଶ ଉପରେ ଭରଷା କରି ଜି-୨୦ରେ ବଡ଼ ଖେଳ ଖେଳିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ନୂତନ ବିଶ୍ୱ ବ୍ୟବସ୍ଥା ଗଠନ ଦିଗରେ ଏକ ବଡ଼ ଏବଂ ଅତ୍ୟନ୍ତ ପ୍ରଭାବଶାଳୀ ପଦକ୍ଷେପ ନେଇଛନ୍ତି । ବିଶ୍ୱର ୨୦ଟି ଧନୀ ଓ ବିକାଶଶୀଳ ଦେଶର...

ମହମ୍ମଦ ଆକବର ଲୋନ, ୩୭୦ ଏବଂ ପାକିସ୍ତାନ ଜିନ୍ଦାବାଦ ସ୍ଲୋଗାନ…ସୁପ୍ରିମକୋର୍ଟ ଶୁଣାଣିରେ କ’ଣ ରହିଛି ଏହି ନୂଆ ଦିଗ ?

ନୂଆଦିଲ୍ଲୀ: ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରୁଥିବା ପିଟିସନର ଶୁଣାଣି ସୁପ୍ରିମକୋର୍ଟରେ ଚାଲିଛି । କୋର୍ଟରେ ପହଞ୍ଚିଥିବା ଆବେଦନକାରୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ମହମ୍ମଦ ଆକବର ଲୋନ । ତାଙ୍କ ସହ...

ଜି-୨୦ ଶିଖର ସମ୍ମିଳନୀର କେଉଁ ଦିନ କ’ଣ ହେବ

ନୂଆଦିଲ୍ଲୀ: ସେପ୍ଟେମ୍ବର ୮ ତାରିଖ ରାତି ସୁଦ୍ଧା ଜି-୨୦ର ସମସ୍ତ ଦେଶ ଏବଂ ୯ ଜଣିଆ ସ୍ୱତନ୍ତ୍ର ଆମନ୍ତ୍ରିତ ରାଷ୍ଟ୍ରମୁଖ୍ୟ ଭାରତରେ ପହଞ୍ଚିବେ । ରୁଷିଆ ଓ ମେକ୍ସିକୋରୁ ପ୍ରତିନିଧିମାନେ ଆସିବେ ।...

ଜି-୨୦ ଶିଖର ସମ୍ମିଳନୀର ଭାରତର ଐତିହାସିକ ଆୟୋଜନ

ନୂଆଦିଲ୍ଲୀ: ଚଳିତ ବର୍ଷ ଜି-୨୦ ଶିଖର ସମ୍ମିଳନୀ ଆୟୋଜନ କରିବାକୁ ଭାରତ ପ୍ରସ୍ତୁତ ହେଉଥିବାବେଳେ ଦେଶ କୂଟନୀତି, ଅର୍ଥନୈତିକ ନୀତି ଏବଂ ବିଶ୍ୱ ନେତୃତ୍ୱର ମିଳିତ ସହଯୋଗରେ ଛିଡ଼ା ହୋଇଛି । ବିଶ୍ୱର...

ଜମ୍ମୁ-କଶ୍ମୀରରେ କେବେ ହେବ ନିର୍ବାଚନ ? ଆଜି ସୁପ୍ରିମକୋର୍ଟରେ ଜବାବ ରଖିଛନ୍ତି ସରକାର

ଧାରା-୩୭୦କୁ ନେଇ ବିତର୍କ ନୂଆଦିଲ୍ଲୀ: କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀରର ରାଜ୍ୟ ମାନ୍ୟତା କେବେ ପୁନରୁଦ୍ଧାର ହେବ ଏବଂ କେବେ ହେବ ନିର୍ବାଚନ ? ସୁପ୍ରିମକୋର୍ଟରେ ଏହାର ଜବାବ ରଖିଛନ୍ତି ସରକାର । ଧାରା-୩୭୦ ଉଚ୍ଛେଦକୁ...

ଫାଶୀ ପୂର୍ବରୁ ସୁପ୍ରିମକୋର୍ଟରେ ମଧ୍ୟରାତ୍ରିର ନାଟକ ଆଉ ହେବ ନାହିଁ !

କ୍ଷମା ଆବେଦନ ଉପରେ 'ଶେଷ ଉପାୟ' ବନ୍ଦ କରିବାକୁ ଯାଉଛନ୍ତି ସରକାର ନୂଆଦିଲ୍ଲୀ: ଫାଶୀ ଦଣ୍ଡାଦେଶ ପାଇଥିବା ଦୋଷୀଙ୍କ କ୍ଷମା ଆବେଦନ ଉପରେ ରାଷ୍ଟ୍ରପତିଙ୍କ ନିଷ୍ପତ୍ତି ହେବ ଶେଷ ନିଷ୍ପତ୍ତି । ଏହା ଉପରେ...

ବ୍ରିକ୍ସ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସହ ବସିବାକୁ ଅଟଳ ଥିଲେ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି

ବୈଦେଶିକ ମନ୍ତ୍ରୀ କହିଲେ- ବାତାବରଣ ବଦଳିଯାଇଛି ନୂଆଦିଲ୍ଲୀ: ନିକଟରେ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ବ୍ରିକ୍ସ ରାଷ୍ଟ୍ରଗୁଡ଼ିକର ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଅଗଷ୍ଟ ୨୩ରେ ଚନ୍ଦ୍ରଯାନ-୩ ଯେତେବେଳେ ଇତିହାସ ରଚିବାକୁ ଯାଉଥିଲା, ସେତେବେଳେ...

ଜଙ୍ଗଲ ଭିତରେ ଭୂତଳ ବଙ୍କର, ଦ୍ୱିତୀୟ ବିଶ୍ୱଯୁଦ୍ଧରୁ ଆଜି ପର୍ଯ୍ୟନ୍ତ ପୋତି ହୋଇ ରହିଛି ଗୋଳାବାରୁଦ, ଅର୍ମଦା ଏୟାରଷ୍ଟ୍ରିପର କାହାଣୀ

ଭୁବନେଶ୍ୱର :  ଏହା ଏସିଆର ସବୁଠାରୁ ଲମ୍ବା ରନୱେ ଥିଲା, ଯାହାର ଲମ୍ବ ୨.୫ କିଲୋମିଟରରୁ ଅଧିକ ଥିଲା । ମୋଟ ରନୱେ, ଟ୍ୟାକ୍ସିୱେ, ଆପ୍ରନ୍ ଇତ୍ୟାଦି ୬୦ କିଲୋମିଟରରୁ ଅଧିକ ଥିଲା...

Latest news

- Advertisement -spot_img