- Advertisement -spot_img

CATEGORY

ରାଜନୀତି

ଆସନ୍ତାକାଲି ଜ୍ଞାନବାପିର ବ୍ୟାସଜୀ କୋଠରୀରେ ଆରମ୍ଭ ହୋଇପାରେ ପୂଜା, ଶୁଦ୍ଧି ପରେ ହେବ ଭଗବାନ ଶିବଙ୍କ ରୁଦ୍ରାଭିଷେକ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବାରଣାସୀସ୍ଥିତ ଜ୍ଞାନବାପି ମସଜିଦର ବ୍ୟାସଜୀ ବେସମେଣ୍ଟରେ ଗୁରୁବାରଠାରୁ ପୂଜା ଆରମ୍ଭ ହେବାର ସମ୍ଭାବନା ରହିଛି । ବାରଣାସୀ କୋର୍ଟଙ୍କ ରାୟ ପରେ ଭଗବାନ ଶିବଙ୍କ ପୂଜା ପାଇଁ ପ୍ରସ୍ତୁତି ଆରମ୍ଭ...

ସଂସଦର ବଜେଟ ଅଧିବେଶନ ଆରମ୍ଭ: ଜୟ ଶ୍ରୀରାମ ଏବଂ ତାଳି, ମୋଦି ମଧ୍ୟ ଟେବୁଲ ବାଡ଼େଇବାଲେ

ରାଷ୍ଟ୍ରପତିଙ୍କ ଅଭିଭାଷଣରେ ଉତ୍ସାହିତ ହେଲେ ବିଜେପି ସାଂସଦ ନୂଆଦିଲ୍ଲୀ: ସଂସଦର ବଜେଟ ଅଧିବେଶନ ଗୁରୁବାରଠାରୁ ଆରମ୍ଭ ହୋଇଛି । ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସାଂସଦମାନଙ୍କୁ ସମ୍ବୋଧିତ କରିଥିଲେ । ନବ ନିର୍ମିତ...

କିଷାନ ସମ୍ମାନ ନିଧି ୮ ହଜାର ଟଙ୍କାକୁ ବୃଦ୍ଧି କରିପାରନ୍ତି ସରକାର, ୨୦୧୯ରେ ହୋଇଥିଲା ଟିକସ ସୀମା ବୃଦ୍ଧି

ନୂଆଦିଲ୍ଲୀ: ବର୍ଷ ଥିଲା ୨୦୧୯ ଏବଂ ଲୋକସଭା ନିର୍ବାଚନ ହେବାର ଥିଲା । ପୂର୍ବରୁ ଫେବ୍ରୁଆରିରେ ବଜେଟ ଉପସ୍ଥାପନ ହେବାର ଥିଲା । ନିର୍ବାଚନ ପୂର୍ବରୁ ଉପସ୍ଥାପିତ ବଜେଟକୁ ଅନ୍ତରୀଣ ବଜେଟ କୁହାଯାଏ...

ବଜେଟ ପୂର୍ବରୁ ସରକାରଙ୍କ ଉପହାର: ଶସ୍ତା ହୋଇପାରେ ମୋବାଇଲ ଫୋନ୍

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବ୍ରୁଆରି ୧ରେ ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ଶେଷ ବଜେଟ ଉପସ୍ଥାପନ କରିବେ । ତେବେ ସରକାର ମୋବାଇଲ ଫୋନ ଇଣ୍ଡଷ୍ଟ୍ରିକୁ ଏକ ଉପହାର ଦେଇଛନ୍ତି ।...

ମୋଦି ସରକାର ୨.୦ର ଶେଷ ବଜେଟ ଅଧିବେଶନ ଆଜିଠାରୁ ଆରମ୍ଭ

କାଶ୍ମୀରରୁ ଜ୍ଞାନବାପି ପର୍ଯ୍ୟନ୍ତ ଜାଣନ୍ତୁ କେଉଁ ପ୍ରସଙ୍ଗରେ ହେବ ଆଲୋଚନା ନୂଆଦିଲ୍ଲୀ: ଚଳିତ ଲୋକସଭାର ଶେଷ ବଜେଟ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି । ସଂସଦର ବଜେଟ ଅଧିବେଶନ ଉଭୟ ଗୃହର ମିଳିତ ଅଧିବେଶନକୁ...

୧୬ଟି ଲୋକସଭା ଆସନ ପାଇଁ ସର୍ବପ୍ରଥମେ ପ୍ରାର୍ଥୀ ଘୋଷଣା କଲା ଏସପି

ମୈନପୁରୀରୁ ମୁଲାୟମଙ୍କ ଆସନରୁ ଲଢ଼ିବେ ଡିମ୍ପଲ ୟୁପିରେ ଯାଦବ ପରିବାରର ୩ ପ୍ରାର୍ଥୀ ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପାଇଁ ରାଜନୈତିକ ଦଳଗୁଡ଼ିକ ମଧ୍ୟରୁ ସର୍ବପ୍ରତମେ ସମାଜବାଦୀ ପାର୍ଟି ନିଜର ପ୍ରଥମ ପ୍ରାର୍ଥୀ...

‘ବିଗ୍ ୪’ ଓ ୨୧୦ ଆସନ: ଜାଣନ୍ତୁ ୨୦୨୪ ରାସ୍ତାରୁ ମୋଦି କେମିତି ହଟାଇଲେ ୨ଟି ବଡ଼ କଣ୍ଟା

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ପାଳିର ମଝିରେ ବିହାର ଓ ମହାରାଷ୍ଟ୍ର ବିଜେପି ପାଇଁ ରାଜନୈତିକ ସମସ୍ୟା ପାଲଟିଥିଲା । ନିର୍ବାଚନ ପୂର୍ବରୁ ସହଯୋଗୀ ଥିବା ନୀତୀଶ କୁମାର ଓ ଉଦ୍ଧବ ଠାକରେ...

୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ସୁଶାସନ ବାବୁ ଇଣ୍ଡି ମେଣ୍ଟକୁ କେତେ କ୍ଷତି ପହଞ୍ଚାଇଲେ ?

ନୂଆଦିଲ୍ଲୀ: ‘ବିହାର ମେଁ ବାହାର ହୈ ନୀତୀଶ କୁମାର ହୈ ।’ ହଁ, ନୀତୀଶ କୁମାର ହେଉଛନ୍ତି ସେହି ମୁଖ୍ୟମନ୍ତ୍ରୀ ଯିଏ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ପୁଣିଥରେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ।...

ବିହାରରେ ରାଜନୈତିକ ବିପର୍ଯ୍ୟୟ ପଛରେ ବିଜେପିର ରଣନୀତି କ’ଣ?

ମୁସଲିମ-ଯାଦବ ସମୀକରଣ ଓ ଇଣ୍ଡି ମେଣ୍ଟକୁ ଦୁର୍ବଳ କରିବା ଉଦ୍ଦେଶ୍ୟ ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ବିହାରରେ ବିଜେପି ରାଜନୈତିକ ଗୋଟି ଚଳାଇ ସଫଳତା ହାସଲ କରିଛି । ଜେଡିୟୁ ପାଇଁ କବାଟ ବନ୍ଦ...

ବସୁନ୍ଧରା ରାଜେ ଓ ଶିବରାଜ ସିଂହ ଚୌହାନ ୪ ମାସ ପରେ ଦିଲ୍ଲୀ ଯିବେ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି କ୍ରୋଧିତ ନେତାଙ୍କୁ ମନାଇବାରେ ଲାଗିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନଜର ତାଙ୍କ ନୂଆ ଓ ପୁରୁଣା ନେତାଙ୍କ ଉପରେ ରହିଛି, ଯେଉଁମାନେ କ୍ରୋଧିତ...

Latest news

- Advertisement -spot_img