- Advertisement -spot_img

TAG

Chandrayan-3

ପୁଣି ବିକ୍ରମ ଲ୍ୟାଣ୍ଡରର ସଫ୍ଟ ଲ୍ୟାଣ୍ଡିଂ କଲା ଇସ୍ରୋ, ୪୦ ସେଣ୍ଟିମିଟର ପର୍ଯ୍ୟନ୍ତ ଉଠିଲା, ଭବିଷ୍ୟତ ପାଇଁ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷଣ

ନୂଆଦିଲ୍ଲୀ: ଇସ୍ରୋର ନିର୍ଦ୍ଦେଶକ୍ରମେ ବିକ୍ରମ ଲ୍ୟାଣ୍ଡର ଇଞ୍ଜିନ ଷ୍ଟାର୍ଟ କରି ଆଶାନୁରୂପ ୪୦ ସେଣ୍ଟିମିଟର ଉପରକୁ ଉଠାଇ ପୁଣି ୩୦-୪୦ ସେଣ୍ଟିମିଟର ଦୂରରେ ଅବତରଣ କରିଥିଲା ।  ସୋମବାର ଏକ ଏକ୍ସ ପୋଷ୍ଟରେ...

ସୂର୍ଯ୍ୟ ମିଶନରେ ପାକିସ୍ତାନୀ ବିଶେଷଜ୍ଞ କହିଲେ, ଭାରତ ହେଉଛି ଆମର ଶତ୍ରୁ

ନୂଆଦିଲ୍ଲୀ: ମହାକାଶ କ୍ଷେତ୍ରରେ ଭାରତ ଦୃଢ଼ତାର ସହ ଆଗକୁ ବଢ଼ୁଛି । ପୂର୍ବରୁ ଭାରତର ମହାକାଶ ଏଜେନ୍ସି ଇସ୍ରୋ ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-୩ର ସୁରକ୍ଷିତ ଅବତରଣ କରିଥିବାବେଳେ ଏବେ ଭାରତୀୟ ମହାକାଶ...

ଚନ୍ଦ୍ରରୁ ମିଳିଲା ସଲଫର: ପ୍ରଜ୍ଞାନ ରୋଭରକୁ ମିଳିଲା ଅମ୍ଳଜାନ ସମେତ ୮ ଉପାଦାନ, ହାଇଡ୍ରୋଜେନର ସନ୍ଧାନ ଜାରି

ବେଙ୍ଗାଲୁର :  ଚନ୍ଦ୍ରଯାନ-୩ ଚନ୍ଦ୍ରରେ ପହଞ୍ଚିବାର ପଞ୍ଚମ ଦିନ (ଅଗଷ୍ଟ ୨୮)ରେ ଦ୍ୱିତୀୟ ପର୍ଯ୍ୟବେକ୍ଷଣ ପଠାଇଛି । ଏହା ଅନୁଯାୟୀ ଚନ୍ଦ୍ରର ଦକ୍ଷିଣ ମେରୁରେ ସଲ୍ଫରର ଉପସ୍ଥିତି ରହିଛି । ଚନ୍ଦ୍ରପୃଷ୍ଠରେ ଆଲୁମିନିୟମ,...

ପ୍ରଥମ ପ୍ରତିବନ୍ଧକ ଅତିକ୍ରମ କଲା ପ୍ରଜ୍ଞାନ, ଚନ୍ଦ୍ରର ତାପମାତ୍ରା କହିଲା ବିକ୍ରମ

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ ଅଭିଯାନ ସଠିକ୍ ମାର୍ଗରେ ରହିଛି । ଇସ୍ରୋ ଅନୁଯାୟୀ ପ୍ରଜ୍ଞାନ ରୋଭର ଚନ୍ଦ୍ରରେ ପ୍ରଥମ ପ୍ରତିବନ୍ଧକ ଅତିକ୍ରମ କରିଛି । ରୋଭରଟି ପାଖାପାଖି ୧୦୦ ମିଲିମିଟରର ଗର୍ଭ ଅତିକ୍ରମ କରିଛି...

ଚନ୍ଦ୍ରଯାନ-୩ର ବିକ୍ରମ ଲ୍ୟାଣ୍ଡର ପଠାଇଲା ପ୍ରଥମ ପର୍ଯ୍ୟବେକ୍ଷଣ: ପୃଷ୍ଠରେ ପ୍ରାୟ ୫୦ ଡିଗ୍ରୀ, ୮୦ ମିଲିମିଟର ଗଭୀରତାରେ ମାଇନସ୍ ୧୦ ଡିଗ୍ରୀ ସେଲସିୟସ

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ର ବିକ୍ରମ ଲ୍ୟାଣ୍ଡରରେ ଥିବା ଚେଷ୍ଟେ ପେଲୋଡ୍ ଚନ୍ଦ୍ରର ତାପମାତ୍ରାକୁ ନେଇ ପ୍ରଥମ ପର୍ଯ୍ୟବେକ୍ଷଣ ପଠାଇଛି । ଚନ୍ଦ୍ର ପୃଷ୍ଠ ଥର୍ମୋଫିଜିକାଲ ପରୀକ୍ଷଣ ଅନୁଯାୟୀ, ଚନ୍ଦ୍ର ପୃଷ୍ଠର ତାପମାତ୍ରା ଏବଂ ବିଭିନ୍ନ...

ଚନ୍ଦ୍ରଯାନ-୩ ଅଭିଯାନ: ଚନ୍ଦ୍ରରେ ଅବତରଣ କରିବା ପରେ କ’ଣ କରିବେ ବିକ୍ରମ ଓ ପ୍ରଜ୍ଞାନ, ଜାଣନ୍ତୁ ୧୪ ଦିନର ସମ୍ପୂର୍ଣ୍ଣ ଯୋଜନା

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ମଡ୍ୟୁଲ୍ ଚନ୍ଦ୍ରରେ ଅବତରଣ କରିବାମାତ୍ରେ ସମଗ୍ର ଭାରତ ଖୁସିରେ ଡେଇଁ ପଡ଼ିବ । ବୁଧବାର ସନ୍ଧ୍ୟା ୬ଟା ୪ ମିନିଟ୍ ଅବତରଣ ସମୟ ଧାର୍ଯ୍ୟ କରାଯାଇଛି । ଚନ୍ଦ୍ରରେ...

ଚନ୍ଦ୍ରଯାନ-୩ ଅବତରଣ ପାଇଁ ଦୁଇଟି ବିକଳ୍ପ କାହିଁକି ?

ନୂଆଦିଲ୍ଲୀ: ସମ୍ପ୍ରତି ସମଗ୍ର ବିଶ୍ୱର ନଜର ଭାରତ ଉପରେ ରହିଛି । ଅଗଷ୍ଟ ୨୩ ତାରିଖ ସନ୍ଧ୍ୟା ୬ଟା ୪ମିନିଟରେ ଭାରତର ଚନ୍ଦ୍ରଯାନ-୩ ଚନ୍ଦ୍ରରେ ଅବତରଣ କରିବାକୁ ଚେଷ୍ଟା କରିବ । ଇସ୍ରୋ...

ବେଗ ଖାଇଲା ରୁଷିଆର ‘ଚନ୍ଦ୍ରଯାନ ଲୁନା-୨୫’, ଜାଣନ୍ତୁ କିପରି ଚନ୍ଦ୍ରରେ ଅବତରଣ କରିବ ବିକ୍ରମ

ନୂଆଦିଲ୍ଲୀ: ମହାକାଶ ବିଜ୍ଞାନ କ୍ଷେତ୍ରରେ ବିଶ୍ୱରେ ଲୌହ ସୃଷ୍ଟି କରିଥିବା ରୁଷିଆକୁ ବଡ଼ ଝଟକା ଲାଗିଛି । ୪୭ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ରୁଷିଆର ଚନ୍ଦ୍ର ଅଭିଯାନ ବିଫଳ ହୋଇଛି...

ଚନ୍ଦ୍ରଯାନ-୩ ଏବେ ଚନ୍ଦ୍ରଠାରୁ ମାତ୍ର ୨୫ କିଲୋମିଟର ଦୂରରେ: ଅଗଷ୍ଟ ୨୩ରେ ଚନ୍ଦ୍ରରେ ଅବତରଣ କରିବ

ନୂଆଦିଲ୍ଲୀ-ଶନିବାର-ରବିବାର ମଧ୍ୟରାତ୍ରିରେ ଚନ୍ଦ୍ରଯାନ-୩ର ଦ୍ୱିତୀୟ ତଥା ଅନ୍ତିମ ଉଡ଼ାଣ କାର୍ଯ୍ୟ ପୂର୍ବାହ୍ନ ୧ଟା ୫୦ରେ ଶେଷ ହୋଇଛି । ଏହି ଅପରେସନ ପରେ ଚନ୍ଦ୍ରଠାରୁ ଲ୍ୟାଣ୍ଡରର ସର୍ବନିମ୍ନ ଦୂରତା ୨୫ କିଲୋମିଟର ଏବଂ...

ଆଜି ଆପଣ ଶୋଇଥିବା ବେଳେ ବିକ୍ରମ ଓ ପ୍ରଜ୍ଞାନ ଚନ୍ଦ୍ରର ଅତି ନିକଟରେ ପହଞ୍ଚିବେ

ନୂଆଦିଲ୍ଲୀ : ଚନ୍ଦ୍ରଯାନ-୩ ନିର୍ଦ୍ଧାରିତ ବେଗରେ ଗତି କରୁଛି । ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଏକ ନୂଆ ଅପଡେଟ୍ ଦେଇଛି । ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ମଡ୍ୟୁଲ ଏହାର କକ୍ଷପଥକୁ ୧୧୩...

Latest news

- Advertisement -spot_img