- Advertisement -spot_img

CATEGORY

Home

ଆମେଥିରେ ରାହୁଲ ଗାନ୍ଧି ବନାମ ସ୍ମୃତି ଇରାନୀ ୩.୦?

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ଆଉ କିଛିମାସ ବାକି ଥିବାବେଳେ ଶେଷରେ କଂଗ୍ରେସ ଗୁରୁବାର ଏହାର ଅନ୍ୟତମ ସହଯୋଗୀ ସମାଜବାଦୀ ପାର୍ଟି ସହ ଆସନ ବୁଝାମଣା କରିଛି। ବୁଝାମଣା ଅନୁଯାୟୀ, କଂଗ୍ରେସ ଉତ୍ତରପ୍ରଦେଶର ୮୦ଟି...

ଶେଷରେ ଦଳୀୟ ପ୍ରଚାରକୁ ଆସିଲା କଣ୍ଡୋମ

କଣ୍ଡୋମ ପ୍ୟାକେଟରେ ଦଳର ନାମ ଓ ଚିହ୍ନ ଭୁବନେଶ୍ୱର: ରାଜନୀତିରେ କଣ୍ଡୋମର ଭୂମିକା କ'ଣ? ଆନ୍ଧ୍ରପ୍ରଦେଶର ଘଟଣାକ୍ରମ ଦର୍ଶାଉଛି ଯେ ସେମାନଙ୍କର ଏକ ଭୂମିକା ରହିଛି। ଲୋକସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ କଣ୍ଡୋମ...

୧୫ ବର୍ଷ ପରେ ପ୍ରଥମ ଥର ପାଇଁ ସର୍ବନିମ୍ନ ଆସନରେ ଲଢ଼ିବେ କଂଗ୍ରେସ-ବିଜେପି

ନୂଆଦିଲ୍ଲୀ: ଗତ ୧୫ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ କଂଗ୍ରେସ ସର୍ବନିମ୍ନ ଆସନରେ ନିର୍ବାଚନ ଲଢ଼ିବାର ସମ୍ଭାବନା ରହିଛି। ଏହାର ମୁଖ୍ୟ କାରଣ ହେଉଛି...

କଂଗ୍ରେସ ସହ ଚୂଡ଼ାନ୍ତ ମେଣ୍ଟ ଘୋଷଣା କଲେ ଅଖିଳେଶ ଯାଦବ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ରାଜନୈତିକ ଦୃଷ୍ଟିକୋଣରୁ ବଡ଼ ଧରଣର ଉନ୍ନତି ଦେଖିବାକୁ ମିଳିଛି। ବିରୋଧୀ ଇଣ୍ଡି ମେଣ୍ଟ ସହଯୋଗୀ କଂଗ୍ରେସ ଓ ସମାଜବାଦୀ ପାର୍ଟି ଏକାଠି ହୋଇ ନିର୍ବାଚନ ଲଢ଼ିବାକୁ ଘୋଷଣା କରିଛନ୍ତି। ଅଖିଳେଶ...

ରାମ ମନ୍ଦିର ପ୍ରସଙ୍ଗରେ ବଚ୍ଚନଙ୍କ ନାମ ନେଇ ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଲେ ରାହୁଲ ଗାନ୍ଧି

ରାହୁଲଙ୍କ ନ୍ୟାୟ ଯାତ୍ରା ଆମେଠିରେ ପହଞ୍ଚିବା ପୂର୍ବରୁ ଇସ୍ତଫା ଦେଲେ ଦଳୀୟ ନେତା ନୂଆଦିଲ୍ଲୀ: ଗତ ମାସରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ...

ନିର୍ବାଚନ ପୂର୍ବରୁ ବିଜେପି ସମ୍ବିଧାନରେ ହେଲା ବଡ଼ ସଂଶୋଧନ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପୂର୍ବରୁ ରବିବାର (ଫେବ୍ରୁଆରି ୧୮) ଜାତୀୟ ରାଜଧାନୀରେ ଭାରତୀୟ ଜନତା ପାର୍ଟି (ବିଜେପି)ର ଜାତୀୟ ଅଧିବେଶନରେ ଦଳର ସମ୍ବିଧାନରେ ସଂଶୋଧନ କରାଯାଇଛି। ବର୍ତ୍ତମାନ ସଂସଦୀୟ ବୋର୍ଡ ପରିସ୍ଥିତି...

ସୋନିଆଙ୍କ ରାଜ୍ୟସଭା ନିର୍ବାଚନ ପୂର୍ବରୁ ବିଭାଜିତ ହୋଇପାରେ କଂଗ୍ରେସ

ରାଜସ୍ଥାନର ୭ କଂଗ୍ରେସ ବିଧାୟକ ଦିଲ୍ଲୀରେ ପହଞ୍ଚିଲେ ବଡ଼ ଧରଣର ବିପର୍ଯ୍ୟୟ ପାଇଁ ପ୍ରସ୍ତୁତ ହେଉଛି ବିଜେପି ନୂଆଦିଲ୍ଲୀ: ରାଜସ୍ଥାନରୁ ସୋନିଆ ଗାନ୍ଧି ରାଜ୍ୟସଭା ପ୍ରାର୍ଥୀ ହେବା ପରେ କଂଗ୍ରେସ ଦଳ ବିଧାୟକ...

ଦୁଇବର୍ଷ ପରେ ଆମେଠିରେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ଦୁଇବର୍ଷ ପରେ ଆମେଠିରେ ପହଞ୍ଚିଛନ୍ତି ରାହୁଲ ଗାନ୍ଧି । ୨୦୧୯ ଲୋକସଭା ନିର୍ବାଚନରେ ସେ ଏଠାରୁ ନିର୍ବାଚନ ହାରିଥିଲେ। ଏଠାରେ ତାଙ୍କୁ ବିଜେପି ପ୍ରାର୍ଥୀ ସ୍ମୃତି ଇରାନୀଙ୍କ ଆଗରେ ପରାଜୟର ସମ୍ମୁଖୀନ...

ବିଜେପିରେ ଯୋଗଦେବେ ଏକା ନକୁଳ ନାଥ ?

କଳ୍ପନାଜଳ୍ପନା ଭିତରେ ରାଜନୈତିକ ପାରଦ ବୃଦ୍ଧି ନୂଆଦିଲ୍ଲୀ: ଲଗାତାର ୩ଦିନ ଧରି କମଲନାଥ ବିଜେପିରେ ଯୋଗ ଦେବେ ବୋଲି ଚର୍ଚ୍ଚା ଜୋର ଧରିଛି। ଯଦିଓ ଏ ନେଇ କୌଣସି ଆନୁଷ୍ଠାନିକ ସୂଚନା ମିଳିନାହିଁ, ତେବେ...

ହାଇଦ୍ରାବାଦ ଖେଳାଳି ବିହାରରେ ଆରଜେଡିର ପୂରା ଖେଳକୁ ଖରାପ କରିପାରନ୍ତି

ନୂଆଦିଲ୍ଲୀ: ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱେସି ୩ ଦିନ ଧରି ବିହାରରେ ରହିଥିଲେ। ଏହି ସମୟରେ ସେ କିଶନଗଞ୍ଜରେ ଏକ ସାଧାରଣ ସଭା କରିବା ସହ ଦଳୀୟ କର୍ମୀଙ୍କ ସହ ବୈଠକ ମଧ୍ୟ...

Latest news

- Advertisement -spot_img