- Advertisement -spot_img

TAG

DMK

ନୀତୀଶଙ୍କ ଯୋଜନାରେ ଲାଲୁ ପାଣି ପକାଇଦେଲ ? ଇଣ୍ଡି ମେଣ୍ଟ ବୈଠକର ଭିତରି କଥା

ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିରୋଧୀ ଇଣ୍ଡି ମେଣ୍ଟରେ ଲଜ୍ଜିତ ହେବା ପରେ ଏବେ କୌଣସି ଉପାୟ ଖୋଜି ପାଉନାହାନ୍ତି । ତାଙ୍କର କୌଣସି ଯୋଜନା କାମରେ ଆସିନଥିଲା । ବୈଠକରେ...

୭୮ ସାଂସଦଙ୍କୁ ନିଲମ୍ବନ ନେଇ ସଂସଦରେ ବିରୋଧୀଙ୍କ ହଙ୍ଗାମା: ‘ମୋଦିସାହି ମୁର୍ଦାବାଦ’ ସ୍ଲୋଗାନ

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନର ଦ୍ୱାଦଶ ଦିନରେ ୭୮ ଜଣ ସାଂସଦଙ୍କୁ ନିଲମ୍ବନକୁ ନେଇ ଉଭୟ ଗୃହରେ ବିରୋଧୀ ସଦସ୍ୟମାନେ ହଙ୍ଗାମା ଚଳାଇଛନ୍ତି । ଏହା ପୂର୍ବରୁ ସଂସଦ ଭବନ ପରିସରରେ ଥିବା...

ଶୀତ ଅଧିବେଶନ :  ୯୨ ବିରୋଧୀ ସାଂସଦ ନିଲମ୍ବିତ

ଆସନ୍ତାକାଲି ଇଣ୍ଡିମେଣ୍ଟ ବୈଠକରେ କ'ଣ ରହିବ ରଣନୀତି ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନରେ ବାଧା ସୃଷ୍ଟି କରିଥିବାରୁ ଆଜି ୭୮ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଛି । ଏହି ୭୮ ଜଣ ସାଂସଦଙ୍କୁ ଶୀତକାଳୀନ ଅଧିବେଶନର...

କ’ଣ ରହିବ ଆସନ୍ତା କାଲିର ଇଣ୍ଡି ମେଣ୍ଟ ବୈଠକର ଏଜେଣ୍ଡା ?

ନୂଆଦିଲ୍ଲୀ: ମଙ୍ଗଳବାର ବିରୋଧୀ ମେଣ୍ଟ 'ଇଣ୍ଡିଆ'ର ବୈଠକ ବସିବ । ଏହି ବୈଠକରେ ପ୍ରମୁଖ ରାଜ୍ୟଗୁଡ଼ିକ ମଧ୍ୟରେ ଆସନ ବଣ୍ଟନ ଆଲୋଚନା ଉପରେ ଗୁରୁତ୍ୱ ଦିଆଯାଇପାରେ । ନିକଟରେ ହୋଇଥିବା ବିଧାନସଭା ନିର୍ବାଚନରେ...

ଇଲେକ୍ଟୋରାଲ ବଣ୍ଡରୁ ୫ ଆଞ୍ଚଳିକ ଦଳକୁ ମିଳିଲା ୧୨୪୩ କୋଟି ଟଙ୍କା, କିଏ କେତେ ପାଇଲେ

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଦେଶରେ ଲୋକସଭା ନିର୍ବାଚନ ହେବାକୁ ଯାଉଛି । ଆଉ ମାତ୍ର ୨-୩ ମାସ ବାକି ଅଛି । ଏହା ପୂର୍ବରୁ ୨୦୨୨-୨୩ରେ ୫ଟି ଆଞ୍ଚଳିକ ଦଳକୁ ମିଳିଥିବା ଇଲେକ୍ଟୋରାଲ...

ସୁରକ୍ଷା ତ୍ରୁଟିକୁ ନେଇ ସଂସଦରେ ହଙ୍ଗାମା: ୧୪ ଲୋକସଭା ସାଂସଦ ନିଲମ୍ବିତ

ନୂଆଦିଲ୍ଲୀ: ଅଶାଳୀନ ଆଚରଣ ପାଇଁ ଲୋକସଭା ବାଚସ୍ପତି ଗୁରୁବାର ୧୪ ଜଣ ବିରୋଧୀ ସଦସ୍ୟଙ୍କୁ ନିଲମ୍ବିତ କରିଛନ୍ତି । ଏମାନଙ୍କ ମଧ୍ୟରେ କଂଗ୍ରେସର ୯ ଜଣ, ସିପିଆଇଏମର ୨ ଜଣ, ଡିଏମକେର ୨...

ସନାତନ ଧର୍ମ ଓ ହିନ୍ଦୀ ଭାଷୀ ରାଜ୍ୟ ଉପରେ ଡିଏମକେ ମନ୍ତବ୍ୟ ନ ଦେବାକୁ କଂଗ୍ରେସର ଚେତାବନୀ

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଇଣ୍ଡି ମେଣ୍ଟର ଶେଷ ପର୍ଯ୍ୟାୟ ଆଲୋଚନାକୁ ଜୋରଦାର କରାଯାଇପାରେ । ଏହା ପୂର୍ବରୁ କଂଗ୍ରେସ ତା'ର ମେଣ୍ଟ ସହଯୋଗୀ ଦ୍ରାବିଡ ମୁନ୍ନେତ୍ର କଜଗମ (ଡିଏମକେ)କୁ...

ପ୍ରଥମେ ସନାତନ, ଏବେ ଉତ୍ତର ଭାରତ: ଡିଏମକେର ବୟାନ କଂଗ୍ରେସକୁ କାଳ !

ନୂଆଦିଲ୍ଲୀ: ନିକଟରେ ୫ଟି ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ କଂଗ୍ରେସର ପରାଜୟ ପଛରେ ସହଯୋଗୀ ଡିଏମକେ ନେତାଙ୍କର ହିନ୍ଦୁ ଧର୍ମପ୍ରତି ଅପମାନଜନକ ବୟାନ ଏକ ପ୍ରମୁଖ କାରଣ ବୋଲି ବିବେଚନା କରାଯାଉଛି ।...

ନିର୍ବାଚନ ପ୍ରତିଶ୍ରୁତିର ଗଣିତ ଆଡ଼କୁ ଗତି କରୁଛି କି ?

ବିଧାନସଭା ନିର୍ବାଚନରେ ଦେଖିବାକୁ ମିଳିଛି ଟ୍ରେଣ୍ଡ ନୂଆଦିଲ୍ଲୀ: ନିର୍ବାଚନ ଏବେ ଭାବପ୍ରବଣ ପ୍ରସଙ୍ଗରୁ ପ୍ରତିଶ୍ରୁତିର ଗଣିତକୁ ବଦଳିଯାଇଛି କି ? ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ସମୟରେ ଏହା ହେଉଛି ସବୁଠାରୁ ବଡ଼ ରାଜନୈତିକ...

ରାଜ୍ୟପାଳ ବନାମ ଦଳୀୟ ରାଜନୀତି

ଭୁବନେଶ୍ୱର: ବର୍ତ୍ତମାନ ଦେଶର ଅନେକ ରାଜ୍ୟରେ ସରକାର ଓ ରାଜ୍ୟପାଳଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ସ୍ୱାଧୀନ ଭାରତର ଇତିହାସରେ ଏତେ କମ୍ ସମୟ ମଧ୍ୟରେ ଏତେସଂଖ୍ୟକ ରାଜ୍ୟର ରାଜ୍ୟପାଳ...

Latest news

- Advertisement -spot_img