- Advertisement -spot_img

CATEGORY

ରାଜନୀତି

ଖଡଗେ କହିଲେ ଏଥର ୪୦୦ ଟପିବ, ମୋଦି ହସିଲେ

ଡିକେ ସୁରେଶଙ୍କ ଅଲଗା ଦେଶ ଗଠନ ବୟାନ ଉପରେ କହିଲେ- ଦେଶ ଭାଙ୍ଗିବା କଥା ଗ୍ରହଣୀୟ ନୁହେଁ ନୂଆଦିଲ୍ଲୀ: ବଜେଟ ଅଧିବେଶନର ତୃତୀୟ ଦିନ ଫେବ୍ରୁଆରି ୨ରେ ରାଜ୍ୟସଭାରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ...

ଲୋକସଭା ନିର୍ବାଚନରେ କଂଗ୍ରେସ ୪୦ଟି ଆସନ ଜିତିବ କି ନାହିଁ ସନ୍ଦେହ: ମମତା

ନୂଆଦିଲ୍ଲୀ: ପଶ୍ଚିମ ବଙ୍ଗରେ ଟିଏମସି ଇଣ୍ଡି ମେଣ୍ଟରୁ ଓହରିବାର କିଛିଦିନ ପରେ ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି । ଆଗାମୀ ସାଧାରଣ ନିର୍ବାଚନରେ କଂଗ୍ରେସ ୪୦ଟି...

ସିଏଏ ନିୟମ ପ୍ରସ୍ତୁତ: ନାଗରିକତା ପାଇଁ ଅନଲାଇନ ଆବେଦନ

୨୦୧୪ ପୂର୍ବରୁ ଭାରତ ଆସିବାର ସର୍ତ୍ତ ଉପରେ ପରିବର୍ତ୍ତନ ସମ୍ଭବ ନୂଆଦିଲ୍ଲୀ: ୪ ବର୍ଷ ପରେ ନାଗରିକତା ସଂଶୋଧନ ଆଇନ (ସିଏଏ) କାର୍ଯ୍ୟକାରୀ କରିବା ପାଇଁ ପ୍ରସ୍ତୁତି ଶେଷ ହୋଇଛି । କେନ୍ଦ୍ର ଗୃହ...

ଏନଡିଏକୁ ଜେଡିୟୁ ଆସିବା ପରେ ବଦଳିଲା ପୂରା ସମୀକରଣ

ଲୋକସଭା ନିର୍ବାଚନରେ ଆସନ ବଣ୍ଟନ ପାଇଁ ଆସିପାରେ ନୂଆ ଫର୍ମୁଲା ନୂଆଦିଲ୍ଲୀ: ବିହାରରେ ଜେଡିୟୁ ଏନଡିଏରେ ସାମିଲ ହେବା ପରେ ବିଜେପି ପୁଣିଥରେ କ୍ଷମତାକୁ ଆସିଛି । କିନ୍ତୁ ଚଳିତ ବର୍ଷ ହେବାକୁ ଥିବା...

ରାମ ପ୍ରସଙ୍ଗ ଜିତାଇବ ନିର୍ବାଚନ ! ବଜେଟରେ କାହାକୁ ସନ୍ତୁଷ୍ଟ କରିବାକୁ ଉଦ୍ୟମ କରିନାହାନ୍ତି ମୋଦି ସରକାର

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ମୋଦି ସରକାରଙ୍କ ଅନ୍ତରୀଣ ବଜେଟରୁ ଆଶ୍ୱସ୍ତି ମିଳିବ ବୋଲି ଲୋକେ ଆଶା ରଖିଥିଲେ । କିନ୍ତୁ ତାହା ହୋଇନାହିଁ । କୃଷକମାନେ ପିଏମ୍ କିଷାନ ସମ୍ମାନ ନିଧିର...

ବଢ଼ୁଥିବା ଜନସଂଖ୍ୟା ପାଇଁ ବଜେଟରେ କମିଟି ! ଆଶ୍ଚର୍ଯ୍ୟଜନକ ଏହି ଘୋଷଣା

ନୂଆଦିଲ୍ଲୀ: ଜନସଂଖ୍ୟା ନିୟନ୍ତ୍ରଣ ଓ ଜନସଂଖ୍ୟା ପରିବର୍ତ୍ତନ ଆକଳନ ପାଇଁ ସରକାର ଏକ କମିଟି ଗଠନ କରିବାକୁ ପ୍ରସ୍ତାବ ଦେଇଛନ୍ତି । ଏହି କମିଟିରେ ଉଚ୍ଚ କ୍ଷମତା ରହିବ । ଏହି ପରିସ୍ଥିତିର...

ଏଥର ୪୦ ହଜାର କୋଚକୁ ବନ୍ଦେ ଭାରତ ପରି କରାଯିବ- ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ରେଳ ଯାତ୍ରୀଙ୍କ ଆରାମଦାୟକ ଯାତ୍ରାକୁ ଧ୍ୟାନରେ ରଖି ୪୦,୦୦୦ ସାଧାରଣ ଟ୍ରେନ୍ କୋଚ୍ ବନ୍ଦେ ଭାରତ ଏକ୍ସପ୍ରେସ ପରି ପରିଣତ କରାଯିବ। ଏହାଦ୍ବାରା ଲକ୍ଷାଧିକ ଟ୍ରେନ ଯାତ୍ରୀ ଆରାମରେ ଯାତ୍ରା କରିପାରିବେ।...

ଟିକସ ଛାଡ଼ ଆଶା ଆଶାରେ ରହିଲା, ଅନ୍ତରୀଣ ବଜେଟ ପରମ୍ପରା କହି ସ୍ଲାବ ବଦଳାଇଲେନି ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଅନ୍ତରୀଣ ବଜେଟ ଉପସ୍ଥାପନ କରିଛନ୍ତି । ଯୁବବର୍ଗ, କୃଷକ, ମହିଳା ଓ ଗରିବଙ୍କ ଉପରେ ସରକାରଙ୍କ ଫୋକସ ରହିଛି । ଏହି ଚାରିବର୍ଗର ଲୋକମାନେ ପ୍ରାଥମିକତାର...

ଶୀର୍ଷରେ ଜେଏମଏମର ଆଭ୍ୟନ୍ତରୀଣ କଳହ

୧୮ ବିଧାୟକ କଳ୍ପନା ସୋରେନଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁନାହାନ୍ତି: ବିଜେପି ନେତା ନିଶିକାନ୍ତ ଦୁବେ ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଜମି ଦୁର୍ନୀତି ମାମଲାରେ ଏବେ ପଚରାଉଚରା କରୁଛି...

ବାହାରେ ମୋଦିଙ୍କ ରାମ-ରାମ, ସଂସଦ ଭିତରେ ୩ ଥର ରାମ ରାମ, ୨୪ର ସଙ୍କେତ ବୁଝିଲେ କି ?

ନୂଆଦିଲ୍ଲୀ: ବଜେଟ ଅଧିବେଶନ ୨୦୨୪ ପୂର୍ବରୁ ସଂସଦ ଭବନ ବାହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାମ-ରାମ କହିବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଭିଭାଷଣରେ ୩ ଥର ରାମ ମନ୍ଦିର ବିଷୟରେ ଉଲ୍ଲେଖ...

Latest news

- Advertisement -spot_img