- Advertisement -spot_img

CATEGORY

ରାଜନୀତି

ବିହାରରେ ଜେଡିୟୁ-ବିଜେପି ପୁନଃମେଣ୍ଟ ! କେବଳ ଘୋଷଣାକୁ ଅପେକ୍ଷା

ନୂଆଦିଲ୍ଲୀ: ମକର ସଂକ୍ରାନ୍ତି ପରେ ବିହାର ରାଜନୀତିରେ ବଡ଼ ଧରଣର ପରିବର୍ତ୍ତନ ହୋଇପାରେ ବୋଲି ଲଗାତାର ଚର୍ଚ୍ଚା ହେଉଥିଲା । ଇଣ୍ଡି ମେଣ୍ଟ ଗଠନରେ ନୀତୀଶ କୁମାର ମୁଖ୍ୟ ଭୂମିକା ଗ୍ରହଣ କରିଥିବାରୁ...

ନୀତୀଶ କୁମାର ଏନଡିଏକୁ ଫେରିବାର ଶାହାଙ୍କ ସବୁଜ ସଙ୍କେତ

ନୂଆଦିଲ୍ଲୀ: ବିହାରରେ ଆଜିକାଲି ରାଜନୀତି ଗରମ ହୋଇଯାଇଛି । ଏକ ଖବରକାଗଜକୁ ଦେଇଥିବା ସାକ୍ଷାତ୍‍କାରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବୟାନ ରାଜନୀତିକ ପାଣିପାଗକୁ ଆହୁରି ଗରମ କରିଛି । ଲାଲୁ ପ୍ରସାଦ...

ପଞ୍ଜାବରେ ଅଟକି ରହିଛି ଆପ୍-କଂଗ୍ରେସର ଆସନ ବଣ୍ଟନ ପ୍ରସଙ୍ଗ

ନୂଆଦିଲ୍ଲୀ: ପଞ୍ଜାବରେ କଂଗ୍ରେସ ଓ ଆମ୍ ଆଦମୀ ପାର୍ଟି (ଆପ୍) ମଧ୍ୟରେ ଲୋକସଭା ଆସନ ବଣ୍ଟନ ପ୍ରସଙ୍ଗ ଅଟକି ରହିଛି । ତେବେ ଦିଲ୍ଲୀ ଓ ଗୁଜରାଟରେ ଦୁଇ ଦଳ ଆସନ ବୁଝାମଣାକୁ...

ବିହାରେ ଆସନ ବଣ୍ଟନ ସତ୍ତ୍ୱେ ଘୋଷଣାରେ ବିଳମ୍ବ କାହିଁକି ?

ନୂଆଦିଲ୍ଲୀ: ବିହାରରେ ଇଣ୍ଡି ମେଣ୍ଟ ମଧ୍ୟରେ ଆସନ ବଣ୍ଟନ କରାଯାଇଛି । କେବଳ ଘୋଷଣା ଏପର୍ଯ୍ୟନ୍ତ ହୋଇନାହିଁ । ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ କାରଣରୁ ଏହାର ଘୋଷଣା ଅଟକି ଯାଇଛି...

‘ଦେଶ ପାଇଁ ଦାନ’ ଅଭିଯାନରୁ ୧ ମାସରେ କଂଗ୍ରେସକୁ କେତେ ମିଳିଲା ?

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ପାଣ୍ଠି ସଂଗ୍ରହ ଅଭିଯାନର ଏକ ଅଂଶ ଭାବରେ କଂଗ୍ରେସ ଗତ ଏକ ମାସ ମଧ୍ୟରେ ୧୫ କୋଟି ଟଙ୍କା ପାଇଛି । କୋଷାଧ୍ୟକ୍ଷ ଅଜୟ ମାକେନ...

ଇକବାଲ ଅନସାରୀ ମସଜିଦ ନିର୍ମାଣକୁ ନେଇ ସୁନ୍ନି ସେଣ୍ଟ୍ରାଲ ୱାକଫ ବୋର୍ଡ ଉପରେ ଖପ୍ପା !

ନୂଆଦିଲ୍ଲୀ: ବାବ୍ରି ମସଜିଦର ପକ୍ଷକାର ଇକବାଲ ଅନସାରୀ ସୁନ୍ନି ଓ୍ଵାକଫ ବୋର୍ଡକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ ୫ ଏକର ଜମିରେ ମସଜିଦ ନିର୍ମାଣ କରିବାରେ ବୋର୍ଡ ବିଫଳ ହୋଇଛି...

ଲୋକସଭାରେ ୪୦୦ ଟାର୍ଗେଟ ହାସଲ ବିଜୟର ମନ୍ତ୍ର ଦେଲେ ମୋଦି

ପ୍ରଥମ ଥର ଭୋଟର ଓ କେନ୍ଦ୍ର ସରକାରଙ୍କ କଲ୍ୟାଣକାରୀ ଯୋଜନାର ହିତାଧିକାରୀଙ୍କ ଉପରେ ଫୋକସ ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ଅନ୍ୟ ରାଜନୈତିକ ପ୍ରସଙ୍ଗ ବ୍ୟତୀତ ବିଜେପିର ସର୍ବାଧିକ ଫୋକସ୍ ଦୁଇଟି ଶ୍ରେଣୀ ଉପରେ...

ଓଡ଼ିଆରେ ସର୍ବାଧିକ ୧୩, ସଂସ୍କୃତରେ ୭ ରାମାୟଣ ରହିଛି

୩୪୦୦ ବର୍ଷ ପୂର୍ବରୁ ୧୦ଟି ଦେଶରେ ଆଦି ରାମାୟଣ କଥା ଇଣ୍ଡୋନେସିଆରେ ୫ ଏବଂ ନେପାଳରେ ୪ ରାମକଥା ନୂଆଦିଲ୍ଲୀ: ରାମଙ୍କ ନାମ ରାମଙ୍କ ଠାରୁ ବଡ଼ । ରାମଙ୍କ ଜନ୍ମ ପୂର୍ବରୁ...

ଅଯୋଧ୍ୟା ଘଟଣାକୁ ନେଇ ବିବାଦ: ନୃପେନ୍ଦ୍ର ମିଶ୍ର କହିଲେ, ରାମ ରାଜନୈତିକ ହୋଇଥିଲେ କି ?

ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ସମିତି ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର ଉଦ୍‍ଘାଟନୀ ସମାରୋହକୁ ବିଜେପିର ଏକ ରାଜନୈତିକ କାର୍ଯ୍ୟକ୍ରମ ବୋଲି ବିରୋଧୀ ଦଳମାନେ କହୁଥିବା ବିଷୟରେ କହିଛନ୍ତି ଯେ ଭଗବାନ ରାମ...

୨୦୨୪ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସର ଇସ୍ତାହାର ହେବ ଲୋକଙ୍କ ଇସ୍ତାହାର: ଚିଦାମ୍ବରମ

ନୂଆଦିଲ୍ଲୀ: କଂଗ୍ରେସର ୨୦୨୪ ଲୋକସଭା ନିର୍ବାଚନୀ ଇସ୍ତାହାର ଏକ 'ଜନ ଇସ୍ତାହାର' ହେବ, ଯେଉଁଥିପାଇଁ ପରାମର୍ଶ ପାଇଁ ସମଗ୍ର ଦେଶରେ ବ୍ୟାପକ ପ୍ରୟାସ କରାଯିବ ବୋଲି କଂଗ୍ରେସ ନେତା ପି ଚିଦାମ୍ବରମ ବୁଧବାର...

Latest news

- Advertisement -spot_img