- Advertisement -spot_img

CATEGORY

Home

ଦିଲ୍ଲୀରେ ୩୦% ୪୦ ବର୍ଷରୁ କମ୍ ବୟସର ମହିଳାଙ୍କଠାରେ ସ୍ତନ କର୍କଟ ରୋଗ

ନୂଆଦିଲ୍ଲୀ: କର୍କଟ ଆମ ଶରୀର ପାଇଁ କେତେ ମାରାତ୍ମକ ତାହା ଆମେ ସମସ୍ତେ ଜାଣୁ । ଏହା ରୋଗୀ ତଥା ପୂରା ପରିବାର ପାଇଁ ଅକଥନୀୟ ଯନ୍ତ୍ରଣା ଭଳି । ଏହି କ୍ରମରେ...

ଡାକ୍ତରମାନଙ୍କୁ ଜେନେରିକ ଔଷଧ ଲେଖିବାକୁ ବାଧ୍ୟ କରିବା କେତେ ଠିକ୍ ?

ଭୁବନେଶ୍ୱର: ଜେନେରିକ ଔଷଧ ଲେଖିବାକୁ ନେଇ ଏବେ ଦେଶର ଡାକ୍ତରୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହି ବିତର୍କର କାରଣ ହେଉଛି ନ୍ୟାସନାଲ ମେଡିକାଲ କମିଶନଙ୍କ ଦ୍ୱାରା ଡାକ୍ତରମାନଙ୍କ ପାଇଁ...

ଆପ୍ + କଂଗ୍ରେସ = ବିଜେପି ଶୂନ୍ୟ ? କ’ଣ କହୁଛି ଦିଲ୍ଲୀର ୭ଟି ଆସନର ଗଣିତ ?

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ରାଜ୍ୟର ସମସ୍ତ ୭ଟି ଲୋକସଭା ଆସନ ହରାଇବାକୁ ଯାଉଛି ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦାବି କରିଛନ୍ତି । ଦିଲ୍ଲୀ ସେବା ବିଲ୍କୁ ନେଇ...

ନିର୍ବାଚନୀ ଯୁଦ୍ଧର ଅୟମାରମ୍ଭ

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି (ବିଜେପି) ଗୁରୁବାର ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ ପାଇଁ ୬୦ ଜଣପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ୫ଟି ରାଜ୍ୟ ମଧ୍ୟପ୍ରଦେଶ,...

ୟାସିନ ମଲ୍ଲିକଙ୍କ ପତ୍ନୀ ମୁଶାଲ ପାକିସ୍ତାନରେ ମନ୍ତ୍ରୀ ହେଲେ

ଇସଲାମାବାଦ: କାଶ୍ମୀରରେ ନିରୀହ ଲୋକଙ୍କ ରକ୍ତ ବୁହାଇଥିବା ୟାସିନ୍ ମଲ୍ଲିକଙ୍କ ପତ୍ନୀ ମୁଶାଲ ଏବେ ପାକିସ୍ତାନର କେୟାରଟେକର ସରକାରରେ ସାମିଲ ଅଛନ୍ତି । କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଅନୱାରୁଲ ହକ୍ କକ୍କର ମୁଶାଲଙ୍କୁ ମାନବାଧିକାର...

ମଧ୍ୟପ୍ରଦେଶ ନିର୍ବାଚନ ୨୦୨୩: ‘ଚକ୍ରବ୍ୟୁହ ୩୯’ ଭାଙ୍ଗିବାକୁ ବିଜେପିର ଅଭିମନ୍ୟୁ ୨.୦ ଯୋଜନା

ନୂଆଦିଲ୍ଲୀ:ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ନିଜର ପ୍ରଥମ ତାଲିକାରେ ଶାସକ ବିଜେପି ୨୦୧୮ ବିଧାନସଭା ନିର୍ବାଚନରେ ହାରିଥିବା ଆସନ ଉପରେ ଫୋକସ୍ କରିଛି । ଏଥିରେ ୨୦୧୩ରେ ହାରିଥିବା ଆସନ ମଧ୍ୟ ଅନ୍ତର୍ଭୁକ୍ତ...

ଚନ୍ଦ୍ରଯାନ-୩: ସାମାନ୍ୟ ବିରତି ନେଇ ଚନ୍ଦ୍ରର ନିକଟତର ହେବ ବିକ୍ରମ ଲ୍ୟାଣ୍ଡର, ଜାଣନ୍ତୁ କ’ଣ ହେବାକୁ ଯାଉଛି

ନୂଆଦିଲ୍ଲୀ: ପ୍ରୋପଲସନ ମଡ୍ୟୁଲଠାରୁ ଅଲଗା ହୋଇ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ମଡ୍ୟୁଲ ଆଜି ଚନ୍ଦ୍ର ଆଡକୁ ପ୍ରଥମ ପଦକ୍ଷେପ ନେବ । ଇସ୍ରୋ ଅନୁଯାୟୀ, ଶୁକ୍ରବାର (୧୮ ଅଗଷ୍ଟ ୨୦୨୩) ଅପରାହ୍ନ ପ୍ରାୟ ୪ଟାରେ...

ଶିକ୍ଷିତ ପ୍ରାର୍ଥୀଙ୍କୁ ଭୋଟ୍ ଦେବାକୁ ଛାତ୍ରଛାତ୍ରୀଙ୍କୁ ଅନୁରୋଧ କରିଥିବା ଶିକ୍ଷକଙ୍କୁ ବରଖାସ୍ତ କଲା ଅନଏକାଡେମି

ନୂଆଦିଲ୍ଲୀ: ଶିକ୍ଷିତ ପ୍ରାର୍ଥୀଙ୍କୁ ଭୋଟ୍ ଦେବା ପାଇଁ ଛାତ୍ରଛାତ୍ରୀଙ୍କୁ ଅନୁରୋଧ କରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏଡଟେକ୍ କମ୍ପାନି ଅନଏକାଡେମୀ ଜଣେ ଶିକ୍ଷକ କରଣ ସାଙ୍ଗୱାନଙ୍କୁ ଚାକିରିରୁ ବରଖାସ୍ତ...

ପିଲାଙ୍କପାଇଁ କରୋନା ଟୀକା ଅନୁମୋଦିତ

୨ରୁ ୧୮ବର୍ଷ ବୟସର ପିଲାମାନେ କୋଭାକ୍ସିନ୍ ପାଇବେ ନୂଆଦିଲ୍ଲୀ - କରୋନା ଟିକା ବିଷୟରେ ପିଲାମାନଙ୍କପାଇଁ ଖୁସି ଖବର ଅଛି । ୨ବର୍ଷରୁ ୧୮ ବର୍ଷ ବୟସର ପିଲାମାନଙ୍କପାଇଁ ଡିଜିସିଆଇ (DCGI) କରୋନା ଟୀକା...

Latest news

- Advertisement -spot_img