- Advertisement -spot_img

TAG

BSP

୨୦୨୨-୨୩ରେ ବିଜେପିକୁ ୭୨୦ କୋଟି ଦାନ

୪ ଜାତୀୟ ଦଳକୁ ମିଳିଥିବା ଚାନ୍ଦାଠାରୁ ୫ ଗୁଣ ୮୫୦ କୋଟି ଟଙ୍କାରୁ କଂଗ୍ରେସକୁ ମିଳିଛି ମାତ୍ର ୮୦ କୋଟି ଟଙ୍କା ନୂଆଦିଲ୍ଲୀ: ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ (ଏଡିଆର) ରାଜନୈତିକ ଦଳଗୁଡ଼ିକୁ...

ମାୟାବତୀ ଏକାକୀ ଲଢ଼ିଲେ କାହାର କ୍ଷତି ହେବ ?

ବିଏସପି ଇଣ୍ଡି ମେଣ୍ଟ ଓ ଏନଡିଏରେ ସାମିଲ ନ ହେବାର ନିଷ୍ପତ୍ତି କାହିଁକି ନେଲେ ? ନୂଆଦିଲ୍ଲୀ: ବିଏସପି ସୁପ୍ରିମୋ ମାୟାବତୀ ଏକାକୀ ଲୋକସଭା ନିର୍ବାଚନ ଲଢ଼ିବା ଘୋଷଣା କରିବା ପରେ ଦେଶରେ ରାଜନୈତିକ...

ଇଣ୍ଡିଆ କିମ୍ବା ଏନଡିଏ, କେଉଁ ମେଣ୍ଟରେ ଯୋଗଦେବେ ମାୟାବତୀ ?

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ନେଇ ମାୟାବତୀ ଏକ ବଡ ଘୋଷଣା କରିଛନ୍ତି। ସେ ଉଭୟ ଇଣ୍ଡିଆ ଏବଂ ଏନଡିଏ ମେଣ୍ଟରେ ଯୋଗଦେବାକୁ ମନା କରି ଦେଇଛନ୍ତି। ସେ କହିଛନ୍ତି ଯେ, ବିଏସପି କେବଳ ନିର୍ବାଚନରେ...

ଶେଷ ହେବ ଇଣ୍ଡି ମେଣ୍ଟର ଆଶା ! ମାୟାବତୀଙ୍କୁ ନେଇ ଏହି ଦାବି

କ'ଣ କହିଲେ ଏଆଇଏମଆଇଏମ୍ ନେତା ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପରିପ୍ରେକ୍ଷୀରେ ଉତ୍ତରପ୍ରଦେଶରେ ମେଣ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି । ଇଣ୍ଡିଆନ୍ ନ୍ୟାସନାଲ ଡେଭଲପିଂ ଇନକ୍ଲୁସିଭ୍ ଆଲାଏନ୍ସ ଅର୍ଥାତ୍ ଇଣ୍ଡି ମେଣ୍ଟ ବ୍ୟାନରରେ ଏସପି,...

୨% ରୁ କମ୍ ବିଜୟ-ପରାଜୟ ସହ ୪୮ଟି ଆସନରେ ବରିଷ୍ଠ ନେତାଙ୍କୁ ପ୍ରାର୍ଥୀ କରିବ ବିଜେପି

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ମନ୍ଥନ ଆରମ୍ଭ କରିଛି । ମୋଦିଙ୍କ ଗ୍ୟାରେଣ୍ଟିର ବୟାନ ଦେଉଥିବା ଦଳ ୪୮ଟି ଲୋକସଭା ଆସନରେ ହେଭିୱେଟଙ୍କୁ ପ୍ରାର୍ଥୀ କରିବାକୁ ଯୋଜନା କରୁଛି ଯେଉଁଠାରେ...

୨୦୨୪ରେ ଆଞ୍ଚଳିକ ଦଳ ସହ ସିଧାସଳଖ ଲଢ଼ିବ ବିଜେପି

ନୂଆଦିଲ୍ଲୀ: ଦିଲ୍ଲୀରେ ବିଜେପିର ଦୁଇଦିନିଆ ବୈଠକ ଶନିବାର ସନ୍ଧ୍ୟାରେ ଶେଷ ହୋଇଛି । ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଚଳାଇଥିବା ବିଜେପି କ୍ଷମତାର ହ୍ୟାଟ୍ରିକ୍ କରିବା ପାଇଁ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ...

କଂଶୀରାମଙ୍କଠାରୁ ଆରମ୍ଭ କରି ଆକାଶ ଆନନ୍ଦଙ୍କ ପର୍ଯ୍ୟନ୍ତ, ମାୟାବତୀ ଉତ୍ତରାଧିକାରୀଭାବେ କ’ଣ ହସ୍ତାନ୍ତର କରୁଛନ୍ତି ?

ନୂଆଦିଲ୍ଲୀ: ବହୁଜନ ସମାଜ ପାର୍ଟି (ବିଏସପି) ସୁପ୍ରିମୋ ମାୟାବତୀ ତାଙ୍କ ପୁତୁରା ଆକାଶ ଆନନ୍ଦଙ୍କୁ ତାଙ୍କ ଉତ୍ତରାଧିକାରୀଭାବେ ମନୋନୀତ କରିଛନ୍ତି । ଲୋକସଭା ନିର୍ବାଚନ ପୂର୍ବରୁ ମାୟାବତୀ ଏହି ଘୋଷଣାକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ...

ମହୁଆ ମୋଇତ୍ରାଙ୍କୁ ସାଂସଦ ପଦରୁ ବହିଷ୍କାର ପାଇଁ ସଂସଦୀୟ କମିଟି ସୁପାରିସ

୫୦୦ ପୃଷ୍ଠାର ରିପୋର୍ଟରେ ଟିଏମସି ସାଂସଦଙ୍କ କାର୍ଯ୍ୟକୁ ଆପତ୍ତିଜନକ ଓ ଅନୈତିକ ବୋଲି କୁହାଯାଇଛି ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରାଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ କରୁଥିବା ସଂସଦୀୟ କମିଟି ତାଙ୍କ...

ଇଲେକ୍ଟୋରାଲ ବଣ୍ଡର ଭବିଷ୍ୟତ କ’ଣ ?

ଭୁବନେଶ୍ୱର: ସୁପ୍ରିମକୋର୍ଟରେ ଚାଲିଥିବା ଇଲେକ୍ଟୋରାଲ ବଣ୍ଡ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି ଗତ ଗୁରୁବାର ଦିନ ଶେଷ ହୋଇଛି। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ରାୟ ସଂରକ୍ଷିତ ରଖିଛନ୍ତି,...

ଅଖିଳେଶ ଓ ମାୟାବତୀ କାହିଁକି ମଧ୍ୟପ୍ରଦେଶରେ କଂଗ୍ରେସର ଗଡ଼ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି ?

ଭୋପାଳ: ଆସନ ବଣ୍ଟନ ଓ ବିଦ୍ୱେଶପୂର୍ଣ୍ଣ ବୟାନକୁ ନେଇ ଅଖିଳେଶ ଯାଦବ କଂଗ୍ରେସ ଉପରେ ଅସନ୍ତୁଷ୍ଟ ଅଛନ୍ତି । ଅନ୍ୟପକ୍ଷରେ ମାୟାବତୀ ମଧ୍ୟପ୍ରଦେଶରେ ନିଜର ନିର୍ବାଚନୀ ସଭା ଖାତା ଖୋଲିବାମାତ୍ରେ କଂଗ୍ରେସ ଉପରେ...

Latest news

- Advertisement -spot_img