- Advertisement -spot_img

TAG

Budget-2024

ଆଶ୍ଚର୍ଯ୍ୟଜନକ ! ମୁଣ୍ଡରେ ନିର୍ବାଚନ ଓ ବିରୋଧୀ ଏକତାର ଚିତ୍ର !

ନୂଆଦିଲ୍ଲୀ: ଦେଶରେ ଲୋକସଭା ନିର୍ବାଚନ ପାଇଁ ଆଉ ଅଧିକ ସମୟ ବାକି ନାହିଁ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନ୍ତରୀଣ ବଜେଟ ଆସିଛି । ଅଯୋଧ୍ୟାର ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ...

ରାମ ପ୍ରସଙ୍ଗ ଜିତାଇବ ନିର୍ବାଚନ ! ବଜେଟରେ କାହାକୁ ସନ୍ତୁଷ୍ଟ କରିବାକୁ ଉଦ୍ୟମ କରିନାହାନ୍ତି ମୋଦି ସରକାର

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ମୋଦି ସରକାରଙ୍କ ଅନ୍ତରୀଣ ବଜେଟରୁ ଆଶ୍ୱସ୍ତି ମିଳିବ ବୋଲି ଲୋକେ ଆଶା ରଖିଥିଲେ । କିନ୍ତୁ ତାହା ହୋଇନାହିଁ । କୃଷକମାନେ ପିଏମ୍ କିଷାନ ସମ୍ମାନ ନିଧିର...

ଗର୍ଭାଶୟ କ୍ୟାନସର ଟୀକାକରଣୟକୁ ୨୦୨୪ ବଜେଟରେ ବିଶେଷ ଗୁରୁତ୍ୱ

ନୂଆଦିଲ୍ଲୀ: ୨୦୨୪ ବଜେଟରେ ଭାରତରେ ମହିଳାଙ୍କଠାରେ ଚିହ୍ନଟ ହେଉଥିବା ଦ୍ୱିତୀୟ ସାଧାରଣ କର୍କଟ ରୋଗ ଗର୍ଭାଶୟ କ୍ୟାନସରକୁ ପ୍ରୋତ୍ସାହନ ମିଳିଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ଝିଅମାନଙ୍କୁ ଗର୍ଭାଶୟ କ୍ୟାନସର ପ୍ରତିଷେଧକ...

ବଢ଼ୁଥିବା ଜନସଂଖ୍ୟା ପାଇଁ ବଜେଟରେ କମିଟି ! ଆଶ୍ଚର୍ଯ୍ୟଜନକ ଏହି ଘୋଷଣା

ନୂଆଦିଲ୍ଲୀ: ଜନସଂଖ୍ୟା ନିୟନ୍ତ୍ରଣ ଓ ଜନସଂଖ୍ୟା ପରିବର୍ତ୍ତନ ଆକଳନ ପାଇଁ ସରକାର ଏକ କମିଟି ଗଠନ କରିବାକୁ ପ୍ରସ୍ତାବ ଦେଇଛନ୍ତି । ଏହି କମିଟିରେ ଉଚ୍ଚ କ୍ଷମତା ରହିବ । ଏହି ପରିସ୍ଥିତିର...

ଏଥର ୪୦ ହଜାର କୋଚକୁ ବନ୍ଦେ ଭାରତ ପରି କରାଯିବ- ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ରେଳ ଯାତ୍ରୀଙ୍କ ଆରାମଦାୟକ ଯାତ୍ରାକୁ ଧ୍ୟାନରେ ରଖି ୪୦,୦୦୦ ସାଧାରଣ ଟ୍ରେନ୍ କୋଚ୍ ବନ୍ଦେ ଭାରତ ଏକ୍ସପ୍ରେସ ପରି ପରିଣତ କରାଯିବ। ଏହାଦ୍ବାରା ଲକ୍ଷାଧିକ ଟ୍ରେନ ଯାତ୍ରୀ ଆରାମରେ ଯାତ୍ରା କରିପାରିବେ।...

କିଷାନ ସମ୍ମାନ ନିଧି ୮ ହଜାର ଟଙ୍କାକୁ ବୃଦ୍ଧି କରିପାରନ୍ତି ସରକାର, ୨୦୧୯ରେ ହୋଇଥିଲା ଟିକସ ସୀମା ବୃଦ୍ଧି

ନୂଆଦିଲ୍ଲୀ: ବର୍ଷ ଥିଲା ୨୦୧୯ ଏବଂ ଲୋକସଭା ନିର୍ବାଚନ ହେବାର ଥିଲା । ପୂର୍ବରୁ ଫେବ୍ରୁଆରିରେ ବଜେଟ ଉପସ୍ଥାପନ ହେବାର ଥିଲା । ନିର୍ବାଚନ ପୂର୍ବରୁ ଉପସ୍ଥାପିତ ବଜେଟକୁ ଅନ୍ତରୀଣ ବଜେଟ କୁହାଯାଏ...

ବଜେଟ ପୂର୍ବରୁ ସରକାରଙ୍କ ଉପହାର: ଶସ୍ତା ହୋଇପାରେ ମୋବାଇଲ ଫୋନ୍

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବ୍ରୁଆରି ୧ରେ ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ଶେଷ ବଜେଟ ଉପସ୍ଥାପନ କରିବେ । ତେବେ ସରକାର ମୋବାଇଲ ଫୋନ ଇଣ୍ଡଷ୍ଟ୍ରିକୁ ଏକ ଉପହାର ଦେଇଛନ୍ତି ।...

ପେଟ୍ରୋଲ-ଡିଜେଲ, ଆୟକରଠାରୁ ଆରମ୍ଭ କରି ଗୃହ ଋଣ ପର୍ଯ୍ୟନ୍ତ, ଲୋକସଭା ନିର୍ବାଚନ ପୂର୍ବରୁ ସରକାର କ’ଣ ଦେଇପାରିବେ

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦି ସରକାର ନିଜର ଦ୍ୱିତୀୟ ପାଳିର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛନ୍ତି । ଫେବ୍ରୁଆରି ପହିଲାରେ ସରକାର ଏହି କାର୍ଯ୍ୟକାଳର ଶେଷ ବଜେଟ ଉପସ୍ଥାପନ କରିବେ । ଅଯୋଧ୍ୟା ରାମ ମନ୍ଦିରରେ...

ଆଗାମୀ ବଜେଟରେ ବେତନଭୋଗୀଙ୍କୁ ଭଲ ଖବର ଦେବେ କି ନିର୍ମଳା ସୀତାରମଣ ?

ନୂଆଦିଲ୍ଲୀ: ଚଳିତ ବର୍ଷ ବଜେଟ ୨୦୨୪ର କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି । ପୂର୍ବ ବଜେଟରେ ବେତନଭୋଗୀ ଟିକସଦାତା (ଆୟକର ଦାତା) ଠକେଇର ଶିକାର ହୋଇଛନ୍ତି । କିନ୍ତୁ ଏଥର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କଠାରୁ...

୨୦୨୪ ନିର୍ବାଚନ ପୂର୍ବରୁ ରାଜକୋଷ ଖୋଲିପାରନ୍ତି ମୋଦି ସରକାର, ବଜେଟରେ ମଧ୍ୟବିତ୍ତଙ୍କୁ ମିଳିପାରେ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପୂର୍ବରୁ ଉପସ୍ଥାପିତ ହେବାକୁ ଥିବା ଶେଷ ବଜେଟରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର କିଛି ବଡ଼ ଘୋଷଣା କରିପାରନ୍ତି । ଏଥିପାଇଁ ସବୁ ସ୍ତରରେ ମନ୍ଥନ ଚାଲିଛି...

Latest news

- Advertisement -spot_img